ଓଡ଼ିଶାରେ ୨୦୯ ବ୍ଲାକ୍ ସ୍ପଟ; ଭୁବନେଶ୍ବର-କଟକ ରାସ୍ତାରେ ୫

ଭୁବନେଶ୍ବର: ପ୍ରତିବର୍ଷ ସଡ଼କ ଦୁର୍ଘଟଣା ବଢ଼ୁଛି । ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି, କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି । ହେଲେ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ଏହାର…
Read More...

ଉଚ୍ଛେଦ ହେଲା ସଂସଦ କ୍ୟାଣ୍ଟିନରେ ସାଂସଦଙ୍କ ନିମନ୍ତେ ଖାଦ୍ୟ ରିଆତି ବ୍ୟବସ୍ଥା

ଚିକେନ ପ୍ଲେଟ ୧୫ ଟଙ୍କା, ମାଛ ଖଣ୍ଡକୁ ୩ ଟଙ୍କା । ଚା ଟଙ୍କାଏ, କଫି ଦେଢ଼ ଟଙ୍କା । ଏମିତି ଶସ୍ତାଦରରେ ସଂସଦ କ୍ୟାଣ୍ଟିନରେ ସାଂସଦଙ୍କୁ ମିଳୁଥିଲା ଖାଦ୍ୟ । ଏଥିପାଇଁ ସରକାରଙ୍କୁ ବାର୍ଷିକ ୮ କୋଟି ଟଙ୍କା ବୋଝ…
Read More...

ଆସାମ ବିଧାନସଭା ନିର୍ବାଚନ: ୫ ଦଳ ସହ ମେଣ୍ଟ କରିବ କଂଗ୍ରେସ

ଆଗାମୀ ୪ ମାସ ମଧ୍ୟରେ ହେବ ଆସାମ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ କ୍ଷମତାସୀନ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ରାଜ୍ୟର ୫ଟି ଦଳ ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ିବ…
Read More...

ସ୍କୁଲକୁ ରନ୍ଧନଗ୍ୟାସ ଯୋଗାଣରେ କୋଟି କୋଟି ଟଙ୍କା ବାଟମାରଣା: ୮୦୦ ଟଙ୍କିଆ ଗ୍ୟାସ ଷ୍ଟୋଭ୍; ବିଲ ହେଉଛି ୨୩୦୦ ଟଙ୍କା

ବାଟମାରଣା ୮ କୋଟି ଟଙ୍କାରୁ କାହା ପକେଟକୁ କେତେ? ଭୁବନେଶ୍ବର: ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନିମନ୍ତେ ସରକାର ଯୋଗାଉଛନ୍ତି ରନ୍ଧନ ଗ୍ୟାସ କିଟ୍ । ଏଥିପାଇଁ ପ୍ରତି ସ୍କୁଲକୁ ୭୫୦୦ ଟଙ୍କା ଲେଖାଏଁ ପ୍ରଦାନ…
Read More...

୫ ଦଫା ଦାବି ପୂରଣ ଲାଗି ୨୧ ରେ ବିଜେପି ଘେରିବ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟ

ସମ୍ବଲପୁର: ସମଗ୍ର ରାଜ୍ୟରେ ଲାଗି ରହିଛି ଧାନ ବିକ୍ରିକୁ ନେଇ ରାଜ୍ୟ ସରକାରଙ୍କର ଟାଳଟୁଳ ଓ ଚାଷୀ ମାରଣା ନୀତି । ମଣ୍ଡି ରେ ପଡି ରହିଛି ଲକ୍ଷ ଲକ୍ଷ ବସ୍ତା ଧାନ, ମଣ୍ଡିରେ ଚାଲୁ ରହିଛି ମିଲର୍ ଓ ଦଲାଲ୍ ଙ୍କ ଦୌରାତ୍ମ…
Read More...

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:  ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ…
Read More...

ଲକ୍ଷେ କୋଟି ଟଙ୍କା ଟପିଲା ରାଜ୍ୟ ଋଣ ଭାର; ରାଜ୍ୟବାସୀଙ୍କ ମୁଣ୍ଡ ମୁଣ୍ଡପିଛା ୨୨୨୨୨ ଟଙ୍କା କରଜ

ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡରେ ୨୨ହଜାର ୨୨ ଟଙ୍କା କରଜ । ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ମୁଣ୍ଡରେ ଏହି ଋଣ ବୋଝ । ରାଜ୍ୟର ଋଣ ପରିମାଣ ୧ଲକ୍ଷ ୧ ହଜାର କୋଟି ଟଙ୍କ ଟପିବା ପରେ ଏହି ଲୋକଙ୍କ ଉପରେ ବି ବଢ଼ିଛି…
Read More...

ଗାଁ ସାଥୀ ରମେଶ ସିଂହ ହତ୍ୟା ରହସ୍ୟ ଗୁମର ଖୋଲିଲା; ଖଣ୍ଡଖଣ୍ଡ କରି ହାଣି ଫିଙ୍ଗିଥିଲେ ଶାଶୂ ଓ ଜ୍ବାଇଁ

- ହତ୍ୟାରେ ବ୍ୟବହୃତ ରକ୍ତଲଗା ଚାପଡ଼ ଜବତ -ମୃତକଙ୍କ ମୋବାଇଲ ଉଦ୍ଧାର ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ଆମ୍ବିଆନ୍ସ ହୋଟେଲ ପଛପଟେ ଥିବା ବିଲରୁ ଗାଁ ସାଥୀ ରମେଶ ସିଂଙ୍କ ଛିଣ୍ଡା ହାତ ଉଦ୍ଧାର ଘଟଣାର ପୁଲିସ…
Read More...

ସମ୍‍ ଅଲ୍ଟିମେଟ୍‍ ମେଡିକେୟାରରେ ଆରମ୍ଭ ହେଲା ଆରିଥ୍‍ମିଆ ଚିକିତ୍ସାର ସୁବିଧା

ଭୁବନେଶ୍ୱର, ଜାନୁଆରୀ ୧୯: ହୃଦ୍‍ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‍ମିଆ ର ଚିକିତ୍ସା ଏବେ ସମ୍‍ ଅଲଟିମେଡ କେୟାରରେ ଉପଲବ୍ଧ। ଓଡ଼ିଶାର ପ୍ରଥମ କର୍ପୋରେଟ୍‍ ହସ୍ପିଟାଲ୍‍ ଭାବେ ସମସ୍ତ ଅତ୍ୟାଧୁନିକ…
Read More...

ମିିଲର -ସରକାର ମେଣ୍ଟ; ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ:ବିଜେଡ଼ି

ଭୁବନେଶ୍ୱର: ରାଜ୍ୟ ସରକାର ମିଲର ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି। ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ ମିଲରମାନଙ୍କ ପାଇଁ ଓକିଲାତି କରୁଛନ୍ତି। ଉଷୁନା ଚାଉଳକୁ ଉତ୍ପାଦନ କଲେ ମିଲରମାନେ ଲାଭବାନ ହୁଅନ୍ତି। ଓଡିଶାର…
Read More...

୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ: ‘ବାବୁ’ମାନଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ…

ଚଳିତ ମାସ ୩୧ ତାରିଖ ସୁଦ୍ଧା ଅନଲାଇନରେ ସମ୍ପତ୍ତି ତାଲିକା ପଇଠ କରିବେ ‘ବାବୁ’ । ଯେଉଁ ‘ବାବୁ’ମାନେ ନିଜ ସମ୍ପତ୍ତି ତାଲିକା ନିର୍ଧାରିତ ସମୟ ମଧ୍ୟରେ ଦାଖଲ କରି ନ ପାରିବେ ସେମାନଙ୍କ ବିରୋଧରେ ଗ୍ରହଣ କରାଯିବ…
Read More...

ପିସିସି ସଭାପତିଙ୍କୁ ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ;ବିଜେପିକୁ ସୁରକ୍ଷା ଦେଉଛି ବିଜେଡ଼ି: କଂଗ୍ରେସ

ଭୁବନେଶ୍ୱର: ଗତକାଲି ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର କେନ୍ଦୁଝର ଯିବା ବେଳେ ରାତି ୮ଟାରେ କେନ୍ଦୁଝର ଟାଉନସ୍ଥିତ କାଶିପୁର ନିକଟରେ ୪ରୁ ୫ଜଣ  ପିସିସି ସଭାପତିଙ୍କ ଗାଡ଼ିକୁ ଓଭରଟେକ କରି ଆଗରେ ଗାଡ଼ି…
Read More...

ରାଜ୍ୟରେ ରେଳ ବିକାଶ: କେନ୍ଦ୍ର ନିକଟରେ ୭୨୦୦ କୋଟି ଟଙ୍କାର ଦାବି ରଖିଲା ଓଡ଼ିଶା

ଭୁବନେଶ୍ୱର : ବର୍ଷ ବର୍ଷ ଧରି ବହୁ ରେଳ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ଖୋର୍ଧା-ବଲାଙ୍ଗୀର ରେଳପଥ ପ୍ରାୟ ୨୫ ବର୍ଷହେଲା ନିର୍ମାଣ ଚାଲିଥିଲେ ବି ଶେଷ ହେଉନାହିଁ । ତାଳଚେର-ବିମଳାଗଡ଼ ରେଳପଥ ଅଧାପନ୍ତରିଆ ।…
Read More...

‘ଉଷୁନା’ ରାଜନୀତି: ମୁହାଁମୁହିଁ ବିଜେଡ଼ି-ବିଜେପି

କେନ୍ଦ୍ର ସରକାର ନେଉ ନାହାନ୍ତି ବଳକା ଉଷୁନା ଚାଉଳ: ବିଜେଡ଼ି ମିଲରଙ୍କ ପାଇଁ ବିଜେଡ଼ି ଓକିଲାତି କରିବା ଆରମ୍ଭ କରିଛି: ବିଜେପି ଭୁବନେଶ୍ବର: ଦିନ ଥିଲା, ଯେତେବେଳେ ଚାଉଳ ପାଇଁ ମୁହାଁମୁହିଁ ହୋଇଥିଲେ…
Read More...

ଡ଼ିଜିଟାଲ ଭାରତକୁ ଧକ୍କା; ରାଜ୍ୟର ୯୯୪୦ ଗାଁରେ ନାହିଁ ଇଣ୍ଟରନେଟ ସେବା

୪ ଜିଲାରେ ୮୦% ଛାତ୍ରଛାତ୍ରୀଙ୍କର ନାହିଁ ସ୍ମାର୍ଟ ଫୋନ ସହରାଞ୍ଚଳରେ ୮୩% କରୁଛନ୍ତି ଇଣ୍ଟରନେଟ ବ୍ୟବହାର ଗ୍ରାମାଞ୍ଚଳରେ ୨୮% ଲୋକଙ୍କ ନାହିଁ ଇଣ୍ଟରନେଟ ସଂଯୋଗ ଅଧାରୁ ଅଧିକ ଛାତ୍ରଛାତ୍ରୀ ପୂରଣ…
Read More...

ପୁଣି କାଳ ହେଲା ପିକ୍‌ନିକ୍‌,ଶଙ୍ଖ ନଦୀରେ ବୁଡ଼ି ଜଣେ ମୃତ

ଲାଠିକଟା: ପିକ୍‌ନିକ୍‌ କରିବାକୁ ଯାଇ ଗାଧୋଉଥିବାବେଳେ ଶଙ୍ଖନଦୀରେ ବୁଡ଼ି ଜଣକର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଜଣକୁ ଉଦ୍ଧାର କରାଯାଇ ପାରିଛି। ସୂଚନାଯୋଗ୍ୟ ଯେ ରାଉରକେଲାସ୍ଥିତ ମଧୁସୂଦନପାଲି ଏବଂ ରେଲୱେ କଲୋନୀ…
Read More...

ସୂଚନା ଅଧିକାର କର୍ମୀ ଖୋଲିଲେ ରହସ୍ୟ: ପରୀ ହତ୍ୟାକାଣ୍ଡ ତଦନ୍ତ ନିମନ୍ତେ ହାଇକୋର୍ଟ ମନିଟରିଂ ତଦନ୍ତ ଅନୁରୋଧକୁ…

ବଲାଙ୍ଗିର: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୁଣି ଥରେ ହାଇକୋର୍ଟଙ୍କ ଜନ ସୂଚନା ଅଧିକାରୀ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି। ହାଇକୋର୍ଟର ଜନ ସୂଚନା…
Read More...

ହାଇକୋର୍ଟଙ୍କ ନାଁ ନେଇ ଡିଜିପି ରାଜ୍ୟବାସୀଙ୍କୁ ମିଥ୍ୟା କହିବା ଗୁରୁତର ଅପରାଧ :ଲେଖାଶ୍ରୀ

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀ ହତ୍ୟାକାଣ୍ଡର ତଦନ୍ତ ସଂପୂର୍ଣ୍ଣଭାବେ ଦିଗହରା ହୋଇଛି। ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି କହି ରାଜ୍ୟସରକାର…
Read More...

ଓଡିଶାବାସୀ ହୃଦୟରେ ପ୍ରଧାନମନ୍ତ୍ରୀ ଶୀର୍ଷରେ; ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି

 ଓଡିଶାର ୯୧ ପ୍ରତିଶତ ଜନତା ମୋଦି ସରକାରଙ୍କ କାମରେ ଖୁସି ଅଛନ୍ତି  ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଶଂସା କଲା ବିଜେପି  ମୋଦିଙ୍କ ପୂର୍ବ ଭାରତର ବିକାଶର ରୋଡମ୍ୟାପ କେନ୍ଦ୍ରରେ ଓଡିଶା…
Read More...

ମୁଖ୍ୟମନ୍ତ୍ରୀ ଏକ ନମ୍ବର; ହେଲେ ପଛୁଆ ରାଜ୍ୟ ଭାବରେ ଓଡ଼ିଶା ବି ନମ୍ବର ଏକ: କଂଗ୍ରେସ

ଭୁବନେଶ୍ୱର: କୁହାଯାଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ । ଏ କଥାରେ କେତେ ସତ ଅଛି ତାହା ଅଲଗା କଥା, ମାତ୍ର ପଛୁଆ ରାଜ୍ୟ ଭାବରେ ଓଡ଼ିଶା ବି ଦେଶରେ ଏକ ନମ୍ବର ସ୍ଥାନରେ ରହିଛି…
Read More...

ଶାଲୁ ଜିନ୍ଦଲଙ୍କୁ ଇମ୍ପାକ୍ଟ ଲିଡର ପୁରସ୍କାର

ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା  ଶାଲୁ ଜିନ୍ଦଲଙ୍କୁ 'ଭାରତର ଶ୍ରେଷ୍ଠ ୧୦ ଇମ୍ପାକ୍ଟ ଲିଡର' ଭାବରେ ସମ୍ମାନିତ କରାଯାଇଛି। ଇଣ୍ଡିଆ ସିଏସଆର ନେଟୱାର୍କ ଦ୍ୱାରା  ଆୟୋଜିତ  'ଇଣ୍ଡିଆ ସିଏସଆର ନେତୃତ୍ୱ ସମ୍ମିଳନୀ -…
Read More...

୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର: ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ୪ର୍ଥ ଯୁବ ଲେଖକ ପୁରସ୍କାର ସମାରୋହ। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ହୋଟେଲେ ପାର୍କ ପ୍ରିମିୟମ ପରିସରରେ ଆୟୋଜିତ ଏହି…
Read More...

କାଳିଆ ଦର୍ଶନ ପାଇଁ ଆଉ ଲୋଡ଼ା ନାହିଁ କରୋନା ନେଗେଟିଭ୍ ରିପୋର୍ଟ

ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆଉ ଲୋଡ଼ା ହେବ ନାହିଁ କରୋନା ନେଗେଟିଭ୍ ରିପୋର୍ଟ । ଶ୍ରୀମନ୍ଦିରରେ ବିନା କୋଭିଡ଼ ରିପୋର୍ଟରେ ଆସନ୍ତା ୨୧ ତାରିଖଠାରୁ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ। ପୁରୀ…
Read More...

ସାକ୍ଷୀ ଦେଲେ ୧୪ ଜଣ; ନାବାଳକ ପୁତ୍ର ହନ୍ତା ପିିତାକୁ ଆଜୀବନ କାରାବାସ

ରାଉରକେଲା: ପୁତ୍ର ହତ୍ୟାକାରୀ ପିତାକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଅପରାଧୀ ପିତାଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ଜିଏସ୍‌ଟି ଚଢ଼ଉ ବେଳେ  ପଦାକୁ ଆସିଲା ଲୁଟ୍‌ ମାମଲା: ତେଲକୋଇ ଥାନାରେ ମାମଲା

ରାଉରକେଲା: ଦୁଇ ଦିନ ତଳେ ଜିଏସ୍‌ଟି ଠକେଇ ଅଭିଯୋଗରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ ବେଳେ ଲୁଟ୍‌ର ଘଟଣା ସୁରାକ ମିଳିଛି। ଲୁଟିଆ ଦଳ କେନ୍ଦୁଝର ଥାନା ଅନ୍ତର୍ଗତ ତେଲକୋଇ ଅଞ୍ଚଳରୁ ଦୁଇ ଟ୍ରକ ଖାଇବା ତେଲ ଲୁଟ୍‌ କରି…
Read More...

ବିବାଦରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ: କିଏ କରିଥିଲେ ଫୋନ? ମନ୍ତ୍ରୀ ନା ପିଅନ??

-ଭିଡ଼ିଓ ଭାଇରାଲ୍‌ ପରେ ଆଲୋଚନା ପରିସରରେ ପୂର୍ବତନ ମନ୍ତ୍ରୀ -ଜିଲାର ସ୍ୱାର୍ଥ ପରିପନ୍ଥୀ ପ୍ରସଙ୍ଗ ଆସିଲେ ମୁଁ ଗରମ ହୁଏ : ଜୁଏଲ୍‌ ରାଉରକେଲା: ଏକ ଭିଡ଼ିଓ ପ୍ରସଙ୍ଗକୁ ନେଇ ରୋଚକ ଆଲୋଚନା ପରିସରକୁ ଆସିଛନ୍ତି…
Read More...

ଦେଶରେ ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଓଡ଼ିଶାର ୯୧% ଲୋକ…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷସ୍ଥାନରେ ରହିଛନ୍ତି । ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ ଓ ସି- ଭୋଟର…
Read More...

ଭୁବନେଶ୍ବରର ୬ ସ୍ଥାନରେ ଦିଆଯିବ କୋଭାକ୍ସିନ; ଅନ୍ୟ ଜିଲାଗୁଡ଼ିକରେ କୋଭିସିଲ୍ଡ଼

ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଏହାର ଶୁଭାରମ୍ଭ କରିବେ । ସେହିପରି ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର ୬ଟି ସ୍ଥାନରେ ଦିଆଯିବ ଟିକା ।ଭୁବନେଶ୍ୱରରେ…
Read More...

ଟିକାକରଣର ଶୁଭାରମ୍ଭ ନିମନ୍ତେ ସମ ହସପିଟାଲରେ ପ୍ରସ୍ତୁତି; ଡ଼ାକ୍ତର ଅଶୋକ ମହାପାତ୍ର ନେବେ ପ୍ରଥମ କରୋନା ଟୀକା

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କୋଭିଡ୍‍-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍ରେ ପ୍ରସ୍ତୁତି…
Read More...

ଶନିବାରଠାରୁ କୋଭିଡ଼ ଟୀକାକରଣ, ରାଜ୍ୟ ସରକାର ଜାରି କଲେ ମାର୍ଗଦର୍ଶିକା

ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ । ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀରେ ମଧ୍ୟ ଆରମ୍ଭ ହେବ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସ  ଯୋଗେ ଏହାର ଶୁଭାରମ୍ଭ କରିବେ ।  ଏନେଇ …
Read More...

ଖାକି ବାବୁଙ୍କୁ ‘କଳା କାଚ’ ଡ଼ର!

ପୁଲିସ ବାବୁଙ୍କ ଘାରିଛି ‘କଳା କାଚ’ ଡ଼ର । ଏହି ଡ଼ର ଏତେ ପ୍ରବଳ ଯେ ସୁପ୍ରିମକୋର୍ଟ ଓ ସରକାରଙ୍କ ନିର୍ଦେଶକୁ ବି କାର୍ଯ୍ୟକାରୀ କରିବାକୁ ବାବୁମାନେ ଡ଼ରୁଛନ୍ତି ।   କଳା କାଚ ଲାଗିଥିବା ବଡ଼ବଡ଼ ଗାଡ଼ି ଚଢ଼ୁଥିବା…
Read More...

ପରୀ ଘଟଣାରେ ରାଜ୍ୟ ସରକାର ବିଧାନସଭାରେ ମିଛ କହି ଅକ୍ଷମଣୀୟ ଅପରାଧ କରିଛନ୍ତି: ବିଜେପି 

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀର ହତ୍ୟାକାଣ୍ଡର ତଦନ୍ତକୁ ନେଇ ରାଜ୍ୟସରକାର ହୀନ ରାଜନୀତି କରିଚାଲିଛନ୍ତି। ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି…
Read More...

ବିମାନ କମ୍ପାନୀର ଲୋଭନୀୟ ଅଫର: ବାପା-ମା’ଙ୍କ ସହ ୪ ପିଲାଙ୍କୁ ମାଗଣା ଯାତ୍ରା ସୁଯୋଗ, ସର୍ବନିମ୍ନ ଟିକେଟ ମୂଲ୍ୟ ୮୭୭…

ନୂଆଦିଲ୍ଲୀ:  କରୋନା ଭାଇରସ କାରଣରୁ ଖରାପ ଆର୍ଥିକ ଅବସ୍ଥାରେ ଥିବା ଏୟାରଲାଇନ୍ସ କମ୍ପାନୀଗୁଡିକ  ଧୀରେଧୀରେ କାରବାର ବଢ଼ାଇବାରେ ଲାଗିଛନ୍ତି । ଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରିଆତି…
Read More...

ଧୁମଧାମରେ ହେଲା କୁକୁର ବାହାଘର: ଡ଼ିଜେ ବଜାଇ ବାହାରିଲା ବର, ରାସ୍ତାରେ ନାଚିଲେ ୮୦୦ ବରଯାତ୍ରୀ

ଭୋପାଳ: ପୂର୍ବରୁ କୁକୁର ବାହାଘର ଖବର ଆସିଛି । ହେଲେ ଗୋଟିଏ କୁକୁର ବାହାହେବାକୁ ୮୦୦ ବରଯାତ୍ରୀଙ୍କୁ ନେଇ ଯିବା ଓ ବରଯାତ୍ରୀମାନେ ଡ଼ିଜେ ତାଳରେ ରାସ୍ତାରେ ନାଚିବା ଘଟଣା ପ୍ରାୟତଃ ବିରଳ । ଏହି ଖବର…
Read More...

ପାକିସ୍ତାନକୁ ବନ୍ଧୁ ମାଲେସିଆ ଦେଲା ବଡ଼ ଝଟକା: କୁଆଲାଲାମ୍ପୁରରେ ପାକିସ୍ତାନ ଏୟାର ଲାଇନ୍ସର ବୋଇଂ ବିମାନ ଜବତ

କାଙ୍ଗାଳ ଅବସ୍ଥା ଦେଇ ଦେଇ ଗତି କରୁଥିବା ପାକିସ୍ତାନକୁ ନିଜ ବନ୍ଧୁ ମାଲେସିଆ ଏକ ବଡ଼ ଝଟକା ଦେଇଛି ।  ମାଲେସିଆର ଅଧିକାରୀମାନେ ଶୁକ୍ରବାର ଦିନ କୁଆଲାଲମ୍ପୁର ବିମାନବନ୍ଦରରେ ପାକିସ୍ତାନ ଇଣ୍ଟରନ୍ୟାସନାଲ…
Read More...

 କୃଷି ଆଇନ୍‍ ଓ ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ;  ରାଜ୍ୟପାଳଙ୍କୁ ସ୍ମାରକପତ୍ର…

ଭୁବନେଶ୍ୱର: ପେଟ୍ରୋଲ ଡ଼ିଜେଲ ଦର ବୃଦ୍ଧିକୁ ବିରୋଧ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦଳ ପକ୍ଷରୁ ରାଜଭବନ ଘେରାଉ କରାଯିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…
Read More...

ଚୀନ ସ୍ମାର୍ଟ ଫୋନ ସାଓମିକୁ କଳା ତାଲିକାଭୁକ୍ତ କଲା ଆମେରିକା; ଚୀନା ସେନା ସହ ସମ୍ପର୍କ ଅଭିଯୋଗ

ନୂଆଦିଲ୍ଲୀ: ଚୀନ ସ୍ମାର୍ଟ ଫୋନ୍ ସାଓମିକୁ କଳାତାଲିକାଭୁକ୍ତ କରିଛି ଆମେରିକା । କମ୍ପାନୀର ଚୀନ ସେନା ସହ ସମ୍ପର୍କ ଥିବା ଓ ଗ୍ରାହକଙ୍କ ତଥ୍ୟ କମ୍ପାନୀ ଚୀନ ସେନାକୁ ହସ୍ତାନ୍ତର କରୁଥିବା ଅଭିଯୋଗ କରି ଆମେରିକା ଏହି…
Read More...

୧୮ ସମବାୟ ଶୀତଳଭଣ୍ଡାରରୁ ୧୪ ଅଚଳ; ୧୨ ଶୀତଳଭଣ୍ଡାର ଜମି ନିଜସ୍ବ ନୁହେଁ

ଭୁବନେଶ୍ବର: କେଇଦିନ ତଳେ ରାଜ୍ୟରେ ଆଳୁ କିଲୋ ୪୦ ଟଙ୍କା ଛୁଇଁଥିଲା, ପିଆଜ ପହଞ୍ଚିଥିଲା ୭୦ ଟଙ୍କାରେ । ଶୀତଳ ଭଣ୍ଡାର ଅଭାବରୁ ପିଆଜ ମିଶନ, ଆଳୁ ମିଶନରେ ଫିମ୍ପି ଲାଗିଗଲା । ହେଲେ ନୂଆ ଶୀତଳ ଭଣ୍ଡାର ନିର୍ମାଣ ତ ଦୂରର…
Read More...

ମନ୍ଦିରରେ ଦୀପ ଦେବା ବେଳେ ଶାଢ଼ୀରେ ଲାଗିଲା ନିଆଁ, ମହିଳା ଭକ୍ତ ଗୁରୁତର

ବୁର୍ଲା: ପବିତ୍ର ମକରସଂକ୍ରାନ୍ତି ଦିନ ଜଣେ ମହିଳା ମନ୍ଦିରରେ ଦୀପ ଦେବା ବେଳେ ନିଆଁରେ ପୋଡ଼ି ହୋଇ ଯାଇଛନ୍ତି ।  ଶ୍ରୀ ଜଗନ୍ନାଥ ମନ୍ଦିରକୁ ପୁଜାର୍ଚ୍ଚନା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଉକ୍ତ ବୃଦ୍ଧା…
Read More...

କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି। କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାରେ…
Read More...

କେନ୍ଦ୍ରୀୟ ଯୋଜନାର ଶ୍ରେୟ ନେବା ପାଇଁ ହୀନ ରାଜନୀତି କରୁଛନ୍ତି ରାଜ୍ୟ ସରକାର :ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି। ଏହି ଅବସରରେ ମୋତେ ବି ସେହି ସମାନ କାର୍ଯ୍ୟକ୍ରମକୁ ଡକାଯାଇଥିଲା। ହେଲେ ମୁଁ ଗଲି ନାହିଁ। କାରଣ ଯେଉଁଭଳି ଭାବରେ…
Read More...

ଡିସେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‌ରେ ସର୍ବାଗ୍ରେ ଜିଓ: ଟ୍ରାଇ

ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍ ସ୍ପିଡ୍ ତାଲିକାରେ ଚଳିତ ବର୍ଷ ଡିସେମ୍ବର ମାସରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି…
Read More...

ନିଗମ କଳ୍ପତରୁ ଆଶ୍ରମରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ସ୍ୱନକ୍ଷତ୍ର ଉତ୍ସବ ପାଳନ

ଭୁବନେଶ୍ୱର: ହଂସପାଳ ନିକଟସ୍ଥ ରୁଦ୍ର ବିହାର ଠାରେ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ୱନକ୍ଷତ୍ର ଉତ୍ସବ ସାଧୁ, ସନ୍ଥ, ବିଦ୍ୱାନ, ପଣ୍ଡିତମାନଙ୍କ ଗହଣରେ ମହା…
Read More...

ଅବିଶ୍ବାସୀ କିମ୍ ଜୋଙ୍ଗ ଉନ୍: ଭଉଣୀଙ୍କ ଠାରୁ ଅପସାରଣ କଲେ ଅନେକ ଗୁରୁ ଦାୟିତ୍ବ

ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ କାହାରିକୁ ବିଶ୍ବାସ କରନ୍ତି ନାହିଁ । କ୍ଷମତା ପାଇଁ ସେ ସବୁ କିଛି କରିପାରନ୍ତି । ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ କେହି ସାହସ କରିପାରନ୍ତି ନାହିଁ ।…
Read More...

ଡୁମେରଜୋର ଏସବିଆଇ ଶାଖାରୁ ୬ ଲକ୍ଷ ଟଙ୍କା ଲୁଟ୍‌; ଭୁଜାଲି ଆକ୍ରମଣରେ ମ୍ୟାନେଜର ଆହତ

କୁଆଁରମୁଣ୍ଡା : ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧିନସ୍ଥ ଡୁମେରଜୋର ଏସବିଆଇ ଶାଖାରୁ ଆଜି ଦୁଇଟି ବାଇକରେ ୪ଜଣ ଲୁଟିଆ ଆସି ବନ୍ଧୁକ ଓ ଭୁଜାଲି ସାହାଯ୍ୟରେ ୬ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।…
Read More...

ମା’କୁ ଅପମାନ ସହି ପାରିଲା ନାହିଁ ପୁଅ; କୁରାଢ଼ିରେ ହାଣି ନେଲା ବାପାର ପ୍ରାଣ

ଝାରସୁଗୁଡ଼ା: ମା’ ପ୍ରତି ଅପମାନର ପ୍ରତିଶୋଧ ନେବାକୁ ଜଣେ ପୁଅ ନିଜ ବାପାଙ୍କୁ କଟୁରୀରେ ହାଣି ହତ୍ୟା କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାଘଟିଛି ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ହରିଜନପଡ଼ାରେ ।…
Read More...

ସାରା ବିଶ୍ବରେ ଜାପାନୀ ପାସପୋର୍ଟ ସବୁଠୁ ଶକ୍ତିଶାଳୀ, ଜାଣିଛନ୍ତି କି ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ବିଦେଶ ଭ୍ରମଣ ପାଇଁ ପାସପୋର୍ଟ ଏକ ଜରୁରୀ ଦସ୍ତାବିଜ୍ । ଏହି ଦସ୍ତାବିଜ୍ ଭିନ୍ନ କେହି କୌଣସି ଦେଶ ବୁଲିବାକୁ ଯାଇପାରିବେ ନାହିଁ । ମାତ୍ର ଏଥିରେ ବି ରହିଛି ରାଙ୍କିଂ । ବିଭିନ୍ନ ଦେଶର…
Read More...

ବୈଜ୍ଞାନିକ, ବୈଷୟିକ ସହଯୋଗ ନିମନ୍ତେ ଭାରତ-ସଂଯୁକ୍ତ ଆରବ ଏମିରେଟ୍ସ ବୁଝାମଣା

ନୂଆଦିଲ୍ଲୀ: ଏଣିକି ୟୁଏଇର ଜାତୀୟ ପାଣିପାଗ କେନ୍ଦ୍ର ଏବଂ ଭାରତର ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟରେ ବୈଷୟିକ ସହଯୋଗ ପ୍ରତିଷ୍ଠା ହେବ। ଉଭୟ ଦେଶ ପରସ୍ପରକୁ ପାଣିପାଗ, ଭୂକମ୍ପନ, ସାମୁଦ୍ରିକ ସେବା, ରେଡାର, ଉପଗ୍ରହ,…
Read More...

ଶକ୍ତିଶାଳୀ ହେବ ବାୟୁ ସେନା: ବିମାନ ବାହିନୀ ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସରୁ କିଣାଯିବ ୮୩ ଲଢ଼ୁଆ ‘ତେଜସ’

ନୂଆଦିଲ୍ଲୀ: ଭାରତ ସରକାର କ୍ରମାଗତ ଭାବରେ ସେନାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନେଉଛନ୍ତି । ଫ୍ରାନ୍ସରୁ  ରାଫେଲ ଯୁଦ୍ଧ ବିମାନ ଆମଦାନୀ ପରେ   ଭାରତୀୟ ବାୟୁସେନା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ବା…
Read More...

ସ୍ବାମୀଙ୍କ ବେକରେ କୁକୁର ବେଲ୍ଟ ବାନ୍ଧି ବୁଲାଉଥିଲେ ମହିଳା, ପୁଲିସ କଲା ୨ ଲକ୍ଷ ଟଙ୍କା ଜୋରିମାନା

କରୋନା କର୍ଫ୍ୟୁ ବେଳେ ବାହାରେ ବୁଲିବାକୁ ଫନ୍ଦି ସାରା ଦୁନିଆ ଏବେ କରୋନା ସହ ଲଢ଼ୁଛି । ନୂଆ ବର୍ଷ ଆସିବା ପରେ ଅନେକ ଲୋକ ଭାବୁଛନ୍ତି କରୋନା ଶେଷ ହୋଇ ଯାଇଛି । ମାତ୍ର ବାସ୍ତବ କଥା ହେଲା ଏବେ ବି କରୋନା…
Read More...

ବଜାଜ ଫାଇନାନ୍ସ ଆରମ୍ଭ କଲା ସ୍ଥାୟୀ ସଞ୍ଚୟ ଯୋଜନା; ସୁଧ ହାର ଆକର୍ଷଣୀୟ

ଭୁବନେଶ୍ୱର : ୨୦୨୦ରେ ୪.୨% ର ହ୍ରାସ ସହିତ, ବିଶ୍ୱ ଜିଡିପି ୨୦୨୧ରେ ଏକ ଆଶାର କିରଣ ପ୍ରଦାନ କରିଛି। ଆଗାମୀ ଆର୍ଥିକ ବର୍ଷରେ ଏହା ୪.୬% ବୃଦ୍ଧି ହେବାର ଆଶା କରାଯାଉଛି। ତେଣୁ, ଏହି ନବ ବର୍ଷରେ ଏକ ନୂତନ ଆରମ୍ଭ କରିବା…
Read More...

ମନି ଲଣ୍ଡରିଂ ମାମଲା: ପୂର୍ବତନ ତୃଣମୂଳ ସାଂସଦଙ୍କୁ ଗିରଫ କଲା ପ୍ରବର୍ତନ ନିର୍ଦେଶାଳୟ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ପୂର୍ବ ରାଜ୍ୟସଭା ସାଂସଦ କେ.ଡ଼ି.ସିଂହଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ସୂଚନା ଅନୁସାରେ…
Read More...

ଇୟେ ହେଉଛି ପୃଥିବୀର ଏକମାତ୍ର ସହର; ଯେଉଁଠି ୭୦ ବର୍ଷ ହେଲା କେହି ମରିନାହାନ୍ତି

ଗୋଟିଏ ସହର ଥିବ । ସେଠି ଲୋକମାନେ ରହୁଥିବେ । ସେମାନଙ୍କର ବିବାହ ହେଉଥିବ, ପିଲା ଜନ୍ମ ହେଉଥିବେ । ଅନ୍ୟ ସହର ପରି ଏହି ସହରରେ ଲୋକମାନେ ପାଠ ପଢ଼ୁଥିବେ । ରାନ୍ଧୁଥିବେ, ଖାଉଥିବେ, କାମ କରୁଥିବେ । ମାତ୍ର ଏହି ସହରରେ…
Read More...

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଓ ଝାରସୁଗୁଡ଼ା ସହରରେ ଆଜି ଥିଲା ଉତ୍ସବର ଦିନ, ଅନେକ ଦାବି ଓ ଅନେକ ଦିନର ପ୍ରତୀକ୍ଷା ପରେ ଆଜି ଏହି ବିମାନବନ୍ଦରରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ଆଇଟି ରାଜଧାନୀ…
Read More...

ପରୀ ହତ୍ୟାକାଣ୍ଡ ତଦନ୍ତ: ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କୁ ସମୟ ମାଗିଲା ଏସଆଇଟି

ବହୁଚର୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ଷ୍ଟାଟସ ରିପୋର୍ଟ ଦାଖଲ କରିପାରିନାହିଁ ଏସଆଇଟି । ହାଇକୋର୍ଟ ନୟାଗଡ଼ ଯଦୁପୁରର ପରୀ ହତ୍ୟାକାଣ୍ଡର ଷ୍ଟାଟସ ରିପୋର୍ଟ ଦାଖଲ ନିମନ୍ତେ ଏସଆଇଟିକୁ ନିର୍ଦେଶ ଦେଇଥିଲେ ଓ ଆଜି ଏଥିପାଇଁ…
Read More...

ଆନ୍ତର୍ଜାତିକ ପର୍ଯ୍ୟଟନକ୍ଷେତ୍ର ହେବ କୋଣାର୍କ- ଚନ୍ଦ୍ରଭାଗା ଓ ତାଳସାରୀ-ଉଦୟପୁର ବେଳାଭୂମି

ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ -ଉଦୟପୁର ବେଳାଭୂମିର ଭିତ୍ତିଭୂମିର ବିକାଶ କରିବା ସହ ଏଗୁଡ଼ିକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରଭାବେ ବିକଶିତ କରିବାକୁ ରାଜ୍ୟ ସରକାର ଆରମ୍ଭ…
Read More...

ଉଠା ଜଳସେଚନ  କାର୍ଯ୍ୟ ସମୀକ୍ଷା ଲାଗି ବରଗଡ଼ରେ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ

ଭୁବନେଶ୍ୱର : ଉଠା ଜଳସେଚନ କାର୍ଯ୍ୟ ସମୀକ୍ଷା ଲାଗି ବରଗଡ଼ରେ ପହଞ୍ଚିଛନ୍ତି ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ୪ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତ ଅବସରରେ ଶ୍ରୀ ପତ୍ରୀ ବିଜେପୁର ନିର୍ବାଚନମଣ୍ଡଳୀର ବରମୁଣ୍ଡା ଗ୍ରାମ ଠାରେ…
Read More...

ହୀରାକୁଦ ଜଳଭଣ୍ଡାରରେ ସାଇବେରିଆ, ମଙ୍ଗୋଲିଆ, ଇରାନ ପକ୍ଷୀ ; ମୋଟ ୧ ଲକ୍ଷ ୨୪ ହଜାର ୮୬୪ ଚଢ଼େଇ ମଧ୍ୟରୁ ବିଦେଶରୁ…

ବୁର୍ଲା/ହୀରାକୁଦ: ଚଳିତ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରରେ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀଙ୍କ ଉପସ୍ଥିତି ଜଣାପଡ଼ିଛି। ଏଥିରେ ୪୭ ପ୍ରଜାତିର ୨୧ ହଜାର ୭୪୭ ସଂଖ୍ୟକ ବିଦେଶୀ ପକ୍ଷୀ ଅଛନ୍ତି ବୋଲି ସମ୍ବଲପୁର…
Read More...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: ଚିଠି ଡିସିପିଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ  

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହତ୍ୟା ଧମକ ସଂକ୍ରାନ୍ତ ବେନାମୀ ଚିଠି ହସ୍ତଗତ ହେବା ପରେ କମିସନରେଟ  ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।  ନବୀନ ନିବାସରେ…
Read More...

ହିମାଂଶୁ ଲାଲ ଜେଲ ବିଭାଗର ଆଇଜି ନିଯୁକ୍ତ; ବିଜୟ ଶର୍ମା କଟକ ପ୍ରିଣ୍ଟିଂ ପ୍ରେସ ନିର୍ଦେଶକ

ରାଜ୍ୟ ସରକାର ଶୁକ୍ରବାର ଆଇପିଏସସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ହିମାଂଶୁ ଲାଲଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ସହିତ ଜେଲ ବିଭାଗରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।  ସେହିପରି …
Read More...

ମାହାଙ୍ଗା କୁଳମଣି ବରାଳ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଡିଜିପିି ଅଫିସ ଘେରାଉ କଲା ବିଜେପି

କଟକ/ଭୁବନେଶ୍ୱର : ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ…
Read More...

ତେଜିଲା ମାହାଙ୍ଗା ରାଜନୀତି: ମୃତ କୁଳମଣି ଓ ଦିବ୍ୟସିଂହଙ୍କ ଘରେ ପିସିସି ପ୍ରତିନିଧିଦଳ

https://youtu.be/MHWGd9dnjcM ଭୁବନେଶ୍ୱର: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ଏବେ ନୂଆ ମୋଡ଼ । ଗତ କିଛିଦିନ ହେଲା ବିଜେପି ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ହାଇଜାକ କରି ନେଇ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ…
Read More...

ନକଲି ଚେକରେ ୨.୮୭କୋଟି ଠକିନେଲେ ଠିକାଦାର, ଅଭିଯୁକ୍ତଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ବର: ଏକ ନକଲି ଚେକ୍‌ ମାଧ୍ୟମରେ ୨.୮୭କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣେ ଠିକାଦାର ଓ ତାଙ୍କ ନାଁ ହେଲା …
Read More...

ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡିଆ ଷ୍ଟ୍ରାଟେଜି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି  ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ଛାତ୍ର କଂଗ୍ରେସର ସୋସିଆଲ ମିଡିଆ ବିଭାଗର ଏକ ଷ୍ଟ୍ରାଟେଜି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…
Read More...

ବିଏମସି ୧୦ରୁ ୧୫ ଗୁଣା ସମ୍ପତ୍ତି କର ବୃଦ୍ଧିକୁ କଂଗ୍ରେସର ବିରୋଧ, ମହାନଗର ଅଞ୍ଚଳରେ ଆନ୍ଦୋଳନ ଧମକ

ଭୁବନେଶ୍ୱର: ରାଜଧାନୀର ଘର ମାଲିକମାନଙ୍କଠାରୁ ସମ୍ପତ୍ତି କର ୧୦ରୁ ୧୫ ଗୁଣ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁଗୋ, ବିଧାୟକ ସୁରେଶ ରାଉତ ରାୟ ଏକ ସାମ୍ବାଦିକ…
Read More...

୨୬ ହଜାର କୋଟି ଟଙ୍କା ବ୍ୟୟରେ ୮ ପ୍ରକଳ୍ପର ସମୀକ୍ଷା କଲା କ୍ୟାବିନେଟ କମିଟି; ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ

ଭୁବନେଶ୍ୱର: ରାଜ୍ୟରେ ୮ଟି ବୃହତ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ଇନଭେଷ୍ଟମେଣ୍ଟ  (ସିସିଆଇ) । କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଏକ…
Read More...

୭.୫%ରୁ ୩୦% ପର୍ଯ୍ୟନ୍ତ କମିପାରେ ଘରୋଇ ସ୍କୁଲ ଫି’: କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ…

କରୋନା ସମୟରେ ଶିକ୍ଷାଦାନ ବ୍ୟାହତ ପ୍ରସଙ୍ଗରେ ଘରୋଇ ସ୍କୁଲର  ଫି ହ୍ରାସକୁ ନେଇ ଚାଲିଛି ବିତର୍କ । ଅଭିଭାବକ ଫି ହ୍ରାସ ପାଇଁ ଦାବି କରୁଥିବାବେଳେ ସ୍କୁଲଗୁଡ଼ିକ ଟଙ୍କାଟିଏ ବି ଫି କମାଇବାକୁ ନାରାଜ । ଏହି ପ୍ରସଙ୍ଗ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର! ବେନାମୀ ଚିଠିକୁ ନେଇ ହଇଚଇ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବେନାମୀ ଚିଠି । ହେଲେ ଏହି ଚିଠିର ବିଷୟବସ୍ତୁ ଅତ୍ୟନ୍ତ ମାରାତ୍ମକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଉଥିବାକୁ ନେଇ ଏଥିରେ ଦିଆଯାଉଛି ସୂଚନା । କେବଳ ସେତିକି ନୁହେଁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ; ଓଏମସିକୁ ୨ଟି ଓ ଓଏମଇସିକୁ ମିଳିବ…

ଭୁବନେଶ୍ବର:  କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ  ରାଜ୍ୟର ବିଭିନ୍ନ ଖଣିଜ ପଦାର୍ଥର ନିଲାମ  ଏବଂ ଓଡିଶାରେ ଖଣି ଖନନ…
Read More...

ନିଜ ଅନ୍ତିମ ସଂସ୍କାର ନିମନ୍ତେ ଲୋଡ଼ାପଡ଼ିଲା ଟଙ୍କା; ବ୍ୟାଙ୍କରେ ପହଞ୍ଚିଲା ଶବ

ଜମା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଆନ୍ତି ଜମାକାରୀ । ମାତ୍ର ନିଜ ଅନ୍ତିମ ସଂସ୍କାର ନିମନ୍ତେ ଟଙ୍କା ଲାଗି ଜଣେ ମୃତବ୍ୟକ୍ତି କେମିତି ବ୍ୟାଙ୍କ ଯାଇପାରିବେ ? ମାତ୍ର ଅବିଶ୍ବାସ ହେଉଥିଲେ ହେଁ ଘଟଣାଟି ସତ । ମୃତ…
Read More...

ମାହାଙ୍ଗା ଡ଼ବଲ ମର୍ଡ଼ର ମାମଲା: ବିଜେପି ପ୍ରଭାରୀଙ୍କୁ ଜବାବ ଦେଲେ ବିଜେଡ଼ି ସାଂସଦ

ଅପରାଧୀ ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି: ବିଜେଡି ଭୁବନେଶ୍ୱର: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ବିଜେପି ରାଜ୍ୟ ପ୍ରଭାରୀ ଡ଼ି.ପୁରନ୍ଦେଶ୍ବରୀଙ୍କ ଅଭିଯୋଗର କଡ଼ା ଜବା ରଖିଛି ବିଜେଡ଼ି । ଦଳର ସାଂସଦ ତଥା…
Read More...

ଗାନ୍ଧୀମାର୍ଗରେ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ରାଜ୍ୟପାଳ ମୁଖ୍ୟ ଅତିଥି, ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି

ଭୁବନେଶ୍ୱର: କୋଭିଡ଼ ପରିସ୍ଥିତି ଯୋଗୁଁ ଚଳିତ ବର୍ଷ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମକୁ ସୀମିତ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।  ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର…
Read More...

ଅନ୍ଧାରୀମୂଲକର ଅଭିଶପ୍ତ ଗାଁ ବାନ୍ଦିଗାଡୁ : ଭତ୍ତା,ଚାଉଳ ପାଇଁ ଚାଲିବାକୁ ପଡେ ଦୁଇଦିନ

ହରଭଙ୍ଗା: ବୌଦ୍ଧ ଜିଲା ଗଠନକୁ ପୂରିଗଲାଣି ୨୭ ବର୍ଷ। ଜିଲା ଗଠନ ପରେ ଏହାର ବିକାଶ ମାନଚିତ୍ରରେ ଅନେକ ପରିବର୍ତ୍ତନ ଘଟିଛି; ମାତ୍ର ବଦଳିପାରିନି ଅପହଞ୍ଚ ଇଲାକାର ବସବାସ କରୁଥିବା ଅବହେଳିତ ଆଦିମ ଅଧିବାସୀଙ୍କ ଜୀବନ।…
Read More...

ମୋଦି ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ବିଜେପି କାର୍ଯ୍ୟକର୍ତାଙ୍କ ଦାୟିତ୍ୱ: ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ୱର: ଓଡିଶାକୁ ମୋଦି ସରକାର ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ। ମୋଦି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା…
Read More...

୨୫ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ହେବ ଭାରତ ବାୟୋଟେକ୍ କୋଭିଡ଼ ଟୀକା କୋଭାକ୍ସିନ

ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଗୁରୁବାର ଦିନ ଏହାର ସ୍ୱଦେଶୀ ଉତ୍ପାଦିତ COVID-19 ଟିକା 'କୋଭାକ୍ସିନ'ର ପର୍ଯ୍ୟାୟ -3 କ୍ଲିନିକାଲ ପରୀକ୍ଷା  ପାଇଁ ପ୍ରସ୍ତୁତ ହୋଇଛି । ଏଥିପାଇଁ ୨୫ ହଜାର ସ୍ବେଚ୍ଛାସେବୀଙ୍କ…
Read More...

ଆରଏସପି ଦୁର୍ଘଟଣା: କାହା ତ୍ରୁଟି ଯୋଗୁଁ ଚାଲିଗଲା ଚାରି ଜୀବନ? କିଏ ଦେବ ଉତ୍ତର ??

ରାଉରକେଲାସ୍ଥିତ ଇସ୍ପାତ କାରଖାନାରେ ଦୁର୍ଘଟଣାରେ ଆଜି ଯାଇଛି ୪ ଜୀବନ । ତେବେ କେମିତି ଓ କାହିଁକି ହେଲା ଗ୍ୟାସ ଲିକ୍ ଆସନ୍ତୁ ଜାଣିବା ସୂଚନା ମୁତାବକ, ସିସିଡିର ସାଇଟ୍‌-ଏରେ ରକ୍ଷଣାବେକ୍ଷଣ କାମ ସକାଶେ ହୋଇଥିବା…
Read More...

ଆରଏସ୍‌ପି ଗ୍ୟାସ ଲିକ୍: ମୃତ ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପରେ…

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆରଏସ୍‌ପି) ଭିତରେ ଥିବା କୋଲ କେମିକାଲ ବିଭାଗ (ସିସିଡି)ର ଗ୍ୟାସ୍‌ ମିକ୍ସିଂ ଟ୍ୟାଙ୍କ ଏରିଆ (ସାଇଟ୍‌-ଏ)ଗ୍ୟାସ୍‌ ଲାଇନର ରକ୍ଷଣାବେକ୍ଷଣ କାଳରେ ଗ୍ୟାସ ଲିକ୍‌ ହେବାରୁ ୪ଜଣ…
Read More...

୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଆରମ୍ଭ କଲା ପ୍ରସ୍ତୁତି: ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ…

ଚଳିତ ବର୍ଷ ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଅଧ୍ୟ୪ା ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ନିର୍ବାଚନ ପରିଚାଳନା, ସମନ୍ବୟ ରକ୍ଷା ନିମନ୍ତେ ରୂପେଶ ବାଘେଲ, ମୁକୁଲ ୱାସନିକ,…
Read More...

ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପର ସମୀକ୍ଷା ବୈଠକ:ହିତାଧିକାରୀଙ୍କ ମନୋନୟନ ଓ ପ୍ରୋତ୍ସାହନ ଦେବାକୁ…

ଭୁବନେଶ୍ୱର: କୃଷି ପୋଖରୀ ଖନନକୁ ପ୍ରାଥମିକତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମୃତ୍ତିକା ସଂରକ୍ଷଣ ଓ ଉପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ…
Read More...

ଚୀନର ଯୁଦ୍ଧ ପ୍ରସ୍ତୁତି: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ…

ସୀମାନ୍ତରେ ଚୀନ-ଭାରତ ଉତ୍ତେଜନା ହ୍ରାସ କରିବାକୁ ବାରମ୍ବାର ଆଲୋଚନା ହେଉଛି, ମାତ୍ର ଏହାର କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ପ୍ରବଳ ଥଣ୍ଡା ଓ ବିଯୁକ୍ତ ୧୦ରୁ ୧୫ ଡ଼ିଗ୍ରୀ ଶୀତଳତାରେ ଭାରତୀୟ ସେନା ସୀମାନ୍ତରେ…
Read More...

୪୧ ଦେଶକୁ ବ୍ୟାପିଲାଣି କରୋନାର ନୂତନ ଭୂତାଣୁ; ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦେଲା ଏମିତି ଚେତାବନୀ

ଲଣ୍ଡନ:  ଆପଣ ମଧ୍ୟ ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ଏହି ଖବର ପଢ଼ିବା ପରେ ଆପଣ ହୁଏତ ଆପଣଙ୍କ ଗସ୍ତ ବାତିଲ କରିପାରନ୍ତି । ଏଇଥିପାଇଁ ଯେ ବ୍ରିଟେନରେ ଦେଖା…
Read More...

୬୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ; ସୃଷ୍ଟି ହେବ ୪୬୩୧ ନିଯୁକ୍ତି ସୁଯୋଗ 

ଭୁବନେଶ୍ବର :  ସିମେଣ୍ଟ, ଲୌହ ଓ ରିଫାଇନାରୀ କ୍ଷେତ୍ରରେ ୬୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୪୬୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ…
Read More...

ମାହାଙ୍ଗା କୁଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାଜ୍ୟର ସମସ୍ତ ଜିଲ୍ଲା ଏସପି କାର୍ଯ୍ୟାଳୟ ଘେରାଉ କଲା…

ଭୁବନେଶ୍ୱର: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ…
Read More...

ରାଜ୍ୟରେ ସଂଗ୍ରହ ହେଲାଣି ୨୬.୪୮ ଲକ୍ଷ ଟନ୍ ଧାନ; ଗତବର୍ଷଠାରୁ ୨୪% ଅଧିକ

ଭୁବନେଶ୍ୱର :  ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ୪୭୪ ‌ ଟନ୍‌ ଧାନସଂଗ୍ରହ କରାଯାଇଛି । ଏହା ଗତବର୍ଷ ଏହି ସମୟରେ ସଂଗୃହୀତ…
Read More...

କୃଷି ଆଇନ ପ୍ରତ୍ୟାହାର ଦାବିରେ  ଜାନୁଆରୀ ୮ ରୁ କିଷାନ କଂଗ୍ରେସର ପ୍ରତିବାଦ ଓ ଧାରଣା 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଧ୍ୱଂସକାରୀ ତିନୋଟି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଆଜକୁ ୪୨ ଦିନ ହେଲା ଲକ୍ଷ ଲକ୍ଷ କୃଷକ ଖୋଲା ଆକାଶ ତଳେ ଶୀତ କାକରରେ ବସିଥିବା ବେଳେ ଏଥିରେ ୫୫ ରୁ ଅଧିକ କୃଷକଙ୍କ ଜୀବନ…
Read More...

 କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାରଙ୍କ  କୃଷି ନୀତିର ପ୍ରତିବାଦରେ ଦେଶ ତମାମ ସାଧାରଣ ଲୋକେ ଅନ୍ନଦାତା କୃଷକମାନଙ୍କୁ ସମର୍ଥନ ଜଣାଇ ଆନ୍ଦୋଳନ କରୁଥିଲାବେଳେ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ…
Read More...

ରାଜ୍ୟର ସଂପତିକୁ ଟାଟା କମ୍ପାନୀ ହାତରେ ଟେକିଦେବା ଉଦ୍ୟମରୁ ରାଜ୍ୟ ବିଦ୍ୟୁତ୍‍ ନିୟାମକ ଆୟୋଗ ବିରତ ରୁହନ୍ତୁ –…

ଭୁବନେଶ୍ୱର: ରାଜ୍ୟରେ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓ.ଇ.ଆର.ସି.) ସମସ୍ତ ନୀତି ନିୟମକୁ ଉଲ୍ଲଘନ କରି ସେସୁ, ସାଉଥ୍‍କୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା…
Read More...

ଟୀକାକରଣ ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ: ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

https://youtu.be/gt8eboaobuw ଭୁବନେଶ୍ବର:  ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ…
Read More...

ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ : ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି। ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି। ଗତ…
Read More...

ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବଢ଼ାଇବା ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ସ୍ଥାନୀୟ ଆବଶ୍ୟକତା ଓ ସମ୍ବଳ ଅନୁଯାୟୀ ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଭୁବନେଶ୍ୱର: ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର…
Read More...

ମାହାଙ୍ଗା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡ଼ିର ପାଲଟା ମାଡ଼: ଶସ୍ତା ରାଜନୀତି କରୁଛି ବିଜେପି

ଭୁବନେଶ୍ୱର: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି । ବିଭିନ୍ନସ୍ଥାନରେ ବିକ୍ଷୋଭ ସହ ଥାନା ଘେରାଉ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ପ୍ରତିପକ୍ଷ ବିଜେପି ଉପରେ…
Read More...

୫୯ ଲକ୍ଷ ୨୨ ହଜାର ସରକାରୀ ଅର୍ଥ ଆତ୍ମସାତ୍‍: ୩ ବ୍ୟାଙ୍କ ଅଧିକାରୀ, ଲ୍ୟାମ୍ପସ ଏମ୍‍ଡି, ପଞ୍ଚାୟତ ପିଇଓଙ୍କ ବିରୋଧରେ…

ରାଉରକେଲା: ୫୯ ଲକ୍ଷ ୨୨ ହଜାର ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ୩ ଜଣ ବ୍ୟାଙ୍କ ଅଧିକାରୀ, ଜଣେ ଲ୍ୟାମ୍ପସ ଏମ୍‍ଡି ଓ ଜଣେ ପଞ୍ଚାୟତ ପିଇଓ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି। ଭିଜିଲାନ୍ସ ଏହି ଦୁର୍ନୀତିଗ୍ରସ୍ତ…
Read More...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା: କଟକ ଜିଲ୍ଲା ଓ କଟକ ନଗର ଯୁବ କଂଗ୍ରେସ କମିଟି ପକ୍ଷରୁ ପୁଲିସ ମୁଖ୍ୟାଳୟ ଘେରାଉ

କଟକ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି  ଆଜି କଟକ ଜିଲ୍ଲା ଯୁବ କଂଗ୍ରେସ ଓ କଟକ ନଗର ଯୁବ କଂଗ୍ରେସ କମିଟି ଆହ୍ଵାନ କ୍ରମେ ସ୍ଥାନୀୟ ଗୌରୀ ଶଙ୍କର ପାର୍କ ଠାରେ ଏକ ପ୍ରତିବାଦ ସଭା ସହ…
Read More...

ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଓ ଏତଲା

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଭୁବନେଶ୍ୱର ତରଫରୁ ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ୟ୍ୟ ଙ୍କ ନେତୃତ୍ୱରେ ଆଜି ବିଜେପି ବରିଷ୍ଠ ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା …
Read More...

ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ‘ଫାୟାର ପାର୍କ’: ସର୍ବସାଧାରଣଙ୍କ ଲାଗି ସବୁ ଶନିବାର ଦୁଇ ଘଣ୍ଟା ଖୋଲା ରହିବ

ଭରଚ୍ୟୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଅଗ୍ନିଶମ ସେବା- ‘ଫାୟାର ପାର୍କ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ଫାୟାର ପାର୍କ” ର ଉଦଘାଟନ କରି ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଓଡ଼ିଶା ଅଗ୍ନିଶମ ସେବାର…
Read More...

କହୁଥିବା କଥା ଖବର ହୋଇ ଛପାଯାଉଛି; ତେଣୁ ଲୋକ ଅପ୍ରାସଙ୍ଗିକ କଥା କହୁଛନ୍ତି: ନୀତିଶ କୁମାର

ଗତ କିଛିଦିନ ହେଲା ବିହାର ରାଜନୀତି ପ୍ରସଙ୍ଗକୁ ନେଇ ଚାଲିଛି ବିବାଦ-ବିସମ୍ବାଦ । ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ସମାଲୋଚନା କରୁଥିବାବେଳେ ଆରଜେଡ଼ିର ଜଣେ ନେତା…
Read More...

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରସ୍ତାବିତ ଭାରତ ଗସ୍ତ ବାତିଲ; ନୂତନ କରୋନା ଷ୍ଟ୍ରେନ୍ ଯୋଗୁଁ ଏହି…

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ଥିଲା । ମାତ୍ର ବ୍ରିଟେନରେକରୋନାଙ୍କ ନୂଆ…
Read More...

ଦଶମ ପାସ ପିଲାଙ୍କ ପାଇଁ ବାହାରିଲା ରେଳବାଇ ପଦ: ହେବ ନାହିଁ ପରୀକ୍ଷା, କେବଳ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଯୁକ୍ତି

ଦକ୍ଷିଣ ପଶ୍ଚିମ ରେଳବାଇ ନିଯୁକ୍ତି ଦେବ ୧୦୦୪ ଆପ୍ରେଣ୍ଟିସ ପଦ । ଏଥିପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଆସନ୍ତା ଜାନୁଆରୀ ୯ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ଦକ୍ଷିଣ ପଶ୍ଚିମ ରେଳବାଇର…
Read More...

ଝିଅ ଜନ୍ମରେ ଖୁସି: ଦିନଟିଏ ସବୁ ଗ୍ରାହକଙ୍କ ବାଳ ମାଗଣାରେ କାଟିଲେ ସେଲୁନ ମାଲିକ

ଗ୍ବାଲିୟର: ପୁଅ ଜନ୍ମ ହେଲେ ଅନେକ ଖୁସି ହୁଅନ୍ତି । ଝିଅ ଜନ୍ମ ହେଲେ କିଛି ଲୋକ ଖୁସି ହୁଅନ୍ତି, କିଛି ଦୁଃଖୀ ହୁଅନ୍ତି । ହେଲେ ମଧ୍ୟପ୍ରଦେଶର ଗ୍ବାଲିୟରର ଜଣେ ସେଲୁନ ମାଲିକଙ୍କ ପତ୍ନୀ ଏକ ଝିଅକୁ ଜନ୍ମ ଦେବା ପରେ…
Read More...

କୁଳମଣି ଏବଂ ତାଙ୍କ ସହଯୋଗୀଙ୍କ ହତ୍ୟା ହେଉଛି ରାଜନୈତିକ ଅସହିଷ୍ଣୁତାର ସଦ୍ୟତମ ଉଦାହରଣ: ବୈଜୟନ୍ତ 

ଭୁବନେଶ୍ବର- ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…
Read More...