ପାଖଉଛି ନିର୍ବାଚନ – ବୟାନରେ ପରସ୍ପରକୁ ଆକ୍ରମଣ

ସମ୍ବଲପୁର: ଚଳିତ ବର୍ଷର ସାଧାରଣ ଓ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଗୁଡିକ ଆରମ୍ଭ ହୋଇ ସାରିଥିବା ବେଳେ ପଶ୍ଚିମ ଓଡିଶାର ପ୍ରମୁଖ ଆସନ ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ପାଇଁ ଇତି ମଧ୍ୟରେ ବିଜେପି ଓ…
Read More...

ରଣେନ୍ଦ୍ର ଓ ଅଭୟଙ୍କ ସହ ଲଢିବେ କଂଗ୍ରେସରୁ ମେହବୁବ

ଆଠଗଡ- ଆଠଗଡ ନିର୍ବାଚନ ମଣ୍ଡଳିରେ ବହୁ ପୂର୍ବରୁ ବିଜେଡି ଓ ବିଜେପି ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଏବେ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡିରୁ ୭ଥର ଏଠାରେ ବିଜୟୀ ହୋଇ…
Read More...

ୟୁପିଏସିରେ ୪୦୯ ରାଙ୍କ୍‌ ରଖିଥିବା ଓଡିଆ ପୁଅଙ୍କ କଷ୍ଟ ଏବଂ ସଫଳତାର କାହାଣୀ, ବିଫଳତା ହିଁ ସଫଳତାର ରାସ୍ତା ଦେଖାଏ

ରାୟଗଡା : ମଙ୍ଗଳବାର ପ୍ରକାଶ ପାଇଥିବା ୟୁପିଏସସି ରେଜଲ୍ଟରେ ବାଜି ମାରିଛନ୍ତି ରାୟଗଡାର ଜଣେ ଅଧିକାରୀ ସନ୍ତୋଷ କୁମାର ପାତ୍ର । ସେ ସର୍ବଭାରତୀୟ ସ୍ତରରେ ୪୦୯ ରାଙ୍କ ପାଇଛନ୍ତି । ସେ ଶେଷ ଉଦ୍ୟମରେ ଏହି ସଫଳତା…
Read More...

ଏବେ ଏକ୍ସ ବା ଟ୍ୱିଟରରେ ଲାଇକ୍‌ ଏବଂ ରିପ୍ଲାଏ ପାଇଁ ଦେବାକୁ ହେବ ଟଙ୍କା

ନୂଆଦିଲ୍ଲୀ -   ଟ୍ୱିଟର ରୁ ଏକ୍ସ ପାଲଟିଥିବା ବିଶ୍ୱର ଅନ୍ୟତମ ଲୋକପ୍ରିୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଲାଇକ୍ ଏବଂ ରିପ୍ଲାଏ ଦେବା ପାଇଁ ଟଙ୍କା ଦେବା ପାଇଁ ପଡିବ । ଏଲନ୍‌ ମସ୍କ ଏହାର ମାଲିକାନା ନେବା ପରେ ଏଥିରୁ…
Read More...

ଯାଜପୁର ସଡକ ଦୁର୍ଘଟଣା: ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ…

ଭୁବନେଶ୍ୱର- ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳ ରେ ଏକ ଯାତ୍ରୀ ବାହୀ ବସ ଫ୍ଲାଏ ଓଭରରୁ ତଳକୁ ଖସିବା ଘଟଣାରେ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ…
Read More...

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଲେ ଏମିତି ବଢିଯିବ ଆପଣଙ୍କ ଖର୍ଚ୍ଚ

ନୂଆଦିଲ୍ଲୀ- ଏବେ ଇସ୍ରାଏଲ୍‌ ଇରାନ୍‌ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି । ଇରାନ୍‌ ଇସ୍ରାଏଲ୍‌ ଉପରେ କ୍ଷେପଣାସ୍ତ୍ର ମାଡ କରିଛି । ଏହାପରେ ଇସ୍ରାଏଲ୍‌ ଇରାନ୍‌ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଛି । ଇସ୍ରାଏଲ…
Read More...

ବଢୁଛି ଖରା ସ୍କୁଲ୍‌ ପିଲା ହନ୍ତସନ୍ତ-ସକାଳ ୧୧ଟା ସୁଦ୍ଧା ୩୯ ଡିଗ୍ରୀ

ଭୁବନେଶ୍ୱର - ସକାଳ ସାଢେ ୮ଟା ସୁଦ୍ଧା ୩୨.୬ ଡିଗ୍ରୀ,ଏବେ ପ୍ରବଳରୁ ଅତି ପ୍ରବଳ ଖରା । ସକାଳୁ ଯେମିତି ଗାଁ ସହର ସବୁ ଜଳୁଛି । ବାହରକୁ ବାହାରିଲେ ଛୁଞ୍ଚି ପରି ଖରା ଫୋଡି ହୋଇଯାଉଛି । ସକାଳୁଆ ବିଦ୍ୟାଳୟ ଏବଂ…
Read More...

ଇସ୍ରାଏଲ୍‌ ଇରାନ୍ ଯୁଦ୍ଧରେ ଲମ୍ଫଦେଲା ବ୍ରିଟେନ୍‌- ଇରାନ୍‌ର ଡ୍ରୋନକୁ….

ଲଣ୍ଡନ- ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପରେ ଏବେ ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇଛି । ଇସ୍ରାଏଲ୍‌ରେ ସମସ୍ତ ସ୍କୁଲ୍‌କୁ ବନ୍ଦ କରାଯାଇଛି । ଶନିବାର ରାତିରେ ଇରାନ୍‌ ଇସ୍ରାଏଲ୍‌ ଉପରେ ଶହ ଶହ ମିସାଇଲ୍‌…
Read More...

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଯୁଦ୍ଧର ସମ୍ଭାବନା

ନୂଆଦିଲ୍ଲୀ- ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଶ୍ୱରେ ଆଉ ଏକ ଯୁଦ୍ଧର ସମ୍ଭାବନା ଦେଖା ଦେଇଛି । ଇରାନ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛି । ହମାସ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ…
Read More...

ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କଲେ ୧୮ ହଜାର ପିଲା

• ନୀତା ଅମ୍ବାନୀ ଏବଂ ସଚିନ ତେନ୍ଦୁଲକର ପିଲାମାନଙ୍କ ପାଇଁ 'ସମସ୍ତଙ୍କ ପାଇଁ ଶିକ୍ଷା ଏବଂ କ୍ରୀଡ଼ା' କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଲେମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନର ପ୍ରଥମ ବିଜୟ ହାସଲ…
Read More...

ଗୋଷ୍ଠୀ କନ୍ଦଳକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି କି ସାଙ୍ଗଠନିକ ସମ୍ପାଦକ !ଦଳୀୟ ନେତା କହିଲେ ଏମିତି

ସମ୍ବଲପୁର : ସାରା ଦେଶ ସହିତ ରାଜ୍ୟରେ ଏବେ ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ ଘଡିକେ ଘୋଡା ଛୁଟିବା ସ୍ଥିତି ଜାରି ରହିଛି । ଚଳିତ ଥର ନିର୍ବାଚନରେ କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଥିବା ନିର୍ବାଚନରେ କିଛିଟା…
Read More...

ସିନ୍ଦୁରା ଓଡ଼ିଆ ଚଳଚ୍ଚିତ୍ର ୧୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା

ଭୁବନେଶ୍ୱର- ସିନ୍ଦୁରା ଚଳଚ୍ଚିତ୍ର ସାରା ଓଡ଼ିଆର ୧୫ ଟି ପ୍ରେକ୍ଷାଳୟ ରେ ଶୁଭ ମୁକ୍ତିଲାଭ କରିଛି l ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ପ୍ରସ୍ତୁତ ତଥା ଦିଲ୍ଲୀପ ଦାଶ ନିବେଦିତ ଷଷ୍ଠ ଅବଦାନ ସିନ୍ଦୁରା…
Read More...

ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ୮ମ ପ୍ରତିଷ୍ଠା ଦିବସ ଏବଂ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ଏହାର ୮ମ ପ୍ରତିଷ୍ଠା ଦିବସ ସହ ଉତ୍କଳ ଦିବସ ୧ ଏପ୍ରିଲ ୨୦୨୪ରେ ପାଳିତ ହୋଇଯାଇଛି । ଡିକ୍ୟୁ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଟରନ୍ୟାଶନାଲ ଲିଃ ର ପ୍ରତିଷ୍ଠାତା ତଥା…
Read More...

ନବାଗତଙ୍କୁ ସୁଯୋଗ: ପୁରୁଖା ନେତାଙ୍କ ରକ୍ତଚାପ !ନିଜ ଜିଲାରେ ଚର୍ଚ୍ଚାରେ ମନମୋହନ

ଭଦ୍ରକ ଆସନରେ ନୂଆ ମୁହଁ, ଭଣ୍ଡାରିପୋଖରୀ ଓ ବାସୁଦେବପୁରକୁ ନେଇ ସଂଶୟ ଭଦ୍ରକ : ଭଦ୍ରକ ଜିଲାର ୫ ବିଧାନସଭା ଆସନ ମଧ୍ୟରୁ ୩ଟି ପାଇଁ ବିଜେପି ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଧାମନଗରରେ ବିଧାୟକ ସୂର୍ଯ୍ୟବଂଶୀ…
Read More...

ଜାଣନ୍ତୁ ଓଡ଼ିଶାରେ ୧୧୨ ଆସନ ପାଇଁ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା

୧ ପଦ୍ମପୁର ଗୋବର୍ଦ୍ଧନ ଭୁଏ ୨ ବିଜେପୁର ସନତ କୁମାର ଗଡ଼ତିଆ ୩ ବରଗଡ଼ ଅଶ୍ବିନୀ କୁମାର ଷଡ଼ଙ୍ଗୀ ୪ ଅତାବିରା ନୀହାର ରଞ୍ଜନ ମହାନନ୍ଦ ୫ ଭଟ୍‌ଲି ଈରାଶିଷ ଆଚାର୍ଯ୍ୟ ୬ ବ୍ରଜରାଜନଗର ସୁରେଶ ପୂଜାରୀ ୭ ଝାରସୁଗୁଡ଼ା…
Read More...

ପୁଅ ପାଇଁ ସୁରଙ୍କ ପ୍ରଚାର- ସାମାଜିକ ଗଣମାଧ୍ୟମରେ ଭିଡିଓ ପ୍ରଘଟ, ଦଳୀୟ ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ:…

ଭୁବନେଶ୍ବର : ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହୋଇ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି। ବାପା ସୁରେଶ ପୁଅ ପାଇଁ ଭୋଟ ମାଗିବା ସମୟରେ ବିଜେଡି ବିଧାୟକ…
Read More...

ରାଉରକେଲା-ବିଜୟ ବ୍ୟବଧାନ କମୁଛି

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲା ବିଧାନସଭା ଆସନକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏକ ପରିସଂଖ୍ୟାନ ଅନୁସାରେ ୨୦୦୦ ମସିହାରୁ ସାଧାରଣ ନିର୍ବାଚନ ସମୟରୁ ବିଭିନ୍ନ ସାଧାରଣ ନିର୍ବାଚନରେ ବିଜୟ…
Read More...

ଓଡ଼ିଶା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ କଂଗ୍ରେସର ପ୍ରକାଶିତ ପ୍ରାର୍ଥୀ ତାଲିକା

କଂଗ୍ରେସର ଲୋକସଭା ପ୍ରାର୍ଥୀ ତାଲିକା କ୍ର. ସଂ. ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ୧. ବରଗଡ଼ ସଞ୍ଜୟ ଭୋଇ ୨. ସୁନ୍ଦରଗଡ଼ (ଏସ୍‌ଟି) ଜନାର୍ଦ୍ଦନ ଦେହୁରୀ ୩. ବଲାଙ୍ଗିର ମନୋଜ ମିଶ୍ର ୪. କଳାହାଣ୍ଡି ଶ୍ରୀମତୀ ଦ୍ରୌପଦୀ…
Read More...

ଛାତ୍ରଙ୍କ ବୃତ୍ତିଗତ ଜୀବନର ୧୦ ବର୍ଷ ନଷ୍ଟ ମାମଲା-ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ୫ ଲକ୍ଷ କ୍ଷତିପୂରଣ ନିର୍ଦେଶ

କଟକ:ସମ୍ବଲପୁର ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଜଣେ ଛାତ୍ରଙ୍କ ବୃତ୍ତିଗତ ଜୀବନର ୧୦ ବର୍ଷ ନଷ୍ଟ ହୋଇଛି। ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ରୁଜୁ ମାମଲାର ବିଚାର କରି ବିଚାରପତି ଏସ୍‌.କେ. ପାଣିଗ୍ରାହୀ ସମ୍ପୃକ୍ତ…
Read More...

‘ ଗୋପବନ୍ଧୁଙ୍କ ସତ୍ୟବାଦୀ’ ବାର୍ଷିକ ସଂଖ୍ୟା ଉନ୍ମୋଚନ ଓ ସାରସ୍ବତ ସମାରୋହ-‘ଜାତିର ଅସ୍ମିତା ପାଇଁ ଭାଷା…

ସମ୍ବଲପୁର : ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଦିନକୁ ଦିନ ମମତା ଓ ଆନ୍ତରିକତା ହ୍ରାସ ପାଉଛି। ଇଂରାଜୀ ପ୍ରୀତି ବଢ଼ି ଚାଲିଛି। ନିଜ ମାଟିରେ ଓଡ଼ିଆ ଭାଷା ଅବହେଳାର ଶିକାର ହେଉଛି। ସ୍ଥିତିରେ ପରିବର୍ତ୍ତନ ନ ହେଲେ ଆଗାମୀ…
Read More...

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଶୋଭା ଓ ପରିବେଶ ହେଉଛି ବିନାଶ- ଲଣ୍ଡା ହୋଇଗଲା ସବୁଜ ପାହାଡ଼

ଲମତାପୁଟ/ : ପୋଡୁ ଚାଷ ନାଁରେ ପାହାଡ଼ର ଜଙ୍ଗଲ ସଫା ହେଉଛି। ଲୋକଙ୍କୁ ହାତବାରିସ କରି କାଠ ମାଫିଆ ସକ୍ୟ ରି ହେଉଛନ୍ତି । ମୂଲ୍ୟବାନ କାଠ ଚୋରି ହେଉଛି। ଔଷଧୀୟ ବୃକ୍ଷ ବଳି ପଡୁଛି। ଆନ୍ଧ୍ର ବନ ବିଭାଗ ପକ୍ଷରୁକୌଣସି…
Read More...

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଭୁବନେଶ୍ବର: ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା  ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି।  ପୁରୀ ସ୍ବର୍ଗଦ୍ବାରରେ…
Read More...

ସବ୍ୟସାଚୀ ସାହୁଙ୍କୁ ନିର୍ମମ ହତ୍ୟା -ଜମି କାରବାରକୁ ନେଇ ହତ୍ୟା ସନ୍ଦେହ

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ସଦର ଥାନା ଅନ୍ତର୍ଗତ କୁଲତାନୁଆପାଲି ଠାରେ ଜମି କାରବାରକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୈଦାର ନୁଆପାଲି ନିବାସୀ…
Read More...

ଭାରସାମ୍ୟ ହରାଇ ଗଛକୁ ପିଟିଲା ସ୍କୁଟି , ସ୍କୁଟି ଚାଳକ ମୃତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଚମ୍ପାଦେଇପୁର ନିକଟରେ ଏକ ସ୍କୁଟି ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ସ୍କୁଟି ଚାଳକର ମୃତ୍ୟୁ ଘଟିଛି I ସୂଚନା ମୁତାବକ ଶନିବାର ଅପରାହ୍ନ ୪ ଘଣ୍ଟା…
Read More...

ବୌଦ୍ଧ ଓକିଲ ସଂଘର ସଭାପତି ହେଲେ ଶାନ୍ତନୁ କୁମାର ମହାପାତ୍ର

ବୌଦ୍ଧ - ରାଜ୍ୟରେ ଶନିବାର ସାରା ଦିନ ଓକିଲ ସଂଘ ଗୁଡିକର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧର ସିଭିଲ ଓ କ୍ରିମିନାଲ ଓକିଲ ସଂଘର ନିର୍ବାଚନ ମଧ୍ୟ ସଂଘ ପରିସରରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଂଘର କେବଳ ସଭାପତି…
Read More...

ମହାନଦୀରେ ରତ୍ନ ପଥର ଖୋଜିବା ହେଲା କାଳ -ପଥର ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସହର ନିକଟ ଦେଇ ପ୍ରବାହିତ ମହାନଦୀରେ ରତ୍ନ ପଥର ଖୋଜିବା ସମୟରେ ପଥର ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ସହର ନିକଟ ଦେଇ ପ୍ରବାହିତ ମହାନଦୀର…
Read More...

ପ୍ରତିଶ୍ରୁତିରେ ରହିଗଲା ହାତୀ ନଦୀ ଖଣ୍ଡିଡଙ୍ଗରୀଗୁଡା ଘାଟରେ ପୋଲ ନିର୍ମାଣ ପ୍ରସ୍ତାବ

କଲମପୁର - ନିର୍ବାଚନ ପରେ ନିର୍ବାଚନ ଆସୁଛି । ପୁଣି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି  । ଖଣ୍ଡି ଡଙ୍ଗରୀଗୁଡା ହାତୀ ନଦୀ ଘାଟରେ ନିର୍ମାଣ ହେବ ପୋଲ । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୋଲ…
Read More...

ପିପିଲି ଓକିଲ ସଂଘ ନିର୍ବାଚନ- ସଭାପତି ଭାବେ ରାଜକିଶୋର ସ୍ୱାଇଁ ନିର୍ବାଚିତ

ପିପିଲି :ପିପିଲି ଓକିଲ ସଂଘର ସଭାପତି ଭାବେ ରାଜକିଶୋର ସ୍ୱାଇଁ ଓ ସଂପାଦକ ଭାବେ ବସନ୍ତ କୁମାର ପରିଡା ନିର୍ବାଚିତ ହୋଇଛନ୍ତି । ସଂଘର ଉପସଭାପତି ଭାବେ ଶିବସୁନ୍ଦର ଜେନା, ଯୁଗ୍ମ ସମ୍ପାଦକ ଭାବେ ରସିଦ ଖାନ, ସୁବାଷ…
Read More...

କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ – ଆଲୋକ ସଭାପତି, ବୀନିତା ଉପସଭାପତି ଓ ସଞ୍ଜିତ ସମ୍ପାଦକ

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଆଲୋକ କୁମାର ମହାନ୍ତ, ଉପସଭାପତି ବୀନିତା ଦାଶ ଓ ସମ୍ପାଦକ ଭାବେ ସଞ୍ଜିତ ଦାସ ନିର୍ବାଚିତ ହୋଇଛନ୍ତି । ଶନିବାର ପୂର୍ବାହ୍ନ ୮ଟାରୁ ଭୋଟଗ୍ରହଣ…
Read More...

ମାଲକାନଗିରି ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

ମାଲକାନଗିରି - ମାଲକାନଗିରି ଜିଲ୍ଲା ଓକିଲ ସଂଘ ର ନିର୍ବାଚନ ଆଜି ଅନୁଷ୍ଟିତ ହୋଇଯାଇଛି । ଏହି ନିର୍ବାଚନ ପ୍ରକ୍ରିୟା ସକାଳ ୮ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ମୋଟ ୧୨୬ ଜଣ ଆଇନଜୀବୀ ମତଦାନ…
Read More...

ଅତାବିରା ଓକିଲ ସଂଘର ନିର୍ବାଚନ ଫଳାଫଳ – ଦୁର୍ଯ୍ୟୋଧନ ଛତର ସଭାପତି ଓ ହିତେନ୍ଦ୍ରିୟ ପ୍ରଧାନ ସମ୍ପାଦକ…

ରେଙ୍ଗାଲିକ୍ୟାମ୍ପ - ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନରେ ଦୁର୍ଯ୍ୟୋଧନ ଛତର ସଭାପତି ଓ ହିତେନ୍ଦ୍ରିୟ ପ୍ରଧାନ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତ୍ରିଲୋଚନ ବେହେରା ଫଳାଫଳ ଘୋଷଣା…
Read More...

ଏପ୍ରିଲ ଏକ ତାରିଖରୁ ପ୍ୟାନ୍‌- ଆଧାର ନେଇ ହେବାକୁ ଯାଉଛି ଏହି ବଡ ପରିବର୍ତ୍ତନ

ନୂଆଦିଲ୍ଲୀ- ଏପ୍ରିଲ ଏକ ତାରିଖରୁ ପ୍ୟାନ ଆଧାର  ନେଇ କେତକ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏପ୍ରିଲ ଏକ ତାରିଖରୁ ପ୍ୟାନ ଏବଂ ଆଧାର କାର୍ଡ ମଧ୍ୟରେ ଲିଙ୍କ୍‌କୁ ଅନିବାର୍ଯ୍ୟ କରାଯାଇଛି । ଏହାକୁ ଲିଙ୍କ୍‌ କରିବାର…
Read More...

ଗ୍ରାମାଞ୍ଚଳ ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଚୁକ୍ତି-୩ ବର୍ଷରେ ୧୩ଶହଙ୍କ ଦକ୍ଷତା ବିକାଶ ଲକ୍ଷ୍ୟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବୃଦ୍ଧି ବିଭାଗ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଆଗାମୀ ୩ ବର୍ଷ ମଧ୍ୟରେ ୧୩୦୦ ରୁ ଅଧିକ ଯୁବକ-ଯୁବତୀଙ୍କର ଦକ୍ଷତା…
Read More...

ଗୋରୁ ବୋଝେଇ ପିକଅପ ଭ୍ୟାନ ୧ ମୃତ, ୧ ଗୁରୁତର

ଲାଞ୍ଜିଗଡ-କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଥିବାବେଳେ ଦିନ ପ୍ରତିଦିନ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଛି। ସୋମବାର ସନ୍ଧ୍ୟା ୮.୩୦…
Read More...

ହ୍ବାଟ୍ସଆପରେ ଆସୁଛି ଦମଦାର୍‌ ଏହି ୫ ନୂଆ ଫିଚର

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ହ୍ୱାଟସ୍‌ଆପ୍‌ ଏକ ଲୋକପ୍ରିୟ ମେସେଜିଂ ବା ସନ୍ଦେଶ ପ୍ରେରଣ କରାଯାଉଥିବା ଆପ୍‌ । ମେଟାର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ ପାଇଁ ଆଗାକୁ ଅନେକ ଦମଦାର ଫିଚର ଆଣିବା ପାଇଁ ଯାଉଛି । ।…
Read More...

ଅଙ୍ଗଦାନ କରି ଅମର ହେଲେ ଜବାନ୍‌

ଭୁବନେଶ୍ୱର - ଅଙ୍ଗଦାନ କରି ଦୁଇ ଜଣଙ୍କୁ ନୂଆ ଜୀବନ ଦେଲେ ସିଆର୍‌ପିଏଫ୍‌ର ଜବାନ କୃଷ୍ଣଚନ୍ଦ୍ର ମହାଭୋଇ । ଖୋର୍ଦ୍ଧା ସାରୁଅର କୃଷ୍ଣଚନ୍ଦ୍ରଙ୍କର କୀଡିନ୍‌ରେ ସମସ୍ୟା ଥିଲା । ଗତ ଦୁଇ ବର୍ଷ ଧରି ତାଙ୍କର ଡାଏଲେସିସ୍‌…
Read More...

ବଜ୍ରାଘାତରେ ଯୁବକ ମୃତ , ଜଣେ ମହିଳା ଆହତ

ରାଉରକେଲା - ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସହରର ମାଲଗୋଦାମ ଅଞ୍ଚଳରେ ଏହି ଘଟଣା ଘଟିଛି । ସନ୍ଧ୍ୟା ସମୟରେ ପବନ ସହ ଏଠାରେ ବଜ୍ରାଘାତ ହୋଇଥିଲା । ଯୁବକଙ୍କୁ…
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ  ଯୁବକ ଗିରଫ

କଣ୍ଟାବାଞ୍ଜି -ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳ ରେ ଜଣେ ନାବାଳିକା କୁ ରାତି ଅଧରେ ଘରୁ ଟେକିନେଇ, ଦୁଷ୍କର୍ମ ଅଭିଯୋଗରେ  ଅଭିଯୁକ୍ତ ଯୁବକକୁ ତୁରେକେଲା ପୁଲିସ ଗିରଫ କରିଛି । ଅଭିଯୁକ୍ତକୁ ସୋମବାର ଅପରାହ୍ନ,…
Read More...

ଏପ୍ରିଲ ଏକ ତାରିଖରୁ ଲାଗୁ ହେବ ପେନସନ୍‌ର ଏହି ନୂଆ ନିୟମ

ନୂଆଦିଲ୍ଲୀ- ଏପ୍ରିଲ ଏଖ ତାରିଖରୁ ପେନସନ୍‌ର ନୂଆ ନିୟମ ଲାଗୁ ହେବ । ନ୍ୟାସନାଲ୍‌ ପେନସନ୍‌ ସିଷ୍ଟମରେ ସୁରକ୍ଷା ପାଇଁ ଏହି ନୂଆ ନିୟମ ପ୍ରଣୟନ କରାଯାଇଛି । ପେନସନ୍‌ ଫଣ୍ଡ ରେଗୁଲେଟାରୀ ଆଣ୍ଡ ଡେଭେଲପ୍‌ମେଣ୍ଟ ଅଥରଟି…
Read More...

ଭୁଲରେ ବି କରନ୍ତୁନି ଏଭଳି ଭୁଲ୍‌- ମୋବାଇଲ୍ ଯୋଗୁଁ ୪ ପିଲାଙ୍କର ମୃତ୍ୟୁ, ଉତ୍ତରପ୍ରଦେଶର…

ଲକ୍ଷ୍ମୌ- ଗୋଟିଏ ଭୁଲ୍‌ ପାଇଁ ଚାଲିଯାଇଛି ୪ ଜଣ ପିଲାଙ୍କର ଜୀବନ । ମୋବାଇଲ୍‌ ଫାଟି ଦୁର୍ଘଟଣା ଯୋଗୁଁ ୪ଟି କୋମଳମତି ଜୀବନ ଅକାଳରେ ଝଡିପଡିଛି । ସେମାନଙ୍କର ବାପା ମାଆ ଏବେ ଜୀବନ ମରଣ ସହ ଡାକ୍ତରଖାନାରେ ସଂଗ୍ରାମ…
Read More...

ପୁଣିଥରେ ସତର୍କ ସୂଚନା- କୋଭିଡ୍‌ଠୁ ୨୦ ଗୁଣ ମାରାତ୍ମକ, ଦୁନିଆଁରେ କୌଣସି ସମୟରେ ବ୍ୟାପିପାରେ ଆଉଏକ…

ନୂଆଦିଲ୍ଲୀ - କୋଭିଡ୍‌ର ଚାରି ବର୍ଷ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଦ୍ୱିତୀୟ ସତର୍କ ସୂଚନା ଜାରି କରାଯାଇଛି । କୌଣସି ସମୟରେ ଆଉ ଏକ ମହାମାରୀ ବ୍ୟାପି ପାରେ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ଏବେ…
Read More...

ଫଗୁଯୋଗୁଁ ମହାକାଳ ମନ୍ଦିରରେ ଆରତୀ ସମୟରେ ନିଆଁ ଲାଗିଥିବା କହିଲେ ଜିଲ୍ଲାପାଳ

ମହାକାଳ ମନ୍ଦିରରେ ଭସ୍ମ ଆରତୀ ବେଳେ ନିଆଁଧାସରେ ପୂଜାରୀ ସମେତ ୧୩ ଆହତ ଭୋପାଳ- ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଆରତୀ ସମୟରେ ନିଆଁ ଧାସରେ ପୂଜାରୀଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି । ଆରତୀ ସମୟରେ ଫଗୁ…
Read More...

ଦେଖନ୍ତୁ ଭିଡିଓ, କେମିତି ବନ୍ଧୁକଧାରୀ ଡକାୟତଙ୍କୁ ପିଟିଲେ ମାଆ-ଝିଅ

ଦେଖନ୍ତୁ ଭିଡିଓ, କେମିତି ବନ୍ଧୁକଧାରୀ ଡକାୟତଙ୍କୁ ପିଟିଲେ ମାଆ-ଝିଅ ହାଇଦ୍ରାବାଦ- ବନ୍ଧୁକ ସହ ଲୁଟିବାକୁ ଆଶିଥିବା ଦୁଇଜଣ ଲୁଟେରା ନିସ୍ତୁକ ମାଡ ଖାଇବା ସହ ଧରାପଡିଛନ୍ତି । ଏହି ଘଟଣାଟି ହାଇଦ୍ରାବାଦର ବେଗମପେଟରେ…
Read More...

ପୁରୁଷଙ୍କ ବନ୍ଧ୍ୟାତ୍ୱ, ଅତ୍ୟଧିକ ଲାପ୍‌ଟପ ଓ ମୋବାଇଲ ବ୍ୟବହାର ପୁରୁଷଙ୍କ ଉପରେ ପକାଉଛି ଖରାପ ପ୍ରଭାବ   -ଡା. ରଶ୍ମୀନ…

କଟକ/ଭୁବନେଶ୍ୱର- ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ପରିଚାଳିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରାୟ ୧୫% ବିବାହିତ ଦମ୍ପତି ବନ୍ଧ୍ୟାତ୍ୱର ସମ୍ମୁଖୀନ ହେଉଛନ୍ତି । ଏହି…
Read More...

ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ- ଗିରଫ କଲା ପ୍ରବର୍ତ୍ତନ ବିଭାଗ

ନୂଆଦିଲ୍ଲୀ- ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ- ଗିରଫ କଲା ପ୍ରବର୍ତ୍ତନ ବିଭାଗ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ  ଦିଲ୍ଲୀ ହାଇକୋର୍ଟ ମନା କରିବାର କିଛି ସମୟ ପରେ…
Read More...

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ପକ୍ଷରୁ ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଦେଶର ସାର୍ବଜନିକ କ୍ଷେତ୍ରର ଏକ ଅଗ୍ରଣୀ ବ୍ୟାଙ୍କ ଅଟେ । ବ୍ୟାଙ୍କ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କ, ବିତ୍ତୀୟ ସଂସ୍ଥା ଏବଂ ବୀମା କମ୍ପାନୀଗୁଡିକ ନିମନ୍ତେ “ଭବିଷ୍ୟ କି…
Read More...

ଭାରତକୁ ଅଦୃଶ୍ୟ ୧୦୦ ବର୍ଷ ପରେ, ଏହି ରାଶିଙ୍କ ପାଇଁ ଶୁଭ- ଦୋଳ ପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,

ଭୁବନେଶ୍ୱର- ୧୦୦ ବର୍ଷ ପରେ ପୁଣି ଏମିତି ଯୋଗ । ଦୋଳପୂର୍ଣ୍ଣିମାରେ ପଡୁଥିବା ଚନ୍ଦ୍ରଗ୍ରହଣରେ ଅନେକ ରାଶିଙ୍କ ପାଇଁ ଶୁଭଯୋଗ ସୃଷ୍ଟି ହୋଇଛି । ଧାର୍ମିକ ଦୃଷ୍ଟି କୋଣରୁ ଚନ୍ଦ୍ରଗ୍ରହଣକୁ ଅଶୁଭ କୁହାଯାଇଥାଏ । ହିନ୍ଦୁ…
Read More...

ସଦ୍‌ଗୁରୁ ଜଗ୍ଗୀ ବାସୁଦେବଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର-ଚିକିତ୍ସା ପାଇଁ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ - ପ୍ରବଳ ମୁଣ୍ଡ ବଥା ପରେ ସଦ୍‌ଗୁରୁ ଜଗ୍ଗୀ ବାସୁଦେବଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଆପୋଲୋରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ରକ୍ତଜମାଟ ସହ ଅନ୍ୟ ସମସ୍ୟା ପାଇଁ ଜରୁରୀ କାଳୀନ ଅସ୍ତ୍ରୋପଚାର…
Read More...

ଏପ୍ରିଲ ୧ରୁ ବିନା ଟିକେଟରେ ରେଳ ଯାତ୍ରା କଲେ – ରେଳ ବିଭାଗ ଗ୍ରହଣ କରିଛି ଏହି ପଦକ୍ଷେପ

ନୂଆଦିଲ୍ଲୀ- ବେଳେ ବେଳେ ଅନେକ ଯାତ୍ରୀ ବିନା ଟିକେଟରେ ରେଳରେ ଯାତ୍ରା କରିଥାଆନ୍ତି । ଟିଟିଇ କି ରେଳ  ସୁରକ୍ଷା କର୍ମୀଙ୍କ ଦ୍ୱାରା ଧରା ପଡିଲେ ଅନେକ ଜରିମାନା ଦେଇଥାଆନ୍ତି । ବେଳେ ବେଳେ ଲୋକମାନେ କୌଣସି ବ୍ୟସ୍ତତା…
Read More...

ଓଡ଼ିଶାରେ ମିଳିବ ବିଶ୍ୱସ୍ତରୀୟ କ୍ରିକେଟ କୋଚିଂ – ରବି ଶାସ୍ତ୍ରୀଙ୍କ କ୍ରିକେଟ ଏକାଡେମୀ ସହ ଏମ୍‍ଜିଏମ୍‍ ସ୍କୁଲ…

ଭୁବନେଶ୍ୱର:  ଏବେ ଦେଶର ସ୍ପୋର୍ସ ହବ ପାଲଟିଛି ଓଡିଶା । ହକି ତଥା ଅନ୍ୟାନ୍ୟ କ୍ରୀଡା ସହ ଏବେ ରାଜ୍ୟରେ କ୍ରିକେଟର ବିକାଶ ହେଉଛି । ଏହାକୁ ଆଉ ଏକ ପାଦ ଆଗକୁ ନେଇଛି ଏମ୍‍ଜିଏମ୍‍ ସ୍କୁଲ ଅଫ ସ୍ପୋର୍ଟସ୍‍ । ରାଜ୍ୟରେ…
Read More...

ମମତା ବାନାର୍ଜୀ ଗୁରୁତର – ମୁଣ୍ଡରେ ଲାଗିଛି ଆଘାତ

କୋଲକତା- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିଏମ୍‌ସି ପକ୍ଷରୁ ନିଜର…
Read More...

ବେଦାନ୍ତର ପଞ୍ଛି ସ୍ୱପ୍ନୋ କା ଉଡାନ୍‍ କାର୍ଯ୍ୟକ୍ରମ- ଖଣି ଅଞ୍ଚଳର ବିସ୍ଥାପିତ ପରିବାର ବାଳିକାଙ୍କ ସ୍ୱପ୍ନରେ ଲାଗିଲା…

ଭୁବନେଶ୍ୱର,  : ଖଣି ଅଞ୍ଚଳର ବାଳିକାଙ୍କ ସ୍ୱପ୍ନରେ ଡେଣା ଲଗାଇଛି ବେଦାନ୍ତ । ସେମାନଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । କମ୍ପାନୀର ଜାମକାନି କୋଇଲା ଖଣି ପ୍ରକଳ୍ପ ତରଫରୁ ଏଥିପାଇଁ ଅନୁଷ୍ଠିତ ହୋଇଛି ‘ପଞ୍ଝି…
Read More...

ମେଣ୍ଟ ହେଲେ ସମୀର ସ୍ୱାଧୀନ ବୋଲି ଚର୍ଚ୍ଚା, ଦେଖିବ କି ନୂଆ ମୁହଁ ?

ନିମାପଡ଼ା, : ସତରେ କ’ଣ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ଏକାକୀ ଲଢ଼ିବେ, ଏହି ଦୁଇ ଦଳ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ନେତା, କର୍ମୀ ଓ ଭୋଟର। ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ବୁଝାମଣା ହୁଏ ତେବେ…
Read More...

ଚିତ୍ର ଏଥର ସମ୍ପୂର୍ଣ୍ଣ ଅଲଗା-ଏଥର ପିପିଲି କାହାର ?

ପିପିଲି : ରାଜ୍ୟର ସବୁଠାରୁ ସ୍ପର୍ଶକାତର ନିର୍ବାଚନମଣ୍ଡଳୀଭାବେ ପରିଗଣିତ ପୁରୀ ଜିଲାର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଚିତ୍ର ଏଥର ସମ୍ପୂର୍ଣ୍ଣ ଅଲଗା। ବିଜେଡିର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀକୁ ଏଥର…
Read More...

ଦେଖନ୍ତୁ ଭିଡିଓ-୮୭ ବର୍ଷିୟ ଶଶୁରଙ୍କୁ ପିଟି ମହିଳା ଅଧିକାରୀ ଜେଲ୍‌ରେ

ବେଙ୍ଗାଲୁର- କର୍ଣ୍ଣାଟକ ବିଦ୍ୟୁତ ବିଭାଗରେ ଉଚ୍ଚ ପଦସ୍ଥ ମହିଳା ଅଧିକାରୀ ୮୭ ବର୍ଷିୟ ଶଶୁରଙ୍କୁ ଅମାନବୀୟ ଭାବେ ମାଡ ମାରିବା ସହ ଠେଲି ଦେଇ ଆହତ କରିବା ଘଟଣାରେ ଜେଲ୍‌ ଯାଇଛନ୍ତି । କର୍ଣ୍ଣାଟକ ବିଦ୍ୟୁତ ବୋର୍ଡରେ…
Read More...

ଦେଖନ୍ତୁ ଭିଡିଓ- ଜଳିକରି ଖସିପଡିଲା ରୁଷ୍‌ର ସୈନ୍ୟ ପରିବହନ ବିମାନ

ମସ୍କୋ- ଉଡାଣ ଭରିବାର କିଛି ସମୟ ମଧ୍ୟରେ ରୁଷ୍‌ର ଏକ ସୈନ୍ୟ ପରିବହନ ବିମାନ ଜଳିକରି ଖସି ପଡିଛି । ଦୁର୍ଘଟଣା ସମୟରେ ବିମାନରେ ୧୫ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ…
Read More...

ସମ୍ବଲପୁରଠାରେ ଫେଡେରାଲ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର : ଫେଡେରାଲ ବ୍ୟାଙ୍କର ନୂତନ ଶାଖା ସମ୍ବଲପୁରସ୍ଥିତ ହୋଟେଲ ସାଇ କୃପା ପାଶ୍ୱର୍ରେ ଥିବା ଜେଲ୍‌ ଛକ ଠାରେ କୃଷି ବିଭାଗ ଓ କୃଷକ ସଶକ୍ତିକରଣ ବିଭାଗର ସରକାରୀ ପରାମର୍ଶଦାତା ତଥା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ…
Read More...

ସାପ୍ତାହିକ ରାଶିଫଳ -ଏହି ରାଶିଙ୍କର ରବିବାର ଓ ସୋମବାର ଆୟ ବୃଦ୍ଧି

ମେଷ- ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆନନ୍ଦ ଲାଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଋଣଭାର ବୃଦ୍ଧି ହେବ। ସମସ୍ୟାଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ନୂତନ…
Read More...

ଓୟୁଏଟିରେ ଜଳବାୟୁ ଉପଯୋଗୀ କୃଷି ଉପରେ କର୍ମଶାଳା

ଭୁବନେଶ୍ୱର :ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ 'ଅନନ୍ୟା' ଓଓୟୁଏଟିର ମିଳିତ ସହଭାଗୀତାରେ 'ଜଳବାୟୁ ଉପଯୋଗୀ କୃଷି' ଉପରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି । ବିଶ୍ୱବିଦ୍ୟାଳୟର ଡ଼ଃ ଏମ୍.ଏସ୍.…
Read More...

ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ମେଗା ରିଟେଲ୍‌ ଏକ୍ସପୋ ୨୦୨୪ ଆୟୋଜିତ

ଭୁବନେଶ୍ୱର: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ମେଗା ରିଟେଲ୍‌ ଏକ୍ସପୋ ୨୦୨୪ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଅଞ୍ଚଳର…
Read More...

ବିଜେଡି ବିଜେପି ମେଣ୍ଟ ବିଷୟରେ ଏମିତି କହିଲେ ବିଜେଡି ନେତା ଦେବୀ ମିଶ୍ର, ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ସବୁ ଦିଗରୁ…

ଭୁବନେଶ୍ୱର - ଓଡିଶାରେ ବିଜେଡି ଏବଂ ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର । ମେଣ୍ଟ ହେବ ବୋଲି ଅନେକ ରାଜନୈତିକ ସମୀକ୍ଷକ ଆଲୋଚନା କରିଛନ୍ତି । ଏ ନେଇ ନବୀନ ନିବାସରେ ବିଜେଡିର ବରିଷ୍ଟ ନେତାଙ୍କ ସହ ଦୁଇଟି…
Read More...

ଯୋଡା ହେଲା ଅନ୍ୟ ଜଣେ ମହିଳାଙ୍କ ହାତ, ଅଙ୍ଗଦାନ ଯୋଗୁଁ ହସି ଉଠିଲା ଆଉ ଜଣଙ୍କ ପରିବାର

ନୂଆଦିଲ୍ଲୀ - ଅଙ୍ଗଦାନ ଯୋଗୁଁ ଅନେକ ଜୀବନ ବଞ୍ଚାଇବାରେ ସଫଳ ହେଉଛନ୍ତି । ଦେଶର ରାଜଧାନୀ ଗଙ୍ଗାରାମ ଡାକ୍ତରଖାନାରେ ଜଣେ ପୁରୁଷଙ୍କ ଶରୀରରେ ଅଙ୍ଗଦାନରେ ଆସିଥିବା ଦୁଇଟି ହାତକୁ ସଫଳ ଭାବେ ପ୍ରତିରୋପଣ କରାଯାଇଛି ।…
Read More...

ସାରା ବିଶ୍ୱରେ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମରେ ଦେଖାଗଲା ଏହି ସମସ୍ୟା

ଭୁବନେଶ୍ୱର/ନୂଆଦିଲ୍ଲୀ- ସାରା ବିଶ୍ୱରେ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମର ସର୍ଭର ଧୀର ହୋଇଯାଇଥିବା ସୂଚନା ମିଳିଛି । ଏଥିପାଇଁ  ପିସି ଓ ଫୋନ୍‌ରୁ ଏହି ଦୁଇଟି ଆପ୍ଲିକେସନ୍‌ ଲଗ୍‌ଆଉଟ୍‌ ହୋଇଯାଇଛି । କିଛି…
Read More...

କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଇକୋଜେନ୍‌କୁ ରାଜ୍ୟ ସରକାରଙ୍କ ପ୍ରଶଂସା

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଗଠିତ ବୈଷୟିକ କମିଟି ନିକଟରେ ରାଜ୍ୟର କୋରାପୁଟ ଓ ଗଜପତି ଜିଲ୍ଲାରେ ଥିବା ଶୀତଳ ଭଣ୍ଡାରଗୁଡ଼ିକର ବ୍ୟାପକ ଅନୁଶୀଳନ କରିଥିଲା । କୃଷକମାନଙ୍କ କୃଷିଜାତ…
Read More...

ସମ୍ପୂର୍ଣ୍ଣ ସପ୍ତାହରେ ଏହି ରାଶିଙ୍କର ଭଲ ମନ୍ଦ, କେଉଁ ମନ୍ତ୍ର ଜପ କରିବେ ଜାଣନ୍ତୁ

ମେଷ- ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେବ। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିପାରେ। ଆୟ ବୃଦ୍ଧିହେବ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ…
Read More...

ସାପମାନଙ୍କର ଯମରାଜ ହେଉଛନ୍ତି ଏହି ୭ଟି ପକ୍ଷୀ

ସାପମାନଙ୍କର ଯମରାଜ ହେଉଛନ୍ତି ଏହି ୭ଟି ପକ୍ଷୀ ସାପମାନଙ୍କ ବିଷକୁ ଅଧିକାଂଶଙ୍କ ଡର । ଏହି ଡରରେ ଅନେକ ବିଷହୀନ ସାପଙ୍କୁ ଲୋକମାନେ ମାରି ପକାଇ ଥାଆନ୍ତି । ଜଙ୍ଗଲରେ ମଧ୍ୟ ଅନେକ ପଶୁ ପକ୍ଷୀ ଏମାନଙ୍କର ଶିକାର କରନ୍ତି…
Read More...

ଗୋଦରେଜ୍‌ ଆପ୍ଲାଏନସେସ ପକ୍ଷରୁ ଉଡେନ୍‌-ଫିନିସ୍‌ ଏସି ଓ ରେଫ୍ରିଜରେଟର ଉନ୍ମୋଚିତ

ଭୁବନେଶ୍ୱର: ଗୋଦରେଜ ଆପ୍ଲାଏନସେସ ପକ୍ଷରୁ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଉଡେନ୍‌-ଫିନିସ୍‌ର ହୋମ୍‌ ଆପ୍ଲାଏନସେସ ଇଓନ୍‌ ଭୋଗ୍‌କୁ ଉନ୍ମୋଚନ କରାଯାଇଛି । ଏହି ବର୍ଗମାଳାରେ ରହିଛି ଏସି ଓ ରେଫ୍ରିଜରେଟର…
Read More...

ବାରଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ,୧୯୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରୀ

ନୂଆଦିଲ୍ଲୀ - ବାରଣାସୀରୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଏହି…
Read More...

ଦେଖନ୍ତୁ ଭିଡିଓ- ଯୁବତୀ ଜଣଙ୍କ ଟ୍ରେନ ଦୁଆର ମୁହଁରେ ଷ୍ଟାଇଲ୍‌ ଦେଖାଉଥିବ ବେଳେ ମୃତ୍ୟୁକୁ…

ମୁମ୍ବଇ- ଟ୍ରେନ ଦୁଆର ମୁହଁରେ ଅନେକ ଯାତ୍ରୀ ଛିଡା ହୋଇ ଯାତ୍ରା କରିଥାଆନ୍ତି । ଟିକିଏ ଅସାବଧାନ ହେଲେ ଜୀବନ ଯିବାର ଭୟ ରହିଥାଏ । ଏବେ ବିଭିନ୍ନ ସମାଜିକ ଗଣମାଧ୍ୟମରେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହାକୁ…
Read More...

ଏହି ରାଶିଙ୍କର ଆଜି ଆର୍ଥିକ ଫାଇଦା- ଶନିବାର ରାଶିଫଳ

ମେଷ- ଧନଯୁକ୍ତ ହେବାରେ କିଛି ଅସୁବିଧା ନାହିଁ; ମାତ୍ର କୁସଙ୍ଗ ତ୍ୟାଗ କରିବାକୁ ପଡ଼ିବ। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ପ୍ରତି ପାଦପାତରେ ସତର୍କତାର ସହ ଚଳିବାକୁ ପଡ଼ିବ। ବୃଷ-…
Read More...

ଅଙ୍ଗଦାନ କରି ଅମରହେଲେ ଶିବୁ

କଟକ/ପଟ୍ଟାମୁଣ୍ଡାଇ : ପୁଅ ପାଇଁ କେତେ କଣ ସ୍ୱପ୍ନ ଦେଖୁଥିଲେ; କିନ୍ତୁ ପୁଅ ଅବେଳାରେ ଦୁନିଆ ଛାଡ଼ି ଚାଲିଯିବ, ସେକଥା ସ୍ୱପ୍ନରେ ବି ଭାବି ନଥିଲେ। ୧୭ ବର୍ଷର ପୁତ୍ରର ମୃତ୍ୟୁ ଶୋକରେ ଆଖିରୁ ଲୁହ ଶୁଖୁନାହିଁ ସିନା…
Read More...

ଚଳିତ ବର୍ଷ ପ୍ରବଳ ଗରମ – ଗ୍ରୀଷ୍ମ ପ୍ରବାହ କବଳରେ ରହିବ ଓଡ଼ିଶା

ଭୁବନେଶ୍ବର, : ଏସନ ଗ୍ରୀଷ୍ମ ପ୍ରକୋପ ଅଧିକ ରହିବା ସମ୍ଭାବନା ରହିଛି। ରାଜ୍ୟରେ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ଥିବାରୁ ଟାଣ ଖରା ହେବା ଆଶଙ୍କା ରହିଛି।…
Read More...

ଦେଖନ୍ତୁ ଭିଡିଓ-ଲୁହା ଆଲ୍‌ମାରୀ ଖୋଲିବାରୁ ବାହାରିଲା ଏପରି ଜିନିଷ. ଆପଣଙ୍କ ତାଟକା ହୋଇଯିବେ

ନୂଆଦିଲ୍ଲୀ – ଅଧିକାଂଶ ଲୋକ ନିଜ ଆଲମାରୀରେ ଲୁଗାପଟା ସହ ଦରକାରୀ କାଗଜ ପତ୍ର ରଖି ଥାଆନ୍ତି । କେହି କେହି ନିଜର ମୂଲ୍ୟବାନ ଜିନିଷ ବି ଆଲମାରୀରେ ରଖନ୍ତି । ଏବେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିଲେ ଏକ…
Read More...

ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍‌ ୟୁନିଭରସିଟି (ବିଜିୟୁ) ରେ ବିର୍ଲା ସ୍କୁଲ ଅଫ୍ ଆପ୍ଲାଏଡ୍‌ ସାଇନ୍ସ, ତରଫରୁ ଫେବୃଆରୀ ୨୮ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି। ଏଥିରେ ବୈଜ୍ଞାନିକ, ଗବେଷଣାକାରୀ, ଶିକ୍ଷାବିତ୍,…
Read More...

ବେଦାନ୍ତ ଆଲୁମିନିୟମର “ଜୀବିକା ସମୃଦ୍ଧି ପ୍ରକଳ୍ପ” ଝାରସୁଗୁଡ଼ାରେ ସ୍ମାର୍ଟ କୃଷି ଉଦ୍ୟୋଗୀଙ୍କ ଆର୍ଥିକ…

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମର କୃଷି ଭିତ୍ତିକ ସ୍ଥାୟୀ ଜୀବିକା ଅଭିଯାନ 'ଜୀବିକା ସମୃଦ୍ଧି ପ୍ରକଳ୍ପ' ଝାରସୁଗୁଡ଼ା ଜିଲ୍ଲାର କୃଷକମାନଙ୍କ ମଧ୍ୟରେ ପରିବର୍ତ୍ତନର କାହାଣୀକୁ ବଖାଣିଛି । ପ୍ରାରମ୍ଭିକ ଭାବେ କୃଷି…
Read More...

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭାରତରେ ପ୍ରଥମ ବ୍ୟାପକ ପଶୁ ଉଦ୍ଧାର, ଯତ୍ନ, ସଂରକ୍ଷଣ ଓ ଥଇଥାନ କାର୍ଯ୍ୟକ୍ରମ…

ଜାମନଗର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ 'ବନତାରା' (ଜଙ୍ଗଲର ତାରା) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଉଭୟ ଭାରତ ଓ ବିଦେଶରେ ଆହତ, ଉତ୍ପୀଡ଼ନର ଶିକାର ଏବଂ ଭୟରେ ଥିବା…
Read More...

ଜେଏସଡବ୍ଲୁ ଫାଉଣ୍ଡେସନ ତରଫରୁ ଧୁବେନଛାପଲ ଗ୍ରାମରେ ଖୋଲା ଶୌଚ ଓ ଆବର୍ଜନା ମୁକ୍ତ ସମାରୋହ

ସମ୍ବଲପୁର -ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁବେନଛାପଲ ଗ୍ରାମର ଗୌନ୍ତିଆପଡ଼ା ଓ ପାଉଲେପଡ଼ା ଗ୍ରାମର କଲ୍ୟାଣ ଦିଗରେ "ଖୋଲା ଶୌଚ ଓ ଆବର୍ଜନା ମୁକ୍ତ” ମାନ୍ୟତା ସହିତ ବର୍ଜ୍ୟବସ୍ତୁ…
Read More...

ଏ.ଓ.ଜି.ବି.ଓ ,ଓ.ଜି.ବି.ଇ.ଏ ଏବଂ ଓ.ଜି.ବି.ଆର.ଏର ଧର୍ମଘଟ

ଭୁବନେଶ୍ୱର- ଅଲଇଣ୍ଡିଆ ରିଜିଓନାଲ୍‌ ରୁରାଲ ବ୍ୟାଙ୍କ୍ ଏମ୍ପ୍ଲୟୀସ୍ ଆସୋସିଏସନ୍ (ଏ.ଆଇ.ଆର.ଆର.ବି.ଇ.ଏ) ତରଫରୁ ସର୍ବଭାରତୀୟ ସ୍ତରରେ ତା:୨୩/୦୨/୨୪ ରେ ବିଭିନ୍ନ ଦାବିନେଇ ଧର୍ମଘଟ କରାଯାଇଥିଲା । ଆଇ.ଆର.ଆର.ବି.ଇ.ଏ…
Read More...

ସନ୍ଦେଶଖାଲି ଘଟଣାରେ ମମତାଙ୍କ ସରକାରଙ୍କୁ ଭର୍ସନା- ଶାହାଜହାଁକୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ

କୋଲକତା- ସନ୍ଦେଶଖାଲିରେ ହିନ୍ଦୁ ମହିଳାମାନଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରାଯିବା ଅଭିଯୋଗରେ ତୃଣମୂଳର ବାହୁବଳୀ ନେତା ଶାହାଜାହାଁ ଶେଖକୁ ତୁରନ୍ତ ଗିରଫ କରିବା ପାଇଁ ମମତା ବାନାର୍ଜୀଙ୍କ ସରକାରଙ୍କୁ କୋଲକାତା…
Read More...

ନୂଆ ମ୍ୟୁଜିକ୍‌ ଭିଡିଓରେ ନବୀନ ଓଡ଼ିଶା ଓ ଭିଜନ ୫-ଟି ଅଧୀନରେ ବିକାଶର ପ୍ରଶଂସା

ଭୁବନେଶ୍ୱର, : ଦଳଗତ କାର୍ଯ୍ୟ, ପାରଦର୍ଶିତା, ପ୍ରଯୁକ୍ତିବିଦ୍ୟା, ସମୟ ଓ ରୂପାନ୍ତରଣକୁ ନେଇ ଦୂରଦର୍ଶୀ ୫-ଟି ଅଭିଯାନ ଦ୍ୱାରା ପରିଚାଳିତ ଏକ ପରିବର୍ତନମୂଳକ ଯାତ୍ରା ଆରମ୍ଭ କରି ଓଡ଼ିଶା ଏକ ବଡ଼ ପରିବର୍ତନ ଓ ବିକାଶର…
Read More...

ଦେଖନ୍ତୁ ଭିଡିଓ- ଡାକ୍ତର ରୋଗୀ ନାକରୁ କାଢିଲେ ୧୫୦ ଜୀବିତ ପୋକ

ଫ୍ଲୋରିଡା - ବେଳେ ବେଳେ ମଣିଷ ଶରୀରରେ ବିଭିନ୍ନ କୀଟ ଏବଂ ପୋକ ବଂଶ ବୃଦ୍ଧି କରିଥାଆନ୍ତି । ଏମାନଙ୍କ ମଧ୍ୟରେ ଅନେକ ପରଜୀବୀ ଅଛନ୍ତି । କୃମି ମଧ୍ୟ ଏକ ପରଜୀବୀ । ମାତ୍ର ବେଳେ ବେଳେ ଅନେକ କୀଟ ଏବଂ ପୋକ ମଣିଷ ଶରୀରରେ…
Read More...

ରହସ୍ୟମୟ ଅଜବ ଗାଁ , ହଠାତ୍‌ ରାସ୍ତାରେ ଲୋକଙ୍କ ସହ ହୁଏ ଏପରି

ନୂଆଦିଲ୍ଲୀ - ବିଶ୍ୱରେ ଅନେକ ଅଜବ ସ୍ଥାନ ରହିଛି । ଏପରି ଏକ ଗାଁ ରହିଛି ଯେଉଁଠାରେ ସେଠାକାର ଲୋକମାନେ ଚାଲୁ ଚାଲୁ ହଠାତ୍‌ ଗଭୀର ନିଦରେ ଶୋଇ ପଡନ୍ତି । ଏମାନେ ରାସ୍ତାରେ କାମ କରୁଥିବା ସ୍ଥାନରେ ଯେଉଁଠାରେ ପାଆନ୍ତି…
Read More...

ବିଭିନ୍ନ ଦାବି ନେଇ ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ (ଏଓଜିବିଓ) ତରଫରୁ ଧର୍ମଘଟ ଡାକରା

ଭୁବନେଶ୍ୱର- ଆସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ବିଭିନ୍ନ ଦାବି ନେଇ ଧର୍ମଘଟ କରିବେ । ଅଲ ଇଣ୍ଡିଆ ରିଜିଓନାଲ ରୁରାଲ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନର ଆହ୍ୱାନକ୍ରମେ ସମସ୍ତ ଗ୍ରାମ୍ୟ ବ୍ୟାଙ୍କର ଅଫିସର୍ସ,…
Read More...

କୋଭିଡ୍‌ ୧୯ ହୋଇଥିବା ବେଳେ ଆୟୁର୍ବେଦିକ ଔଷଧ ଖାଇ ଶୀଘ୍ର ଠିକ୍‌ ହୋଇଥିଲେ ପ୍ରଧାନବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ - କୋଭିଡ୍‌ ୧୯ ହୋଇଥିବା ବେଳେ ଆୟୁର୍ବେଦିକ ଔଷଧ ଖାଇ ଶୀଘ୍ର ଭଲ ହୋଇଥିବା କଥା ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ କହିଛନ୍ତି । ତାଙ୍କୁ କୋଭିଡ୍‌ ହୋଇଥିବା ବେଳେ ସେ ଆୟୁଷରୁ ଔଷଧ…
Read More...

କବର ଦେବା ବେଳକୁ କଫିନରୁ ହସିକରି ବାହରିଲେ ମୃତ ବ୍ୟକ୍ତି – କବର ଦେଉଥିବା ଲୋକଙ୍କର ଏହି ଅବସ୍ଥା

ନୂଆଦିଲ୍ଲୀ - ମୃତ୍ୟୁ ପରେ ଅନେକ ଲୋକ ହଠାତ୍‌ ଜୀବିତ ହୋଇଯାଇ ଥାଆନ୍ତି । କେହି କେହି ଜୁଇରୁ ତ କେହି କବର ଭିତରୁ ବଞ୍ଚି ଉଠନ୍ତି । ଗତ କିଛି ଦିନ ତଳେ ଓଡିଶାର ବ୍ରହ୍ମପୁର ସହରର ଜଣେ ମୃତ ମହିଳା ଜୁଇ ଉପରୁ ବଞ୍ଚି…
Read More...

ଦେଖନ୍ତୁ ଭିଡିଓ- ୧୩ ବର୍ଷର ବାଳକ ଚଳାଉଥିଲା ସ୍କୁଟି , ବାପାଙ୍କୁ ହେଲା ଦଣ୍ଡ

ଭୁବନେଶ୍ୱର - ୧୬ ବର୍ଷରୁ କମ୍‌ ବୟସ୍କ ପିଲା ସ୍କୁଟର ଚଳାଇପାରିବେ ନାହିଁ । ଗିୟର ଯୁକ୍ତ ଏବଂ ବିହୀନ ଦୁଇ ଚକିଆ ମୋଟର ଯାନ ଚଳାଇବା ଉପରେ କଟକଣା ରହିଛି । ମାତ୍ର ଅନେକ କ୍ଷେତ୍ରରେ ବାପା ମାଆ ଏହାକୁ ଉଲ୍ଲଘଂନ କରି ନିଜ…
Read More...

ବିଡିଏର ଗ୍ରୀନ ଭୁବନେଶ୍ୱର ଭିଜନ : ରାଜଗଡ ପଟିଆ ପାର୍କର ଭୂମିପୂଜା

ଭୁବନେଶ୍ୱର, : ଭୁବନେଶ୍ୱର (ଉତ୍ତର) ର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ରାଜଗଡ଼ ସ୍ଥିତ ପଟିଆ ପାର୍କର ଭୂମିପୂଜା କରିଛନ୍ତି। ଏଥିସହିତ ବିଧାୟକ, ଗାଡ଼କଣ ଠାରେ ଅବସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କର…
Read More...

କାନାଡାର ଅସ୍ତିତ୍ୱ ଶେଷ କରିଦେବୁ – ଏମିତି କାହିଁକି କହିଲେ ଆମେରିକାର ରାଜନୈତିଜ୍ଞ

ନ୍ୟୁୟର୍କ- କାନାଡାରେ ଜଷ୍ଟିନ ଟ୍ରୁଡେଙ୍କ ସରକାର ରହିଛି । ତାଙ୍କ ସରକାର ସାରା ବିଶ୍ୱ ସହ ଶତ୍ରୁତା କରୁଥିବା ଅଭିଯୋଗ ହେଉଛି । ଟ୍ରୁଡେ ଭାରତ ବିରୋଧି । ସବୁ ବେଳେ ସେ ଭାରତ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେବା ସହ…
Read More...

ବ୍ୟାଙ୍କ ଅଫ୍‌ ବରୋଦାକୁ “ଶ୍ରେଷ୍ଠ ଏଆଇ ଓ ଏମଏଲ୍‌ ବ୍ୟାଙ୍କ” ଏବଂ “ବେଷ୍ଟ ଟେକ୍‌ନୋଲୋଜି ଟାଲେଂଟ” ପୁରସ୍କାର

ମୁମ୍ବାଇ, ଫେବୃୟାରୀ : ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ର ୧୯ତମ ବାର୍ଷିକ ବ୍ୟାଙ୍କିଂ ଟେକ୍‌ନୋଲୋଜି ପୁରସ୍କାର ୨୦୨୩ ରେ ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା (ବ୍ୟାଙ୍କ) “ବେଷ୍ଟ ଏଆଇ…
Read More...

ଦାମୀ କମ୍ପାନୀର ପିଜା , ବାନ୍ତି କରିପକାଇବେ କର୍ମଚାରୀଙ୍କ ଏହି ଭିଡିଓ ଦେଖିଲେ

ନୂଆଦିଲ୍ଲୀ - ଡୋମିନସ୍‌ ପିଜା ବେଶ୍‌ ପ୍ରସିଦ୍ଧ । କେବଳ ଡୋମିନସ୍ କାହିଁକି ଆଜି କାଲି ଏନେକ ବିଭିନ୍ନ କମ୍ପାନୀର ପିଜା ବର୍ଗର ସହ ଅନ୍ୟ ଫାଷ୍ଟ ଫୁଡ୍‌ ଖାଇବା ପାଇଁ ପସନ୍ଦ କରୁଛନ୍ତି । ହେଲେ ବେଳେ ବେଳେ ଏହି…
Read More...

ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ ମଧ୍ୟରେ ସହଯୋଗିତା, ଉପକୃତ ହେବେ ୫ ଲକ୍ଷ ଯୁବକଯୁବତୀ

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ମଧ୍ୟରେ ଏକ ସହଯୋଗିତା ସ୍ଥାପନ ହୋଇଛି । ଏଥିରେ ୫ ଲକ୍ଷ ଭାରତୀୟ ଯୁବକଯୁବତୀଙ୍କ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ…
Read More...

ପଞ୍ଚମ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ମହିଳା ଉଦ୍ୟୋଗୀ ସମ୍ମିଳନୀ

ଭୁବନେଶ୍ୱର -ସାରା ଭାରତ ରେ ଆର୍ଥିକ ଅନ୍ତର୍ଭୁକ୍ତି କରଣ ର ରୂପରେଖ ବହୁ ମାତ୍ରାରେ ବେଗଶୀଳ ହେବାରେ ଲାଗିଛି। ଓଡ଼ିଶା ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁବନ୍ଧିତ ମାଇକ୍ରୋ ଫାଇନାନ୍ସ ସଂସ୍ଥା , ବ୍ୟାଙ୍କ୍, ସିଡବି,…
Read More...