୨୯ରୁ ପୁଣି ଚାଲିବ ଐତିହ୍ୟ ପ୍ରକଳ୍ପ କାମ

-ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟ ଆରମ୍ଭ ହେବ -ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଜମି ଅଧିଗ୍ରହଣ -ବିନ୍ଦୁସାଗର ପୁଷ୍କରିଣୀ ପାଇଁ ବୁଝାମଣାପତ୍ର ଶୀଘ୍ର ଭୁବନେଶ୍ବର: ଆସନ୍ତା ୨୯ତାରିଖଠାରୁ ପୁରୀ…
Read More...

୫୮ ବର୍ଷରେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ଶାସ୍ତ୍ରୀଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି। ଟିମ୍‌ ଇଣ୍ଡିଆ…
Read More...

ଲକ୍‌ଡାଉନ୍‌ରେ ଅଭାବୀ ବିକ୍ରି ; ବାଇଗଣ କି​‌ଲେ, ପାନ କଡ଼ାଏରେ ଚାଷୀକୁ ମିଳୁନି ଟଙ୍କାଏ

ଭୁବନେଶ୍ବର: ​କୋଭିଡ-୧୯ ପରିପ୍ରେକ୍ଷୀରେ ଲାଗିଥିବା ଲକ୍‌ଡାଉନ୍‌ ​ଯୋଗୁ ରାଜ୍ୟରେ ପନିପରିବା ବ୍ୟବସାୟ ଘୋର ପ୍ରଭାବିତ ହୋଇଛି। ଚାରିଆଡେ ଏଯାଏ ହାଟ ବଜାରରେ ବେପାର ସମ୍ପୂର୍ଣ୍ଣ ଭାବେ ହୋଇପାରିନାହିଁ । ହୋଟେଲ, ମେସ୍‌…
Read More...

ଷ୍ଟେସନ୍‌ରେ ପ୍ରବାସୀ ଶ୍ରମିକଙ୍କ କରୁଣ ଚିତ୍ର

ମୁଜାଫରପୁର : ପ୍ରବାସୀ ଶ୍ରମିକଙ୍କ ଦୈନ୍ୟର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ରେଳ ଷ୍ଟେସନ୍‌ରେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଚାର ପରେ ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ…
Read More...

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଘରୋଇ ହସ୍ପିଟାଲ କରୋନାର ମାଗଣା ଚିକିତ୍ସା କରିବେନି କାହିଁକି

ନୂଆଦିଲ୍ଲୀ : ମାଗଣାରେ ସରକାରଙ୍କ ଠାରୁ ଜମି ପାଇଥିବା ଘରୋଇ ହସ୍ପିଟାଲଗୁଡିକ କରୋନା ରୋଗୀଙ୍କୁ କାହିଁକି ବିନା ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବେ ନାହିଁ ତାହା ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ…
Read More...

ନିଜ ଅଞ୍ଚଳରେ ପରୀକ୍ଷା ଦେବେ ସିବିଏସଇ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିଜ ସହର ଓ ଗାଁକୁ ଫେରିଯାଇଛନ୍ତି। ଏପରିସ୍ଥିତିରେ ସିବିଏସଇ ଛାତ୍ରଛାତ୍ରୀମାନେ ଯେଉଁଠାରେ ରହିଛନ୍ତି ତା’ର ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା…
Read More...

ଶ୍ରମିକଙ୍କ ପାଇଁ ୭୦ହଜାର ଟଙ୍କାର ଟିକଟ କିଣିଲେ କୃଷକ

ନୂଆଦିଲ୍ଲୀ : ନିଜ ଫାର୍ମରେ ନିୟୋଜିତ ୧୦ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବା ପାଇଁ ଦିଲ୍ଲୀର ଜଣେ ଛତୁ ଚାଷୀ ପନ୍‌ ସିଂହ ୭୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଏହି ଅର୍ଥରେ ଶ୍ରମିକଙ୍କ ପାଇଁ ବିମାନ ଟିକଟ…
Read More...

ଗୁରୁବାର ରାଶିଫଳ (୨୮। ୫।୨୦୨୦ )

ମେଷ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। କେତେକ ଘଟଣାରେ ବାଦାନୁବାଦ ଉପୁଜିପାରେ। ଭ୍ରମଣରେ ବିଳାସ-ବ୍ୟସନରେ ମନ ବଳାଇ ପାରନ୍ତି। ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି।…
Read More...

ଖାଦ୍ୟ ଓ ଜଳ ବିନା ୭୬ବର୍ଷ ବଞ୍ଚିଥିବା ବାବା ପ୍ରହଲ୍ଲାଦ ଜାନିଙ୍କ ପରଲୋକ

ଅହମ୍ମଦାବାଦ : ବିନା ଖାଦ୍ୟ ଓ ପାନୀୟରେ ଦୀର୍ଘ ୭୬ବର୍ଷ ଧରି ବଞ୍ଚିଛନ୍ତି ବୋଲି ଦାବି କରିଆସୁଥିବା ବାବା ପ୍ରହଲ୍ଲାଦ ଜାନିଙ୍କର ମଙ୍ଗଳବାର ଗାନ୍ଧୀନଗର ନିକଟ ଚରଦା ଗ୍ରାମ​ରେ ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ…
Read More...

ସୌନ୍ଦର୍ଯ୍ୟ ଚର୍ଚ୍ଚା ନିମନ୍ତେ ଉପାୟ

କଳା ଦାଗ, ବ୍ରଣ, ତ୍ବଚାରେ ଭାଙ୍ଗ ଇତ୍ୟାଦିରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଯୁବତୀ ଓ ମହିଳାମାନେ ନିୟମିତ ଘରୋଇ ଉପଚାର କରିବା ଉଚିତ। - ଦିନର ଆରମ୍ଭ ଲେମ୍ବୁ ପାଣି ପିଇବାରେ କରିବା ଉଚିତ। - କଞ୍ଚା କ୍ଷୀରରେ ଲୁଣ…
Read More...

ସୁଆଦିଆ ସେଓ ଖିରି

ପର୍ବପର୍ବାଣି ହେଉ କିମ୍ବା ବ୍ରତ, ବିବାହ, ଏସବୁ ଦିନରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟରୁ ଖିରିର ସ୍ଥାନ ସ୍ବତନ୍ତ୍ର। ଖିରିର ସ୍ବାଦ ସମସ୍ତଙ୍କର ପ୍ରିୟ। ଅନେକ ରକମର ଖିରି ମଧ୍ୟରୁ ‘ସେଓ ଖିରି’ ଅନ୍ୟତମ।…
Read More...

ଦେଶର ପ୍ରଭାବଶାଳୀ ବ୍ୟକ୍ତି : ଶୀର୍ଷରେ ମୋଦୀ, ୧୦ମରେ ନବୀନ ଓ ଏକାଦଶରେ ପି.କେ ମିଶ୍ର

ନୂଆଦିଲ୍ଲୀ: ‘ଫେମ୍‌ ଇଣ୍ଡିଆ’ ପତ୍ରିକା ଓ ‘ଏସିଆ ପୋଷ୍ଟ’ ପକ୍ଷରୁ ଦେଶର ଶ୍ରେଷ୍ଠ ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ତାଲିକାର ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଲିକାର…
Read More...

ସାମାଜିକ ଦୂରତା ନିମନ୍ତେ ସଚେତନ କରାଇବ ହାତର ଟ୍ୟାଗ୍

କରୋନା ଭାଇରସ୍ ଭୟାବହତା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇନାହିଁ। ଏହା ସତ୍ତ୍ବେ କେତୋଟି ରାଷ୍ଟ୍ର ସେଠାରେ ଆଭ୍ୟନ୍ତରୀଣ ଚଳାଚଳରେ କଡ଼ାକଡ଼ି ନିୟମକୁ କୋହଳ କରିଦେଇଛନ୍ତି; ନଚେତ୍ ଏହା କାରଣରୁ ଦେଶର ଅର୍ଥନୀତି ଅଧିକ…
Read More...

 ଆଜି ଶ୍ରୀଲିଙ୍ଗରାଜଙ୍କ ବାହାଘର

ଭୁବନେଶ୍ୱର : ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମଙ୍ଗନ ନୀତି ସମ୍ପନ୍ନ ହୋଇଛି। ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପରେ ମହାସୁଆର ସେବକ ମଙ୍ଗନ ହାଣ୍ଡି ପ୍ରସ୍ତୁତ କରିଥିଲେ। ପରେ…
Read More...

ପ୍ରଭାବିତ ହେଉଛି ପର୍ଯ୍ୟଟନ

ନୂଆଦିଲ୍ଲୀ : କିଛି ମାସ ତଳେ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମି ରହୁଥିଲା। ବର୍ତ୍ତମାନର ଦୃଶ୍ୟ କିନ୍ତୁ ବଦଳିଯାଇଛି। ପୁନର୍ବାର କେବେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ, ତାହା ଅନୁମାନ କରିବା କଷ୍ଟକର।…
Read More...

ଏମ୍‌ ନରେଗା ଯୋଜନାରେ ଅନିୟମିତତା ; ଶ୍ରମିକ ବଦଳରେ କାମ କରୁଛି ମେସିନ

ଖଣ୍ଡପଡା : ଖଣ୍ଡପଡା ବ୍ଳକ ଅଧିନ ବନମାଳୀପୁର ପଞ୍ଚାୟତ ବସନ୍ତପୁର ଗ୍ରାମର ବାସନଧୁଆ ପୋଖରୀଠାରୁ ନିକଟସ୍ଥ ବାନ୍ଦରା ସଂରକ୍ଷିତ ଜଙ୍ଗଲକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ…
Read More...

ଚୀନ ସେନାକୁ ଜିନ୍‌ପିଙ୍ଗଙ୍କ ନିର୍ଦେଶ ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଉଭୟ ନିଜର ରଣନୀତି ଆରମ୍ଭ କରିଛନ୍ତି। ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ…
Read More...

କୋହଳ-କଟକଣାର ଦ୍ବନ୍ଦ୍ବ ; ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମ୍ଭାବନା କମ୍‌

କୋଭିଡ୍ - ୧୯ ମହାସଂଗ୍ରାମର ଚତୁର୍ଥ ପର୍ଯ୍ୟାୟ(ଲକଡାଉନ୍ ୪) ଅବଧିରେ ରାଜ୍ୟ ସରକାର କେତେକ କ୍ଷେତ୍ରରେ କଟକଣା କୋହଳ କରି ଜୀବିକା ଅର୍ଜନ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ଉଦ୍ୟମ କରିଛନ୍ତି। ଜୀବିକା ସହିତ ଜୀବନ…
Read More...

ବର୍ଷ ଶେଷକୁ ଓଡ଼ିଶାରେ କ୍ରୀଡ଼ା ପ୍ରତିଯୋଗିତା : କ୍ରୀଡ଼ା ମନ୍ତ୍ରୀ

କଟକ : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚରୁ ସାରା ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ହୋଇଯାଇଛି। ଏବେ ଧିରେଧିରେ କ୍ରୀଡ଼ାବିତ୍‌ମାନେ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ…
Read More...

କରୋନା ପ୍ରଭାବ; ଡିଜିଟାଲ ନିମନ୍ତ୍ରଣ ଓ ନିରାଡମ୍ବରରେ ଆୟୋଜିତ ହେବ ଦେବ ବିବାହ ଉତ୍ସବ 

ସମ୍ବଲପୁର : ଚଳତି ବର୍ଷ ମେ ୨୭ ତାରିଖ ବୁଧବାର ରାତ୍ର ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ଙ୍କର ଲୌକାଚାର ନିତିରେ ବିବାହ ଅନୁଷ୍ଠିତ ହେବ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ…
Read More...

ମୋ ବସରେ‌ କାର୍ଯ୍ୟକାରୀ ହେବ ପୂର୍ବ ପାସ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମଙ୍ଗଳବାରଠାରୁ ଭୁବନେଶ୍ବର ସମେତ କଟକ ଏବଂ ଖୋର୍ଦ୍ଧା ସହରକୁ ‘ମୋ ବସ୍‌’ ଗଡ଼ିଛି। ବସ୍‌ ସେବା ଆରମ୍ଭ ଅବସରରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)…
Read More...

ବ୍ୟବହାର ଦେୟ ଛାଡ଼, ହେଲେ ଶୌଚାଳୟ ଖୋଲିପାରିବ ତ !

ଭୁବନେଶ୍ୱର : ଲୋକେ ମାଗଣାରେ ଶୌଚାଳୟ ବ୍ୟବହାର କରିବେ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ (ଏଚ୍‌ଆଣ୍ଡୟୁଡି) ବିଭାଗ ଘୋଷଣା କରିଛି। ଅଗଷ୍ଟ ୩୧ ଯାଏ ଶୌଚାଳୟ ବ୍ୟବହାରକାରୀ ଦେୟ ଦେବେ ନାହିଁ। ରାଜ୍ୟର ୧୧୪ଟି ପୌରସଂସ୍ଥା…
Read More...

ଅଭିନେତ୍ରୀ ପ୍ରେକ୍ଷା ମେହଟାଙ୍କ ଆତ୍ମହତ୍ୟା

ଇନ୍ଦୋର : ଟେଲିଭିଜନ ଅଭିନେତ୍ରୀ ପ୍ରେକ୍ଷା ମେହଟା (୨୫) ଇନ୍ଦୋରସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବାବେଳେ ମଙ୍ଗଳବାର ସକାଳେ ତାଙ୍କ ବାପା ଏହା ପ୍ରଥମେ ଦେଖିବାକୁ…
Read More...

‘କରୋନା ଭଳି ବହୁ ମହାମାରୀ ଆସିବ’ ; ନିଖୋଜ ‘ବ୍ୟାଟ୍‌ ଓମାନ୍‌’ ଫେରିଲେ

ବେଜିଂ : କରୋନା ଭୂତାଣୁ ଚୀନର ପରୀକ୍ଷାଗାରରେ ସୃଷ୍ଟି ହୋଇନାହିଁ। ଏପରି ବହୁ ଭୟାନକ ଭୂତାଣୁ ରହିଛନ୍ତି; ଯାହା ମଧ୍ୟରୁ କରୋନା ଗୋଟିଏ। ଭବିଷ୍ୟତରେ କରୋନା ଭଳି ବହୁ ମହାମାରୀ ଆସିବାର ଆଶଙ୍କା ରହିଛି ବୋଲି ଚୀନର…
Read More...

ଆଫ୍ରିଦିଙ୍କୁ କାନେରିଆଙ୍କ ସମାଲୋଚନା

କରାଚି : ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ୍‌ ଆଫ୍ରିଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସେହି ଦଳର ପୂର୍ବତନ ଲେଗ୍‌ସ୍ପିନର ଦାନିସ୍ କାନେରିଆ। କିଛିଦିନ ତଳେ ଆଫ୍ରିଦି ପାକ୍‌ ଅଧିକୃତ କାଶ୍ମୀର ଗସ୍ତ ସମୟରେ…
Read More...

ଓଡ଼ିଶା କୃଷିକୁ ପଙ୍ଗପାଳ ଆକ୍ରମଣ ଭୟ

ଭୁବନେଶ୍ବର : ପାକିସ୍ତାନ ପଟରୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଦଳ ଦଳ ହୋଇ ମାଡ଼ିଆସୁଛନ୍ତି। ଫସଲ ଖାଇଯାଉଥିବା ଏହି କୀଟ ରାଜସ୍ଥାନରେ ବ୍ୟାପକ ନଷ୍ଟ କରିବା ପରେ ଏବେ ମଧ୍ୟପ୍ରଦେଶରେ ପହଞ୍ଚି ସାରିଲେଣି। ଓଡ଼ିଶା…
Read More...

ପ୍ରବାସୀଙ୍କ ଲାଗି ସରକାରଙ୍କ ରଣନୀତି : ‘କୁଶଳୀ ପାଇବେ ନିଯୁକ୍ତି, ସମୃଦ୍ଧ ହେବ ଓଡ଼ିଶା’

ଭୁବନେଶ୍ବର: ଲକ୍ ଡାଉନ ଯୋଗୁଁ ପ୍ରବାସୀ ଶ୍ରମିକ ଏବେ ଜୀବନ ଜୀବିକାର ମୋହ ଛାଡି ଘରମୁହାଁ ହୋଇଛନ୍ତି। ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍ବାବଲମ୍ବୀ କରିବା ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ପୂର୍ବରୁ…
Read More...

ଡାକ ଲଫାପାରେ ମାସ୍କ ବ୍ୟବହାରର ବାର୍ତ୍ତା

ଭୁବନେଶ୍ବର: ‘କୋଭିଡ଼-୧୯ ବିଶ୍ୱ ମହାମାରୀ’ କୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡ଼ାକ ଲଫାଫା ଓ ଓଡ଼ିଶାର ସୁନାମଧନ୍ୟ ବ୍ୟକ୍ତିଙ୍କୁ ନେଇ ସ୍ୱତନ୍ତ୍ର ୧୦ଟି ପିକ୍ଚର ପୋଷ୍ଟକାର୍ଡ଼କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି…
Read More...

ବୁଧବାର ରାଶିଫଳ ( ୨୭। ୫।୨୦୨୦)

ମେଷ: ପରିଶ୍ରମର ମୂଲ୍ୟ ମିଳିିବ। ଜନବଲ୍ଲଭ ବ୍ୟକ୍ତିଭାବେ ପ୍ରଭାବ ବିସ୍ତାରିତ କରିପାରନ୍ତି। ନୀତି-ନିୟମାନୁସାରେ କାର୍ଯ୍ୟ ସଂପାଦନ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ବୃଷ: କର୍ମ ଚଞ୍ଚଳ…
Read More...

୩କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ; ୧୦ କଲେଜ ପ୍ରତ୍ୟାହାର ହେଲା ସ୍ବୀକୃତି

ଭୁବନେଶ୍ବର : ରାଜ୍ୟରେ ୩ଟି କଲେଜ ବନ୍ଦ ସାଙ୍ଗକୁ ୧୦ଟି କଲେଜର ସ୍ବୀକୃତି ପ୍ରତ୍ୟାହାର ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି। ଏସବୁ କଲେଜରେ ଲଗାତାର ଭାବେ ଦୀର୍ଘ ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ…
Read More...

ଓଟିଡିସି ଆରମ୍ଭ କଲା ରୋଷେଇ ପ୍ରତିଯୋଗିତା: ‘ଆମ ଘର ଆମ ହାଣ୍ଡିଶାଳ’

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ଓ ପ୍ରସାର ସାଙ୍ଗକୁ ଖାଦ୍ୟସାମଗ୍ରୀଗୁଡ଼ିକର ପ୍ରୋତ୍ସାହିତ କରିବା ଆଭିମୁଖ୍ୟ ନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ଏବଂ ଓଡ଼ିଶା ସରକାରଙ୍କ…
Read More...

ହାଇଦ୍ରାବାଦରୁ ସାଇକେଲରେ ଓଡ଼ିଶା ଫେରିଲେ ଦୁଇ ପ୍ରବାସୀ

ପାଟଣା : ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଆଠ ଦିନ କାଳ ସାଇକେଲିଂ କରି ହାଇଦ୍ରାବାଦରୁ ଆସି ସୋମବାର ଅପରାହ୍ନରେ ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ପହଞ୍ଚିଛନ୍ତି ଦୁଇ ପ୍ରବାସୀ ଓଡିଆ ଶ୍ରମଜୀବି। ହାଇଦ୍ରାବାଦ…
Read More...

ସଡ଼କ ସଚେତନତା ପାଇଁ ମା’ର ଦୃଢ଼ ସଂକଳ୍ପ: ପୁଅର ଏକାଦଶାହରେ ଆୟୋଜନ କଲେ ରକ୍ତଦାନ ଶିବିର

ଭୁବନେଶ୍ୱର : ଯୁବାବସ୍ଥାରେ ସଡ଼କ ଦୁର୍ଘଟଣା​‌ରେ​‌ ଚାଲିଗଲା ପୁଅ। ତେବେ ଅନ୍ୟକାହାର ପୁଅ ଯେଭଳି ସଡ଼କ ଦୁର୍ଘଟଣାରେ ପ୍ରାଣ ନ ହରାନ୍ତୁ ସେଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସଂକଳ୍ପ କରିଥିଲେ…
Read More...

ମଦ ପେଟି ବୋହି ନେଲେ ମହିଳା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନିହ୍ନୁଆଁରେ ଥିବା ବିଦେଶୀ ମଦ ଦୋକାନରେ ସୋମବାର ସରକାରୀ ନିର୍ଦ୍ଦେଶନାମା ଅନୁସାରେ ମଦ ବିକ୍ରି ଆରମ୍ଭ ହେଉଥିଲା। ପରେ ଗରମ ଯୋଗୁ ମଦ ପେଟି ଗୁଡିକୁ…
Read More...

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବାଇକ- ୨ ମୃତ

ଖଡିଆଳ : ଖଡିଆଳ-କଣ୍ଟାବାଞ୍ଜି ୩୫୩ ନଂ ଜାତୀୟ ରାଜପଥର ପଦମପୁର ଛକ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇଛି। ଏଥିରେ  ୨ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ବାଇକ…
Read More...

ଅନ୍ତରୀଣ କମିଟି ଗଠନ ନେଇ ଜିଲା ଓକିଲ ସଂଘରେ ଛକାପଞ୍ଝା

କେନ୍ଦୁଝରଗଡ: ‘ୱାନ ବାର ୱାନ ଭୋଟ’ଆଧାରରେ ଓଡିଶା ରାଜ୍ୟ ବାର କାଉନସିଲ ସହ ଅନୁବନ୍ଧିତ ରାଜ୍ୟର ସମସ୍ତ ଓକିଲ ସଂଘ ୨୦୨୦-୨୧ ବର୍ଷ ପାଇଁ ନିର୍ବାଚନ ବାତିଲ ପରେ ମେ’ ୨୦ ତାରିଖ ସୁଦ୍ଧା ଅନ୍ତରୀଣ କମିଟି ଗଠନ ସହ ରିପୋର୍ଟ…
Read More...

ଆସନ୍ତାକାଲିଠାରୁ ୭ଟି ରୁଟରେ ଚାଲିବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ୭ଟି ରୁଟରେ ମୋ ବସ୍ ଚାଲିବ। ଏହି ୭ଟି ରୁଟରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଏହି ୭ଟି ରୁଟ ହେଲା, ଏୟାରପୋର୍ଟ-ସିଡିଏ,…
Read More...

କରୋନା ମୁକାବିଲା ନେଇ ସରକାର ହାତ ଟେକିଦେଲେ ; ବର୍ତ୍ତମାନ ଜଗନ୍ନାଥ ହିଁ ଭରସା – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ବର୍ତ୍ତମାନ ଓଡିଶାର ସ୍ଥିତିକୁ ଦେଖି ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି । ସରକାର କିଭଳି  ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ମୁଁ କିଛି ବୁଝି ପାରୁନି ବୋଲି ପିସିସି ସଭାପତି ନିରଞ୍ଜନ…
Read More...

ଜୁନାଗଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ : କରୋନା ସନ୍ଦେହ

କଳାହାଣ୍ଡି  : କଳାହାଣ୍ଡି ଜିଲାରେ ସୋମବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ  କରୋନା ଆକ୍ରାନ୍ତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ଜୁନାଗଡ଼ ବ୍ଲକର…
Read More...

ସମନ୍ୱୟର ଅଭାବ ; ଝାଡଖଣ୍ଡରେ ଓହ୍ଲାଇଲେ ଓଡିଆ ପ୍ରବାସୀ ଶ୍ରମିକ

ରାଉରକେଲା :  ଓଡିଶାର ଶ୍ରମିକମାନଙ୍କୁ ଝରସୁଗୁଡା କିମ୍ବା ରାଉରକେଲାରେ ଓହ୍ଲାଇବା ପାଇଁ ଅନୁମତି ମିଳି ନ ଥିବାରୁ ସେମାନେ ସେହି ଟ୍ରେନରେ ବୋକାରୋ  ପର୍ଯ୍ୟନ୍ତ ଯିବାକୁ ବାଧ୍ୟ ହୋଇଛନ୍ତି । ଷ୍ଟେସନରେ ଅବ୍ୟବସ୍ଥା ଓ…
Read More...

ରାସ୍ତା ନ ଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ : ଭାରରେ ଦେଢ କିମି ବୁହା ହେଲେ ଗର୍ଭବତୀ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ସୋମବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ରାସ୍ତା ନ ଥିବା କାରଣରୁ ଗାଁକୁ…
Read More...

ଏକାକୀ ବିମାନରେ ଯାତ୍ରାକଲା ୫ବର୍ଷର ସାହସୀ ଶିଶୁ ; ୩ମାସ ପରେ ଦେଖିଲା ମାଆକୁ

ନୂଆଦିଲ୍ଲୀ : ସାଧାରଣତଃ ଛୋଟ ଛୁଆମାନେ ଘରୁ କୁଆଡେ ଏକା ଯିବାକୁ ଡରିଥାନ୍ତି ନ ହେଲେ ଘରଲୋକେ ଛାଡିବାକୁ ଦେଇ ନ ଥାନ୍ତି। ହେଲେ ଦୀର୍ଘ ଦିନ ବ୍ୟବଧାନେରେ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଛି। ଏହି ସମୟରେ ହଠାତ ଏମିତି…
Read More...

ରାଜ୍ୟ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ୯୯ କରୋନା ରୋଗୀ, ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର।  ସୋମବାର ରାଜ୍ୟରେ ଆଉ ୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ହୋଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ …
Read More...

ଖୁବ ଶୀଘ୍ର ବଜାର ପ୍ରବେଶ କରିବ ଆସସର ଦୁଇ ନୂତନ ସ୍ମାର୍ଟଫୋନ- ରଗ୍ ଫୋନ୍- ୩, ଜେନଫୋନ୍ – ୭

ନୂଆଦିଲ୍ଲୀ : ତାଇୱାନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆସସ୍ ଗତ କିଛି ମାସ ଧରି କୌଣସି ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରି ନାହିଁ। କିନ୍ତୁ ବର୍ତ୍ତମାନ କମ୍ପାନୀ ଜୁଲାଇରେ ଦୁଇଟି ନୂତନ ସ୍ମାର୍ଟଫୋନ୍ ରଗ୍ ଫୋନ୍- ୩ ଏବଂ…
Read More...

କୃଷିକ୍ଷେତ୍ରରରେ ନିଷେଧ ହେଲା ୨୭ ପ୍ରକାର କୀଟନାଶକ

ପାଟଣା : ଡେରିରେ ହେଉପଛେ ଦେଶରେ କୃଷି କ୍ଷେତ୍ରରେ ବ୍ୟାପକ ଓ ଉତ୍କଟ କୀଟନାଶକ ପ୍ରୟୋଗ ଏବଂ ବହୁଳ ବ୍ୟବହାର କିଭଳି ଦୂରାରୋଗ୍ୟ ରୋଗକୁ ନିମନ୍ତ୍ରଣ କରୁଛି ତାହାକୁ ହୃଦୟଙ୍ଗମ କରିଛନ୍ତି ଭାରତ ସରକାରଙ୍କ କୃଷି ଓ କୃଷକ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୨ ମାମଲା, ୧୨ ଗିରଫ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୨ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି…
Read More...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଏକାଦଶାହ ଉପଲକ୍ଷେ ‘ଦୀପଦାନ’ ଓ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ବର : ଓଡ଼ିଶା ସେଣ୍ଟର ଅଫ୍‌ ମହାବୋଦ୍ଧି ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ତଥା କଳିଙ୍ଗ ଫାଉଣ୍ଡେସନର ଅଧ୍ୟକ୍ଷ ସ୍ୱର୍ଗତ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ…
Read More...

ଦୃର୍ଗାଦାଶପୁର ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦ୍‍ଘାଟିତ

ପିପିଲି : ପିପିଲି ବ୍ଲକ ଅଧିନସ୍ଥ ଦୃର୍ଗାଦାଶପୁର ସେବା ସମବାୟ ସମିତି ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦ୍‍ଘାଟିତ ହୋଇଯାଇଛି। ଏହି ମଣ୍ଡିରେ କ୍ୱିଣ୍ଟାଲ ପିଛା ୧୮୧୫ଟଙ୍କା ଦରରେ ମୋଟ୍‍ ୧୭୬ଜଣ…
Read More...

ବିଦେଶୀ ମଦ ଜବତ ; ୨ ଗିରଫ

ପିପିଲି : ମହାମାରୀ କରୋନା ଲକ୍‍ଡାଉନ୍‍ ସମୟରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ପିପିଲି ପୁଲିସ ଶନିବାର ବିଳମ୍ବିତ ରାତିରେ ସାତଶଙ୍ଖ ଅଞ୍ଚଳରେ ଚଢାଉ କରି ଦୁଇଜଣ ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ…
Read More...

ନୂଆପଡାରେ ପ୍ରଥମ କରୋନା ପୋଜିଟିଭ ଚିହ୍ନଟ ପରେ ସାନମହେଶ୍ୱର ପଞ୍ଚାୟତକୁ ୪୮ ଘଣ୍ଟିଆ ସଟ୍‍ଡାଉନ

ଖଡିଆଳ : ନୂଆପଡା ଜିଲାରେ ପ୍ରଥମ କରୋନା ପୋଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲାର ଖଡିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ପଞ୍ଚୟତର ଝୋଲପଥର ଗ୍ରାମର ପ୍ରବାସୀ ଓଡିଆ ଶ୍ରମିକଙ୍କ ଠାରୁ ଜିଲାର ପ୍ରଥମ କୋଭିଡ-୧୯ ପୋଜିଟିଭ…
Read More...

ଶ୍ଵଶୁର ଘର ଗ୍ରାମରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ; ହତ୍ୟା ଅଭିଯୋଗ ଆଣିଲେ ଦ୍ୱିତୀୟ ପତ୍ନୀ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ଚରେ ମାଝି ନାମକ ଜଣେ ଯୁବକଙ୍କୁ ଶଶୁର ଘର କଙ୍ଗଡାହାଡ ଥାନା ଖରଖରି ଗ୍ରାମରେ ହତ୍ୟା କରାଯାଇଥିବା ଘଟଗାଁ ଥାନାରେ ଅଭିଯୋଗ ହୋଇଛି । ମୃତ ଚରେ…
Read More...

ଟ୍ରେନ ଚେନ ଟାଣି ଖସି ପଳାଇଥିବା ପ୍ରବାସୀଙ୍କୁ କାବୁ କଲା ପୁଲିସ  

ଛତ୍ରପୁର : ହାଇଦ୍ରାବାଦରୁ ଟ୍ରେନ ଯୋଗେ ଖୋର୍ଦ୍ଧା ଆସୁଥିବା ପ୍ରବାସୀ ଛତ୍ରପୁର ନିକଟ ବାଲିବଗଡ଼ ରାସ୍ତାରେ ଟ୍ରେନ ଚେନ ଟାଣି ଖସି ପଳାଇଥିବା କିଛି ପ୍ରବାସୀଙ୍କୁ ପୁଲିସି ଧରିବାରେ ସଫଳ ହୋଇଛି। ସୁଚନା ଅନୁଯାୟୀ,…
Read More...

ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରବାସୀ ମହିଳାଙ୍କ ପ୍ରସବ

ଟିଟିଲାଗଡ଼ : ସାରାଦେଶରେ ଲକଡାଉନ ଚାଲିଥିବା ବେଳେ କିଛି ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ବଲାଙ୍ଗୀର ଜିଲା ଟିଟଲାଗଡ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ରବିବାର ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ ଜନ୍ମ…
Read More...

ଧଳା ହୀରାର କଳାବଜାର ; ଭୂଇଁରେ ଲୋଟୁଛି ଚାଷୀର ଭାଗ୍ୟ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଧଳା ହୀରା କୁହାଯାଉଥିବା କପା ଚାଷକୁ ଚାଷୀମାନେ ବିଶେଷ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ କପା ମଞ୍ଜିକୁ ନେଇ କଳା ବେପାର ଆରମ୍ଭ ହୋଇଛି। ଯାହା ଫଳରେ ଚାଷୀ ନାହିଁ ନଥିବା ଅସୁବିଧାରେ…
Read More...

‘ସମାଜ’ ପ୍ରଭାବ : ହିତାଧିକାରୀଙ୍କୁ ମିଳିଲା ଉଜ୍ଜ୍ୱଳା

ବଲାଙ୍ଗୀର :ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବଲାଙ୍ଗୀର ଜିଲାରେ ବ୍ୟାପକ ହେରଫେର ହୋଇଥିବା ନେଇ ‘ସମାଜ’ରେ ବାରମ୍ବାର ଖବର ପ୍ରକାଶିତ ହୋଇ ଆସୁଥିଲା। ଖବର ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଉଥିଲା ତନାଘନା। ନିଜକୁ…
Read More...

‘ଅମ୍ପନ’ ଉଜାଡ଼ିଲା ଖରାଟିଆ ଚାଷ

ବଡ଼ସାହି : ବଙ୍ଗୋପସାଗରରୁ ସୃଷ୍ଟି ମହାବାତ୍ୟା ‘ଅମ୍ପନ’ ବିତ୍ପାତ ପାଇଁ ମୟୁରଭଞ୍ଜ ଜିଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ଖରାଟିଆ ଚାଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲା କୃଷି ଉପନିର୍ଦେଶକ ଦାମୋଦର ସେଠୀଙ୍କ ସୂଚନା…
Read More...

୫ ବର୍ଷର ଶିଶୁପୁତ୍ରକୁ କରୋନା

ଝାରସୁଗୁଡା : ଝାରସୁଗୁଡା ଜିଲାରେ ଶୁକ୍ରବାର ଜଣେ ୫ ବର୍ଷର ଶିଶୁପୁତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଉକ୍ତ ଶିଶୁପୁତ୍ର ଜଣଙ୍କ ହେଲେ ମଙ୍ଗଳ ବଜାରର। ବାହାର ରାଜ୍ୟରୁ ଆସି ପରିବାର ସହ ହୋମ କ୍ବାରେଣ୍ଟାଇନରେ…
Read More...

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ବର : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଏବଂ ରିସର୍ଚ୍ଚ ପ୍ରୋଗ୍ରାମରେ ନାମଲେଖା ପାଇଁ ଅନଲାଇନ ଆବେଦନ ଦାଖଲ କରିବାର ଶେଷ ତାରିଖ ଜୁନ ୬କୁ ବୃଦ୍ଧି କରାଯାଇଛି। ସାରା…
Read More...

ଜିଓରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ଏବଂ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଭାବେ ପରିଚିତ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଶୁକ୍ରବାର ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରତିଷ୍ଠିତ…
Read More...

ସମସ୍ତ ଶିକ୍ଷାନୁଷ୍ଠାନର ଚାରିମାସ ଫି-ଛାଡ କରିବାକୁ ଛାତ୍ର କଂଗ୍ରେସର ଦାବି

ଭୁବନେଶ୍ବର : କରୋନା ମହାମାରୀ ଦ୍ଵାରା ଶିକ୍ଷା ବ୍ୟବସ୍ଥା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସମେତ ସାରା ଦେଶରେ ଆର୍ଥିକ ମାନ୍ଦା ଅବସ୍ଥା ଦେଖା ଦେଇଅଛି । ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ…
Read More...

ଓଡ଼ିଶାର ବାତ୍ୟା ‘ଅମ୍ପନ’ ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ବାୟୁସେନାର ସ୍ବତନ୍ତ୍ର ବିମାନରେ ଶୁକ୍ରବାର ଭୁବନେଶ୍ବର ଏାୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ…
Read More...

‘ଅମ୍ପନ’ ଜନିତ ବିଦ୍ୟୁତ୍ କ୍ଷତିଗ୍ରସ୍ତ ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ଅମ୍ପନ’ଜନିତ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଭିତ୍ତିଭୂମି ପୁନରୁଦ୍ଧାର ସମ୍ୱନ୍ଧରେ ମାନ୍ୟବର ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେସିଂ ଜରିଆରେ ଗୁରୁବାର ଏକ…
Read More...

ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ବୈଜୟନ୍ତ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ‘ଅମ୍ପନ’ ପ୍ରଭାବିତ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଛନ୍ତି। ସେ ସକାଳେ କେନ୍ଦ୍ରାପଡ଼ାର ଉପକୂଳ ଅଞ୍ଚଳ ରାଜନଗର ବ୍ଲକରେ ପହଞ୍ଚି…
Read More...

ଆଉ ସଙ୍ଗରୋଧ କେନ୍ଦ୍ରରେ ନାହିଁ ଶଯ୍ୟା ; ୧୪୪ ଧାରା ଜାରି କଲେ ଲୁଥୁରବନ୍ଧ ସରପଞ୍ଚ

ଟିଟିଲାଗଡ଼ : ସମ୍ପ୍ରତି ଟିଟିଲାଗଡ ବ୍ଲକ ଅଞ୍ଚଳକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟୁଛି। ଏନେଇ ଅନେକ କେନ୍ଦ୍ରରେ ଧାର୍ଯ୍ୟ ଶଯ୍ୟା ସଂଖ୍ୟା ପୁରଣ ହୋଇଛି। ଏପରିପ୍ରେକ୍ଷୀରେ ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ଦେଖାଶୁଣା…
Read More...

ପିପିଲିରେ ଆତଙ୍କବାଦ ବିରୋଧି ଦିବସ

ପିପିଲି: ପିପିଲିରେ ଗୁରୁବାର ଆତଙ୍କବାଦ ବିରୋଧି ଦିବସ ପାଳିତ ହୋଇଯାଇଛି। ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ପିପିଲି ଥାନା ପରିସରରେ ପୁଲିସ ପକ୍ଷରୁ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଶପଥ ପାଠ…
Read More...

ରାଉରକେଲାରେ ଟ୍ରେନ ଯୋଗେ ପହଞ୍ଚିଲେ ପ୍ରବାସୀ

ରାଉରକେଲା : ଆନ୍ଧ୍ରପ୍ରଦେଶର ତିରୁଭିଲା ଷ୍ଟେସନରୁ ଗତକାଲି କୋଭିଡ଼ -୧୯ ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଗୁରୁବାର ସନ୍ଧ୍ୟାରେ ଆସି ରାଉରକେଲା ଷ୍ଟେସନରେ ପହଞ୍ଚିଛି । ମୋଟ ୫୯ ଜଣ…
Read More...

ସମବାୟ ଫସଲ ଋଣ ପରିମାଣ ୯ହଜାର କୋଟିକୁ ବୃଦ୍ଧି

ଭୁବନେଶ୍ବର: କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଖରିଫ୍‌ ଋତୁରେ ପୂର୍ବରୁ ଧାର୍ଯ୍ୟ ସମବାୟ ଫସଲ ଋଣ ପରିମାଣକୁ ୭୫୦୦ କୋଟି ଟଙ୍କାରୁ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀ,…
Read More...

ଓଡ଼ିଶା ଫେରିଲେ ୨,୧୪,୩୭୩ ପ୍ରବାସୀ: ବାହାର ରାଜ୍ୟକୁ ଗଲେ ୨୬, ୬୧୧ ଅତିଥି ଶ୍ରମିକ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ୨,୧୪,୩୭୩ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ଅପରପକ୍ଷରେ ଓଡ଼ିଶାରେ ଥିବା ୨୬,୬୧୧ଜଣ ପ୍ରବାସୀ ସେମାନଙ୍କ ରାଜ୍ୟକୁ ପଠାଇଦିଆଯାଇଛି। ରାଜ୍ୟ…
Read More...

ବାତ୍ୟା ଅମ୍ପନ ଦେଇଗଲା ଦୁଃଖ; ଶହଶହ ଏକର ଚାଷଜମିରେ ମାଡିଗଲା ଲୁଣାପାଣି

ଆରଡି : ସାମୁଦ୍ରିକ ଝଡ ଅମ୍ପନ ସ୍ଥଳଭାଗ ଛୁଇଁବା ପୂର୍ବରୁ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ବାଭେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ତେନ୍ତୁଲିଡିହ ଓ ଓଳଗ ପଞ୍ଚାୟତରେ ରଚିଥିଲା ତାଣ୍ଡବ। ଯାହାର ପ୍ରଭାବରେ ଝଡବର୍ଷା…
Read More...

ଚଢାଦରରେ ବିକ୍ରି ହେଉଛି କିରାସିନି

ବଙ୍ଗୋମୁଣ୍ଡା:  କରୋନା ମହାମାରୀ ଯୋଗୁ ସାରା ଦେଶ ଲକଡାଉନ ରେ ରହିଥିବା ବେଳେ ସରକାର ରାସନକାର୍ଡ ହିତାଧିକାରୀଙ୍କୁ ୩ ମାସର ଚାଉଳ, କିରାସିନି ଏକକାଳୀନ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଅନେକ ପଞ୍ଚାୟତରେ ଏକକାଳୀନ ୩…
Read More...

ମେ’ ୨୬ରୁ ମାଟ୍ରିକ ଖାତା ଦେଖା

ଭୁବନେଶ୍ବର : ମାଟ୍ରିକ ଖାତା ଦେଖାନେଇ ଗୁରୁବାର ରାଜ୍ୟସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାତାଦେଖା ପ୍ରକ୍ରିୟାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ। ମେ ୨୬ରୁ ମାଟ୍ରିକ ଖାତା ମୂଲ୍ୟାୟନ…
Read More...

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୨୯ତମ ବଳିଦାନ ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ଭାରତରତ୍ନ ପୂର୍ବତନ  ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ବଳିଦାନ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ  ପାଳିତ ହୋଇଯାଇଛି। ଏହି…
Read More...

ସ୍ନାନ ପୂର୍ଣ୍ଣିମାକୁ ସବୁଜ ସଙ୍କେତ ; ସର୍ବନିମ୍ନ ସେବାୟତରେ ସ୍ନାନ ପୂର୍ଣ୍ଣିମା !

ଭୁବନେଶ୍ବର : ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେବା ନେଇ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସର୍ବନିମ୍ନ ସେବାୟତରେ ସ୍ନାନଯାତ୍ରା କରିବାନେଇ ଆଲୋଚନା ହୋଇଛି। ଆଜି ୧୦ ନିଯୋଗଙ୍କ ସହ…
Read More...

ଜୁନ-୫ ପରେ ନୂଆ ପରୀକ୍ଷା ସୂଚୀ ଜାରି କରିବ ୟୁପିଏସସି

ନୂଆଦିଲ୍ଲୀ : କୋଭିତ- ୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଲାଗୁ ହୋଇଥିବା କଟକଣାର ତୃତୀୟ ପର୍ୟ୍ୟାୟ ପରେ ଉତ୍ପନ୍ନ ହୋଇଥିବା ସ୍ଥିତିର ସମୀକ୍ଷା ଲାଗି ବୁଧବାର କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି)ର ଏକ ସ୍ବତନ୍ତ୍ର…
Read More...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଅଟୋ : ଡ୍ରାଇଭର ମୃତ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଭବାନିପାଟଣା ମୁଖ୍ୟ ରାସ୍ତାର କିଆପଦର ଛକ ନିକଟସ୍ଥ ଏକ ବୁଲାଣିରେ ବୁଧବାର ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିବାରୁ ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ଭଳି ଦୁଃଖଦ…
Read More...

ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର : ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ମଧ୍ୟ ଲକ ଡାଉନ ଚାଲିଛି। ପ୍ରାୟ ଦେଢ଼ ମାସ…
Read More...

ପିପିଲିରେ ଅମ୍ପନର ପ୍ରଭାବ

ପିପିଲି : ସାମୁଦ୍ରିକ ମହାବାତ୍ୟା ଅମ୍ପନ ପ୍ରଭାବରେ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ପିପିଲିରେ ୫୨.୩ ମିଲିମିଟର ବର୍ଷା ହୋଇଥିବା ବେଳେ ୪୫ରୁ ୫୫କିଲୋମିଟର ମଧ୍ୟରେ ପବନ ବହିଛି।…
Read More...

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଦୁର୍ନୀତି : ଗ୍ୟାସ ସଂଯୋଗ ହେଇନି, ଖାତାରେ ପଡୁଛି ଟଙ୍କା

ବଲାଙ୍ଗୀର : ବବିନା ବାରିକ। ନୋମିନି: ଉପେନ୍ଦ୍ର ବାରିକ। ବଲାଙ୍ଗୀରର ଜିଲା ସଦର ବ୍ଲକ ସଦାଇପାଲି ପଞ୍ଚାୟତର ଗନ୍ଧରେଲ ଗାଁରେ ବବିନାଙ୍କ ଘର। କୁଲି, ମଜୁରୀ କରି ଚଳନ୍ତି ତାଙ୍କ ପରିବାର। ସରକାରଙ୍କ ଗରିବ ଶ୍ରେଣୀ…
Read More...

‘ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଙ୍ଗ ଡେ’ ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ‘ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଙ୍ଗ’ର ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ…
Read More...

ଦଲାଲ କବ୍‍ଜାରେ ଆଦିବାସୀଙ୍କ ଜୀବନ ଜୀବିକା

ଲାଞ୍ଜିଗଡ଼ : ଜଙ୍ଗଲରୁ ଚାର, ମହୁଲ, ପଣସ, ସପୁରି ପଣସ, ଆମ୍ବ, ତେନ୍ତୁଳି ସମେତ ଫୁଲଝାଡୁ, ସିଆଳି ପତ୍ର ଆଦି ସଂଗ୍ରହ ଓ ଉତ୍ପାଦନ କରି ବିଶ୍ୱର ଆଦିମ ଜନଜାତି ଭାବେ ପରିଗଣିତ କୁଟିଆ ଓ ଝରଣିଆ କନ୍ଧମାନେ ନିଜର ଜୀବିକା…
Read More...

ସାପକାମୁଡାରେ ମହିଳା ମୃତ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଗଜଡି ଗ୍ରାମରେ ବୁଧବାର ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ଜଣଙ୍କ ହେଲେ କାରିଆ ହାଁସଦାଙ୍କ ପତ୍ନୀ ଯମୁନା । ସୂଚନା ଅନୁଯାୟୀ, ଗତରାତିରେ ଅମ୍ପନ…
Read More...

ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: କଂଗ୍ରେସ

ଭୁବନେଶ୍ୱର: ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶ ଅନୁସାରେ ପ୍ରତ୍ୟେକ ରାଜ୍ୟ କଂଗ୍ରେସ ସଭାପତିମାନେ ନିଜ ରାଜ୍ୟର ଶ୍ରମିକ ଭାଇଭଉଣୀମାନଙ୍କର ରାଜ୍ୟକୁ ଫେରିବା ପାଇଁ ସମସ୍ତ ରେଳ ଭଡା ଖର୍ଚ୍ଚ ବହନ…
Read More...

ଭୁବନେଶ୍ୱରରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ; ମନ୍ଦିର-ମଲ-ଜିମ-ସିନେମା ହଲ ଲାଗି କଟକଣା ବଳବତ୍ତର

ଭୁବନେଶ୍ବର : ଲକଡାଉନର ଚତୁର୍ଥ ପର୍ଯ୍ୟାୟ ମେ ୩୧ ତାରିଖ ଯାଏ ବୃଦ୍ଧିପରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଲକଡାଉନ ୪.୦ରେ କେଉଁ କ୍ଷେତ୍ରକୁ କଟକଣା କୋହଳ…
Read More...

ବାତ୍ୟା ମୁକାବିଲା ପାଇଁ ଶକ୍ତି ମନ୍ତ୍ରୀଙ୍କ ଚତୁର୍ଥସମୀକ୍ଷା ବୈଠକ

ଭୁବନେଶ୍ବର:  ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ର ମୁକାବିଲା ପାଇଁ ମାନ୍ୟବର ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଭିଡି଼ଓ କନଫରେସିଂ ଜରିଆରେ…
Read More...

ମହାବାତ୍ୟା ଅମ୍ଫନ ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ସଂକଟ ପରିଚାଳନା (ଏନସିଏମସି) କମିଟିର ବୈଠକ

ନୂଆଦିଲ୍ଲୀ :  ସାମୁଦ୍ରିକ ଝଡ଼ ଅମ୍ଫନର ପ୍ରସ୍ତୁତି ନେଇ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂକଟ ପରିଚାଳନା କମିଟିର ତୃତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ପାଣିପାଗ ବିଭାଗର ସୂଚନା…
Read More...

‘ଘରେଘରେ ଅରୁଣିମା’: ଉପକୃତ ହେବେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି ଶିଶୁ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଶିଶୁମାନ ଙ୍କ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ବିକାଶ ନିମନ୍ତେ ଉତ୍ସର୍ଗୀକୃତ ରାଜ୍ୟର ୭୨,୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ଏହି କଠିନ ପରିସ୍ଥିତିରେ…
Read More...

ସାମୁଦ୍ରିକ ଢେଉରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ ; ଦୃବଳ ନଦୀବନ୍ଧକୁ ନେଇ ଆତଙ୍କିତ ଚାଷୀକୂଳ

ଆରଡି : ସାମୁଦ୍ରିକ ବାତ୍ୟା ଅମ୍ପନକୁ ନେଇ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସମଗ୍ର ଅଞ୍ଚଳକୁ ହାଇଆର୍ଲଟ ଜାରି କରାଯିବା ସହିତ ଉକ୍ତ ବ୍ଲକରେ ଥିବା ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁ ଓ…
Read More...

ମହାବାତ୍ୟା ଅମ୍ପନ ମୁକାବିଲା: ବ୍ୟାଙ୍କ ଶାଖାଗୁଡ଼ିକରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ରଖିବା ପାଇଁ ନିର୍ଦେଶ

ଭୁବନେଶ୍ୱର: ମହାବାତ୍ୟା ଅମ୍ପନ ଓଡ଼ିଶାର ଉପକୂଳବର୍ତ୍ତୀ ୧୨ଟି ଜିଲାରେ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଜନସାଧାରଣଙ୍କ…
Read More...

ମା’ବାପାଙ୍କୁ ଭାଙ୍ଗ-ଗୁଡାଖୁ ଦେବାକୁ ଯାଇ ପୁଅ କ୍ବାରେଣ୍ଟାଇନରେ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ସଙ୍ଗରୋଧ କେନ୍ଦ୍ରରେ ଏବେ ୨୧ ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦେବାର୍ଚ୍ଚନ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଫୁଲବାଇ। ସେମାନେ ଲରାସରା…
Read More...

ମଙ୍ଗଳବାର ରାଶିଫଳ ( ୧୯। ୫।୨୦୨୦ )

ମେଷ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଅଯଥା ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଶୁଭଙ୍କର। ଚଞ୍ଚଳମନା ହେବେ। ନୀତି ନିୟମ ମାନି ଚଳିବେ। ଜନବଲ୍ଲଭ ଭାବେ ପ୍ରବଳ ପ୍ରତାପୀ ହେବେ।…
Read More...

ପୁଣି ପ୍ରବାସୀଙ୍କ ବସ ଦୁର୍ଘଟଣାଗ୍ରସ୍ତ ; ୧୦ ଆହତ

କଟକ : ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବସଟି ତାମିଲନାଡୁରୁ ପ୍ରବାସୀ ଶ୍ରମିକଙ୍କୁ ନେଇ…
Read More...

ଜୀବନ ଓ ଜୀବିକାର ପ୍ରଶ୍ନ : ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପଷ୍ଟ ନୀତି ପ୍ରଣୟନ ହେଉ

ମହାମାରୀ, ବ୍ୟାଧି ଜନିତ ମୃତ୍ୟୁସହ ଗୁରୁତର ମାନବିକ ସଂକଟ ସୃଷ୍ଟି କରିଥାଏ। ଏହା ଉଭୟ ଜୀବନ ଓ ଜୀବିକାକୁ ପ୍ରଭାବିତ କରେ। କରୋନା ମହାମାରୀରେ ଭାରତରେ ଏଯାଏ ଯେତେ ଲୋକଙ୍କର ମୃତ୍ୟୁ ଘଟିଛି ତାହା ଦେଶର ବିଶାଳ ଜନସଂଖ୍ୟା…
Read More...

ବାତ୍ୟା ପରେ ବାତ୍ୟା ଆସୁଛି, ଘର ପାଇବାରୁ ବଞ୍ଚିତ ରବି

କଣ୍ଟାପଡ଼ା : ସାମୁଦ୍ରିକ ବାତ୍ୟା ଫଣିକୁ ଯିବାରେ ବର୍ଷେ ବିତିଲା, ପୁଣି ଏବେ ଆସୁଛି ସମ୍ଭାବ୍ୟ ବାତ୍ୟା ଅମ୍ପନ। ଫଣି ବାତ୍ୟାରେ ସମ୍ପୂର୍ଣ୍ଣ ଘରଦ୍ୱାର ହରାଇଥିବା କଣ୍ଟାପଡ଼ା ବ୍ଲକ୍‍ ଅନ୍ତର୍ଗତ ବ୍ରାହ୍ମଣବାଟୀ ପଞ୍ଚାୟତ…
Read More...

ଅସହାୟଙ୍କ ସାଥୀ ୪ ଭିନ୍ନକ୍ଷମ ମହିଳା

ଭୁବନେଶ୍ବର : ନିଜେ ଠିକ୍‌ରେ ଚାଲିପାରୁ ନାହାନ୍ତି। କାହାର ପାଦ ଠିକ୍‌ରେ ପଡ଼ୁନି, କାହାର ହାତ ଠିକ୍‌ରେ କାମ କରୁନି। ପାଖରେ କେହି ସାହା ଭରସା ନାହାନ୍ତି। ଏଭଳି ପରିସ୍ଥିତିରେ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟ…
Read More...

ପ୍ରବାସୀଙ୍କୁ ୨ ମାସ ମାଗଣା ଚାଉଳ

ଭୁବନେଶ୍ବର: କରୋନା ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଆସୁଛନ୍ତି। ସେମାନଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଦୁଇମାସ ପାଇଁ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ବିନାମୂଲ୍ୟରେ…
Read More...

ପ୍ରକାଶ ପାଇଲା ନୂତନ ସାମୁଦ୍ରିକ ଝଡ଼ ତାଲିକା

ନୂଆଦିଲ୍ଲୀ : ବିଭିନ୍ନ ସାଗର ଓ ମହାସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବିଶ୍ୱର ଅନେକ ଦେଶରେ ତାଣ୍ଡବ ଖେଳାଇ ଆସିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଣିଷ ଯେତେ ଅଗ୍ରଗତି କରୁପଛେ ପ୍ରକୃତିଠାରେ…
Read More...

୧୦୬୯ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବଇ :କରୋନା ପ୍ରଭାବ ଅନୁଭୂତ ହୋଇଛି ଘରୋଇ ପୁଞ୍ଜି ବଜାରରେ । ଫଳରେ ଆଜି ଗୋଟିଏ ଦିନର କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ପାଖାପାଖି ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। କୋଭିଡ୍‌-୧୯କୁ…
Read More...

ମଙ୍ଗଳବାର ରାଶିଫଳ ( ୧୯। ୫।୨୦୨୦ )

ମେଷ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଅଯଥା ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଶୁଭଙ୍କର। ଚଞ୍ଚଳମନା ହେବେ। ନୀତି ନିୟମ ମାନି ଚଳିବେ। ଜନବଲ୍ଲଭ ଭାବେ ପ୍ରବଳ ପ୍ରତାପୀ ହେବେ।…
Read More...

ଆତ୍ମଜୀବନୀରେ ଅଭିନୟ ପାଇଁ କୋହଲିଙ୍କ ସର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିିଙ୍କ ଜୀବନୀ ଉପରେ ବଲିଉଡ୍‍ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା କରାଯାଉଛି। ଉକ୍ତ ଚଳଚ୍ଚିତ୍ରରେ ଖୋଦ୍‍ କୋହଲି ଅଭିନୟ କରିବାକୁ ରାଜି ଅଛନ୍ତି। ତେବେ…
Read More...