ସଂସଦର ମୌସୁମୀ ଅଧିବେଶନ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ୧୩ ପୂର୍ବତନ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : କରୋନା ସଂକଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି।  ଅଧିବେଶନର ପ୍ରଥମ ଦିନରେ  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସପ୍ତଦଶ ଲୋକସଭାର ସାଂସଦ ଏଚ୍‍. ବସନ୍ତ କୁମାର,…
Read More...

ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ବିଶିଷ୍ଟ ବ୍ୟକ୍ତିଙ୍କ ପଛରେ ଚୀନ ଚଳାଇଛି ଗୁପ୍ତଚର କାର୍ଯ୍ୟ

ନୁଆଦିଲ୍ଲୀ : ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି। ବିବାଦ ଏଭଳି ରହିଛି ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସମୟରେ ଚୀନ୍‌ର ଆଉ ଏକ  ଘୃଣ୍ୟ କାର୍ଯ୍ୟ ସାମ୍ନା…
Read More...

ପୁଲୱାମାରେ ସେନାବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୁଲୱାମାରେ ରବିବାର ସେନାବାହିନୀର ଏକ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ତେବେ ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ। ଜଣେ ପୋଲିସ…
Read More...

କରୋନା ସଂକଟ ମଧ୍ୟରେ ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : କରୋନା ସଂକଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ଆରମ୍ଭ ହେବ। ଇତି ଧ୍ୟରେ ଲୋକସଭାର ପାଞ୍ଚ ଜଣ ସାଂସଦ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିବେଶନ ଆରମ୍ଭ…
Read More...

ଆଉ ୩୩୬୩ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨କୁ ବୃଦ୍ଧି

ଭୁବନେଶ୍ବର : ରବିବାର ରାଜ୍ୟରୁ ​୩୩୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି…
Read More...

ନୀରବତାର ଅର୍ଥ ନୁହେଁ ଯେ ମୋ ପାଖରେ ଉତ୍ତର ନାହିଁ : ଉଦ୍ଧବ ଠାକରେ

ମୁମ୍ବଇ : ମହାରାଷ୍ଟ୍ର ସରକାର ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଦିନ ନୀରବତା ଭଙ୍ଗ କରି ମୁହଁ ଖୋଲିଛନ୍ତି ଓ ସାଧାରଣ ଜନତାଙ୍କୁ…
Read More...

ଅଜିତ୍‍ ଦାସଙ୍କ ପରଲୋକ ; ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଅଜିତ୍‍ ଦାସଙ୍କ ବିୟୋଗରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ…
Read More...

ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା : ଝିଅ ଭଳି ସେ ମୋ କଥା ଶୁଣିଲେ

ମୁମ୍ବଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶିୟାରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ବୈଠକ ଚାଲିଥିଲା। ଏହି ସମୟରେ…
Read More...

ଗ୍ୟାସ ଭିତ୍ତିକ ଶିଳ୍ପ ଓ ପେଟ୍ରୋ ପ୍ରକଳ୍ପ ବିହାର ସମେତ ପୂର୍ବ ଭାରତର ବିକାଶକୁ ଗତିଶୀଳ କରାଇବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିହାର ବିଧାନ ସଭା ନିର୍ବାଚନ ପୂର୍ବରୁ ବିହାରବାସୀଙ୍କୁ ନିର୍ବାଚନୀ ଭେଟି ସ୍ବରୂପ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲିୟମ୍‍ କ୍ଷେତ୍ରରେ ବିହାରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ରବିବାର…
Read More...

କୋଭିଡ ଆରୋଗ୍ୟ ହାର ୭୭.୮୮% : ମୃତ୍ୟୁସଂଖ୍ୟା ୭୮ ହଜାର ୫୮୬

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୮୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୯୪ ହଜାର ୩୭୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୭ଲକ୍ଷ ଅତିକ୍ରମ କରିଛି।…
Read More...

ନାଓମି ଓସାକାଙ୍କୁ ୟୁଏସ୍‍ ଓପନ ଟେନିସ୍‍ ମହିଳା ସିଙ୍ଗିଲ୍ସ ଟାଇଟଲ

ନ୍ୟୁୟର୍କ : ଜାପାନର ନାଓମି ଓସାକା ୟୁଏସ୍‍ ଓପନ ଟେନିସ୍‍ ମହିଳା ସିଙ୍ଗିଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ରାତିରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ବେଲାରୁଷ୍‍ର ଭିକ୍ଟୋରିଆ ଆଜାରିଙ୍କାଙ୍କୁ  ୧-୬,…
Read More...

ଅରୁଣାଚଳ ପ୍ରଦେଶର ୫ନିଖୋଜ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ପିଏଲ୍‍ଏ

ଇଟାନଗର :  ଚୀନ୍‍ ପିପୁଲ୍ସ ଲିବରେସନ୍‍ ଆର୍ମି ଅରୁଣାଚଳ ପ୍ରଦେଶର ୫ଜଣ ନିଖୋଜ ଯୁବକଙ୍କୁ ଶନିବାର ଭାରତୀୟ  ସେନାବାହିନୀକୁ ହସ୍ତାନ୍ତର କରିଛି। ସେହି ଯୁବକମାନଙ୍କ ନିଖୋଜ ବିଷୟରେ ଖବର ପ୍ରଚାରିତ ହେବା ପରେ…
Read More...

ଆଉ ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ​୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି…
Read More...

ବାଲି ମାଫିଆଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଜାବଡେକର

ନୂଆଦିଲ୍ଲୀ : ବେଆଇନ ବାଲି ଖନନ ଓ ଚାଲାଣ କରୁଥିବା ମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ଓ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼…
Read More...

ସଂକ୍ରମିତଙ୍କ ଠାରୁ ଆରୋଗ୍ୟ ସଂଖ୍ୟା ୩.୮ ଗୁଣ ଅଧିକ : ଦେଶରେ ଆରୋଗ୍ୟ ହାର ୭୭.୭୭%

ନୂଆଦିଲ୍ଲୀ :  ଦେଶରେ କୋବିଡ୍ ଆରୋଗ୍ୟ ହାର ୭୭.୭୭ପ୍ରତିଶତକୁ ବୃଦ୍ଧି ପାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୧ ହଜାର ୫୦୦ରୁ ଊର୍ଦ୍ଧ୍ବ ଲୋକ କୋବିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ ମୋଟ୍‍…
Read More...

ଦେଶର ଗରିବଙ୍କ ସମସ୍ୟା ଦୂର କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ୧୨ହଜାର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ନିର୍ମିତ ହୋଇଥିବା ୧ଲକ୍ଷ ୭୫ ହଜାର ବାସଗୃହକୁ ଆଜି ଉଦ୍‍ଘାଟନ କରିଛନ୍ତି।…
Read More...

ମନ୍ଦିରର ଧନ ସମ୍ପତ୍ତି ଓ ଦାନ ବାକ୍ସଲୁଟ କରିବା ପରେ ମନ୍ଦିରର ୩ ପୂଜକଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲାରେ ଦୁର୍ବୃତ୍ତମାନେ ତିନି ପୂଜକଙ୍କୁ ବୀଭତ୍ସ ଭାବେ ହତ୍ୟା କରି ପ୍ରସିଦ୍ଧ ଅର୍କେଶ୍ବର ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି। ଗୁରୁବାର ରାତିରେ ମନ୍ଦିର ପରିସରରେ ତିନି ପୂଜକ…
Read More...

ଆଉ ୪୦୬୧କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାରକୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ​ରେକର୍ଡ ସଂଖ୍ୟକ  ୪୦୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ୦୬୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଦୁଇ ହଜାର ଛୁଇଁଲା ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନବରଙ୍ଗପୁର : ନବରଙ୍ଗପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଛୁଇଁଛି। ନବରଙ୍ଗପୁର ଜିଲ୍ଲାରୁ ଶୁକ୍ରବାର ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି…
Read More...

ବଲାଙ୍ଗିର : କ୍ରମାଗତ ଭାବେ ଶହେ ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବଲାଙ୍ଗିର : ବଲାଙ୍ଗିର ଜିଲାରେ କ୍ରମାଗତ ଭାବେ ଶତାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତ କିଛି ଦିନ ହେଲା ବଲାଙ୍ଗିର ସହର ସମେତ ଜିଲାର ଅନ୍ୟ ବ୍ଲକ ମାନଙ୍କରେ ସଂକ୍ରମଣ ବୃଦ୍ଧି ପାଇଥିବା ଜିଲା ପ୍ରଶାସନର ଦେଇଥିବା…
Read More...

ରାଉରକେଲାରେ ପିଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ

ରାଉରକେଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଶୁକ୍ରବାର ରାଉରକେଲା ମହାନଗର ନିଗମ ଦ୍ୱାରା ସ୍ଥାନୀୟ ଉଦିତ ନଗର ଥାନା ନିକଟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ସୁବିଧା କେନ୍ଦ୍ର…
Read More...

‘ଜାତୀୟ ଶିକ୍ଷା ନୀତି‘ ନବଭାରତର ଆଶା ଆକାଂକ୍ଷା ଓ ଆବଶ୍ୟକତାକୁ ପୂରଣ କରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷା ନୀତି-୨୦୨୦ ଏକବିଂଶ ଶତାବ୍ଦୀର ଭାରତକୁ ଏକ ନୂତନ ଦିଗ ପ୍ରଦାନ କରିବ। ଶୁକ୍ରବାର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ‘ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ…
Read More...

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୩ଶହ କୋଟି ଟଙ୍କାର ବନ୍ୟା ପ୍ୟାକେଜ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବନ୍ୟା ପ୍ୟାକେଜ ଘୋଷଣା କରିଛନ୍ତି। ଚଳିତ ବର୍ଷ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ସେ ୩ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ୩୩…
Read More...

ଆରୋଗ୍ୟ ହେଲେ ୩୫ ଲକ୍ଷ ୫୦ ହଜାର : ଏକ ମାସରେ ଆରୋଗ୍ୟଙ୍କ ସଂଖ୍ୟା ତିନିଗୁଣ ବୃଦ୍ଧି

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୬୫ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୮୮୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ଦେଶରେ ପ୍ରାୟ ୩୫ ଲକ୍ଷ ୫୦ ହଜାର ଲୋକ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ…
Read More...

ପରେଶ ରାୱଲ ହେଲେ ଏନଏସଡି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଆଯାଇଛି। ସଂସ୍କୃତି ମନ୍ତ୍ରୀ ପ୍ରହଲଦା ସିଂହ ପଟେଲ…
Read More...

କୋଭିଡ୍‍ ଆରୋଗ୍ୟ ସଂଖ୍ୟା ୩୪ ଲକ୍ଷ ୭୧ ହଜାର ; ଆରୋଗ୍ୟ ହାର ୭୭.୭୪%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଆଉ ୭୨ ହଜାର ୯୩୯ ଜଣ ସଂକ୍ରମିତ  ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୪ ଲକ୍ଷ ୭୧ ହଜାର…
Read More...

“ପିଏମ୍‍ ମତ୍ସ୍ୟ ସମ୍ପଦା ଯୋଜନା”ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ବିହାରରେ ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯୪.୫୩ କୋଟି ଟଙ୍କାର ଯୋଜନା ରାଜ୍ୟକୁ  ଉପହାର ଆକାରରେ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ “ପିଏମ୍‍ ମତ୍ସ୍ୟ…
Read More...

କରୋନା ମୁକାବିଲା : ଭାରତର ଉଦ୍ୟମକୁ ଜାତିସଂଘର ବିଭିନ୍ନ ସଂସ୍ଥାର ସମର୍ଥନ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ମିଳିତ ଜାତିସଂଘର ଅନେକ ସଂସ୍ଥା ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ସାମାଜିକ-ଅର୍ଥନୈତି ପ୍ରୟାସକୁ ସମର୍ଥନ କରିଛନ୍ତି।…
Read More...

ଆରଜେଡିକୁ ଝଟକା : ଦଳରୁ ଇସ୍ତଫା ଦେଲେ ରଘୁବଂଶ ପ୍ରସାଦ ସିଂହ

ପାଟନା : ‌ ଅକ୍ଟୋବର-ନଭେମ୍ବର ମାସରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଏକ ବଡ଼ ଧରଣର ଝଟକା ଲାଗିଛି।  ବରିଷ୍ଠ ନେତା ରଘୁବଂଶ…
Read More...

ଜାମ୍ମୁ କାଶ୍ମୀର : ୨ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁପୱାଡା ପୁଲିସ ଗୁରୁବାର ଜୈଶ-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କଠାରୁ…
Read More...

ଆମ ସାର୍ବ​‌ଭୌମତ୍ୱ ଉପରେ ଦୃଷ୍ଟି ପକାଉଥିବା ଲୋକଙ୍କ ପାଇଁ ‘ରାଫେଲ’ ଏକ ଦୃଢ ଜବାବ : ରାଜନାଥ

ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମାରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଗୁରୁବାର ଦିନ ପାଞ୍ଚଟି ‘ରାଫେଲ’ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ସର୍ବପ୍ରଥମେ, ସର୍ବ ଧର୍ମ ପ୍ରାର୍ଥନା ପରେ ତେଜସ୍,…
Read More...

“ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା”ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା”ର ଶୁଭାରମ୍ଭ କରିବେ। ସେ  ‘ଇ-ଗୋପାଲା’ ଆପ୍‍ ର ମଧ୍ୟ ଶୁଭାରମ୍ଭ କରିବେ। ଏହି ଆପ୍‍କୁ କୃଷକ ଓ ଗୋପାଳକମାନେ ସିଧାସଳଖ…
Read More...

ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୭୭ % : ମୃତ୍ୟୁସଂଖ୍ୟା ୭୩ ହଜାର ୮୯୦

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୭୭ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ରାୟ ୩୪ ଲକ୍ଷ ଲୋକ କୋଭିଡ୍‍- ୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୭୪ ହଜାର ୮୯୪ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ…
Read More...

କଳାହାଣ୍ଡି : ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିହତ

ଭବାନୀପାଟଣା : କଳାହାଣ୍ଡି- କନ୍ଧମାଳ ସୀମାରେ ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସର୍କି ଜଙ୍ଗଲରେ ପ୍ରବଳ…
Read More...

ମୁମ୍ବଇ ଆସୁଛନ୍ତି କଙ୍ଗନା : ତାଙ୍କ ବଙ୍ଗଳାରେ ବେଆଇନ ନିର୍ମାଣକୁ ଭାଙ୍ଗିଲା ବିଏମସି

ମୁମ୍ବଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବୁଧବାର ମୁମ୍ବଇ ଆସୁଛନ୍ତି, ଖୁବ କମ୍ ସମୟରେ ସେ ମୁମ୍ବଇରେ ପହଞ୍ଚିବେ। ତେବେ ସେ ମୁମ୍ବଇରେ ପହଞ୍ଚିବା ପୂର୍ବରୁ ବିଏସମି ତାଙ୍କ ବାନ୍ଦ୍ରା ବଙ୍ଗଳାରେ ବେଆଇନ ନିର୍ମାଣକୁ…
Read More...

୧୨ରୁ ଚାଲିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ’ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ରାଜ୍ୟରେ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚାଲିବ। ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…
Read More...

ଆଉ ୧୧କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୫୮୦

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୧୧ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
Read More...

ଆଷ୍ଟ୍ରାଜେନେକା କରୋନା ଟୀକାରେ ଜଣେ ଅସୁସ୍ଥ : ପରୀକ୍ଷା ସ୍ଥଗିତ ରଖିଲା କମ୍ପାନୀ

ୱାଶିଂଟନ : କରୋନା ମହାମାରୀ ମଧ୍ୟରେ ସମସ୍ତ ଆଖି ଆମେରିକାର ଆଷ୍ଟ୍ରାଜେନେକା କମ୍ପାନୀ ଉପରେ ଥିଲା । ବିଶ୍ୱାସ କରାଯାଉଥିଲା ଯେ କମ୍ପାନୀ ଶୀଘ୍ର କରୋନା ଭାଇରସ ଟୀକା ପ୍ରସ୍ତୁତ କରିବ, କିନ୍ତୁ ବର୍ତ୍ତମାନ ସମୟରେ ଏହା…
Read More...

ଆଉ ୩୭୪୮ ପଜିଟିଭ୍ ଚିହ୍ନଟ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୩୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା…
Read More...

ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଦୁଇ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ଜବତ

ଶ୍ରୀନଗର :  ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ଦୁଇ ଆତଙ୍କବାଦୀ ଗିରଫ ହେବା ସହ ସେମନେଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ବାକ୍ସ ଜବତ ହୋଇଛି। କୁଲଗାମର ଜବାହର ଟନେଲ ନିକଟରେ…
Read More...

ରେକର୍ଡ ସଂଖ୍ୟକ ୮୯, ୭୦୬ କରୋନା ଆକ୍ରାନ୍ତ ଚିହ୍ନଟ; ଆରୋଗ୍ୟ ସଂଖ୍ୟା ୩୪ ଲକ୍ଷର ନିକଟତର

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ଆଉ ୮୯, ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ…
Read More...

ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର : ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ବିୟୋଗରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି।…
Read More...

କୋଭିଡ୍‍ ଆରୋଗ୍ୟ ହାର ୭୭.୩୧% : ସଂକ୍ରମିତ ହାର ୮.୫ ପ୍ରତିଶତରୁ କମ୍

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୭.୩୧ ପ୍ରତିଶତରେ ପହଞ୍ଚିଛି। ଦେଶରେ ଏପର୍ଯ୍ୟନ୍ତ ୩୨ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୭୦ ହଜାର ସଂକ୍ରମିତ…
Read More...

ଧାମରା ଅବଦୁଲ କଲାମ ଦ୍ବୀପରୁ ହାଇପରସୋନିକ ସ୍ପିଡ ଫ୍ଲାଇଟରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏକ ଐତିହାସିକ ମିଶନରେ ଭାରତ ସଫଳତାର ସହ Hypersonic Technology Demonstrator Vehicle -HSTDVର  ସଫଳ ପରୀକ୍ଷଣ କରିଛି। ଫଳରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ…
Read More...

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କର ହେବ ନମୁନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟ ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀମାନଙ୍କର କରୋନା ନମୁନା ପରୀକ୍ଷା କରାଯିବ ବୋଲି  ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତେବେ…
Read More...

୨୦୨୧ ପ୍ରାରମ୍ଭରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ୍ରମାଗତ ଭାବେ ମହାକାଶରେ ନୂତନ ରେକର୍ଡ ପ୍ରତିଷ୍ଠା କରୁଛି। ଏହି ପର୍ଯ୍ୟାୟରେ ଆଉ ଏକ ସଫଳତା ଯୋଡିବାକୁ ପ୍ରସ୍ତୁତ ହୋଇ ଇସ୍ରୋ, ୨୦୨୧ ପ୍ରାରମ୍ଭରେ…
Read More...

ଦିଲ୍ଲୀ ପୁଲିସର ଏନକାଉଣ୍ଟର : ୨ ବାବର ଖାଲସା ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଲିସର ଏନକାଉଣ୍ଟର ପରେ ବାବର ଖାଲସା ଆନ୍ତର୍ଜାତୀୟ ସଂଗଠନର ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ସୋମବାର ଆତଙ୍କବାଦୀ ସଂଗଠନ ବାବର ଖାଲସା…
Read More...

କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବଇ :  ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା…
Read More...

ଶିକ୍ଷା ନୀତି ଯୁବପିଢୀଙ୍କ ଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ ସମ୍ମିଳନୀ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଉଦଘାଟନୀ ଅଧିବେଶନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି ।…
Read More...

ବଲାଣିରେ ଅଘଟଣ : ଉପୁଡି ପଡିଲା ପୁରୁଣା ବରଗଛ, ୪ ପରିବାର କ୍ଷତିଗ୍ରସ୍ତ

ବଲାଣି : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବାଲାଗୋଡା ପଞ୍ଚାୟତର ବଲାଣି ଟାଉନସିପ୍ ଅନ୍ତର୍ଗତ ଆତ୍ରୀ ହଟିଂ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ଭୋର ସମୟରେ ହଟିଂ ଅଂଚଳରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ହଠାତ ପ୍ରଚଣ୍ଡ…
Read More...

କରୋନା ଆରୋଗ୍ୟ ହାର ୭୭.୩୨%କୁ ବୃଦ୍ଧି : ମୃତ୍ୟୁ ହାର ୧.୭୨ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଇ ୭୭.୩୨ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୩ ହଜାର ୬୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ୍‍ ଆରୋଗ୍ୟ ସଂଖ୍ୟା ୩୨…
Read More...

ପାକିସ୍ତାନରେ ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ଇସଲାମାବାଦ : ପାକିସ୍ତାନରେ ଜଣେ ୨୭ ବର୍ଷ ବୟସ୍କା ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶାହିନ୍ ଶାହିନ୍ ବାଲୋଚ ନାମକ ଏହି ସାମ୍ବାଦିକା ଏକ ସରକାରୀ ଟିଭି ଚ୍ୟାନେଲରେ ଆଙ୍କର୍ ଏବଂ ସାମ୍ବାଦିକ ଥିଲେ।…
Read More...

କେବେ ଆସିବ କରୋନା ଟୀକା….,କେତେ ରହିବ ମୂଲ୍ୟ ?

କରୋନା ସଂକ୍ରମଣର ପ୍ରଥମ ମାମଲା ଗତ ବର୍ଷ ଡିସେମ୍ବରରେ ଚୀନର ଉହାନରେ ରିପୋର୍ଟ କରାଯାଇଥିଲା, ପରେ ଏହା ବିଶ୍ବର ଅନ୍ୟ ଦେଶରେ ସଂକ୍ରମିତ ହେବା ଆରମ୍ଭ କରିଥିଲା। ବିଶ୍ବ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ମାମଲା…
Read More...

ଚତୁର୍ଥ ଦିନ ପାଇଁ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା : ଭାରତର ନୂଆ ରେକର୍ଡ଼

ନୂଆଦିଲ୍ଲୀ : କ୍ରମାଗତ ଭାବେ ଚତୁର୍ଥ ଦିନରେ ମଧ୍ୟ ଦୈନିକ ୧୦ ଲକ୍ଷରୁ ଊର୍ଦ୍ଧ୍ବ କୋଭିଡ୍‍ ନମୁନା ପରୀକ୍ଷଣ କରି ଭାରତ ଏକ ରେକର୍ଡ ହାସଲ୍‍ କରିଛି। ଗତ ୨୪ ଘଣ୍ଟାରେ ପାଖାପାଖି ୧୧ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି।…
Read More...

ୟୁଏସ୍‍ ଓପନ୍‍ : ପୁରୁଷ ଡବଲ୍‍ସ୍‍ କ୍ୱାର୍ଟର୍‍ ଫାଇନାଲରେ ବୋପାନ୍ନା ଓ ସାପୋଭାଲୋଭ୍‍

ନ୍ୟୁୟର୍କ : ଭାରତର ରୋହଣ ବୋପାନ୍ନା ଓ କାନାଡ଼ାର ଡେନିସ୍‍ ସାପୋଭାଲୋଭ୍‍ଙ୍କ ଯୋଡ଼ି  ୟୁଏସ୍‍ ଓପନ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍‍ସ୍‍ର କ୍ୱାର୍ଟର୍‍ ଫାଇନାଲରେ ପହଞ୍ଚିଛନ୍ତି। ଏହି ଭାରତ-କାନାଡ଼ା ଯୋଡି…
Read More...

ସୁଶାନ୍ତ ମୃତ୍ୟୁ ମାମଲା : ରିୟାଙ୍କୁ ପଚରାଉଚରା କରୁଛି ଏନସିବି

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତଙ୍କ…
Read More...

ରେଳବାଇରେ ଖାଲି ୧ ଲକ୍ଷ ୪୦ହଜାର ପଦବୀ : ଡିସେମ୍ବର ୧୫ରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା

ନୂଆଦିଲ୍ଲୀ : ନୂଆ ନିଯୁକ୍ତି ଓ ଖାଲି ପଡିଥିବା ପଦ ପୂରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିଯୁକ୍ତି ଆଶୟୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇରେ ଖାଲି ପହିଥିବା ୧ ଲକ୍ଷ ୪୦ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ…
Read More...

କରୋନା ମୁକାବିଲା : ବଦଳିଲା ନମୁନା ପରୀକ୍ଷା ନିୟମ

ନୂଆଦିଲ୍ଲୀ : କରୋନା ମୁକାବିଲା କ୍ଷେତ୍ରରେ ନମୁନା ପରୀକ୍ଷଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ନମୁନା ପରୀକ୍ଷାକୁ ନେଇ ରହିଥିବା କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର…
Read More...

୪୭ ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର : ଓଡ଼ିଶାରୁ ତାପସ ଓ ବସନ୍ତ

ନୂଆଦିଲ୍ଲୀ : ଗୁରୁଦିବସ ଅବସରରେ ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଶନିବାର ସାରା ଦେଶର ୪୭ ଜଣ ଶିକ୍ଷକଙ୍କୁ ପ୍ରଥମଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁରସ୍କାର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ…
Read More...

ମସ୍କୋରୁ ରାଜନାଥଙ୍କ ଇରାନ୍‍ ଗସ୍ତ

ମସ୍କୋ : ଋଷ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମସ୍କୋରୁ ଇରାନ୍‍ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଇରାନ୍‍ ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିଅର୍‍ ଜେନେରାଲ୍‍ ଅମିର ହତାମିଙ୍କ ସହ…
Read More...

ଆକ୍ସନ୍ ମୋଡରେ ଏନସିବି : ସୁଶାନ୍ତଙ୍କ ଗୃହରକ୍ଷୀ ଦୀପେଶ ସାୱନ୍ତ ଗିରଫ

ମୁମ୍ବଇ :  ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ନିଶା କାରବାର ମାମଲାରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୃହରକ୍ଷୀ ଦୀପେଶ ସାୱନ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏନସିବି …
Read More...

ଆଉ ୩୪୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୩୪୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା…
Read More...

୧୨ରୁ ଚାଲିବ ୪୦ ଯୋଡା ସ୍ୱତନ୍ତ୍ର ଟ୍ରେନ୍ : ରେଲୱେ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୨ ତାରିଖରୁ ଦେଶରେ ୮୦ଟି ନୂଆ ଟ୍ରେନ୍ ଚଳାଚଳ କରିବ। ଶନିବାର ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଏହା କହିଛନ୍ତି। ତେବେ ଏଥିପାଇଁ ୧୦ ସେପ୍ଟେମ୍ବରରୁ ସଂରକ୍ଷଣ ଆରମ୍ଭ ହେବ। ଖୁବ…
Read More...

ବାଂଲାଦେଶ : ଢାକାରେ ମସଜିଦରେ ବିସ୍ଫୋରଣ, ୧୨ ମୃତ,୨୫ ଆହତ

ଢାକା : ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଏକ ମସଜିଦରେ ଶନିବାର ଏସି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ସଂପର୍କରେ ସୂଚନା ପ୍ରଦାନ କରି ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି ଯେ ମସଜିଦରେ ଏକ ଗ୍ୟାସ୍ ଲିକ୍ ସହିତ…
Read More...

ପୁଣି ପାକ୍ ସେନାର ଅସ୍ତ୍ର ବିରତି ଉଲଂଘନ : ବର୍ତ୍ତମାନ ସୁଦ୍ଧା ୧୭୯୮ ଥର

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୁଞ୍ଚ୍‍ ଜିଲ୍ଲାସ୍ଥିତ ସାହାପୁର ଓ ଦେଗୱାର ସେକ୍ଟରର କିର୍‍ନୀଠାରେ ପାକିସ୍ତାନୀ ସୈନ୍ୟମାନେ ଶନିବାର ଅସ୍ତ୍ର ବିରତି ଉଲଂଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର ଆକ୍ରମଣ…
Read More...

ଆତଙ୍କବାଦର ଦୃଢ଼ ମୁକାବିଲା ଲାଗି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଲାଗି ଭାରତର ଆହ୍ୱାନ

ନୂଆଦିଲ୍ଲୀ : ବିଶ୍ୱର ବିଭିନ୍ନ ଭାଗରେ ସଂପ୍ରତି ବୃଦ୍ଧି ପାଉଥିବା ହିଂସାତ୍ମକ କାର୍ଯ୍ୟକଳାପ ଓ ବିବାଦ ଉପରେ ବ୍ରିକ୍ସ ରାଷ୍ଟ୍ରମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହିଭଳି ଘଟଣାଗୁଡ଼ିକର ଆଞ୍ଚଳିକ ଓ…
Read More...

କୋଭିଡ ଆରୋଗ୍ୟ ହାର ୭୭.୨୩ : ନମୁନା ପରୀକ୍ଷା ସଂଖ୍ୟା ୪ କୋଟି ୭୭ ଲକ୍ଷ ଟପିଲା

ନୂଆଦିଲ୍ଳୀ : ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୨୩ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୦ ହଜାର ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୧…
Read More...

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ, ବଲାଙ୍ଗୀର ଉପଜିଲାପାଳଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ବଲାଙ୍ଗୀର : ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ବଲାଙ୍ଗୀର ଉପଜିଲାପାଳଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏହି ନିର୍ଦେଶ ତତକ୍ଷଣାତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି ।  କନିଷ୍ଠ…
Read More...

ରାଜଦ୍ରୋହ ଓ ହତ୍ୟା ଧମକ୍ : ସୟଦ ହସନକୁ ୪ ଦିନିଆ ରିମାଣ୍ଡରେ ନେଲା ୟୁପି ପୁଲିସ

ସାଲେପୁର : ସାଲେପୁର ବ୍ଲକର କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି।  ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ…
Read More...

ସୁଶାନ୍ତ ମୃତ୍ୟୁର ତଦନ୍ତ ସମ୍ପର୍କିତ ଖବରରେ ଗଣମାଧ୍ୟମ ସଂଯମ ଆଚରଣ କରୁ : ମୁମ୍ବଇ ହାଇକୋର୍ଟ

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସମ୍ପର୍କିତ ଖବରର ପ୍ରସାରଣ କିମ୍ବା ପ୍ରକାଶନ ସମୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସଂଯମ ଆଚରଣ କରିବା କୋର୍ଟ  ଆଶା କରୁଛନ୍ତି ବୋଲି ମୁମ୍ବଇ ହାଇକୋର୍ଟ…
Read More...

ଏଲଏସିରେ ସ୍ଥିତି ଗମ୍ଭୀର କିନ୍ତୁ ସେନାର ମନୋବଳ ଦୃଢ ରହିଛି : ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ  ଉତ୍ତେଜନା ଜାରି…
Read More...

ବନ୍ୟା ସମୟରେ ସାପ ଦାଉରୁ ରକ୍ଷା ପାଇବା ପାଇଁ କିପରି ରହିବେ ସତର୍କ…

ଭୁବନେଶ୍ବର : ବନ୍ୟା ସମୟରେ ଚାରିଆଡେ ପାଣି ଭରିଯିବା ଫଳରେ ସାପ ମାନେ ବାସହରା ହେବା ସହ ନିଜର ଚଳ ପ୍ରଚଳ କ୍ଷେତ୍ରରୁ ମଧ୍ୟ ବିତାଡିତ ହୋଇ ତାଙ୍କ ପାଇଁ ଏକ ଅଜଣା କ୍ଷେତ୍ରକୁ ଭାସି ଚାଲି ଯାଇ ଥାଆନ୍ତି । ଏଣୁ ସେମାନଙ୍କ…
Read More...

ସାଂସଦ ରମେଶ ମାଝୀ କରୋନା ଆକ୍ରାନ୍ତ

ଭୁବନେଶ୍ବର : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ ସେ ​ସାମାଜିକ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି। ତାଙ୍କ କରୋନା ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍…
Read More...

କର୍ଣ୍ଣାଟକ ଡ୍ରଗ୍ସ କାରବାର ମାମଲା: ପୁଲିସ ହେପାଜତରେ କନ୍ନଡ ଅଭିନେତ୍ରୀ ରାଗିଣୀ

ବେଙ୍ଗାଲୁରୁ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଆରମ୍ଭ କରିବା ସହିତ ଚଳଚ୍ଚିତ୍ର ଜଗତରେ ନିଶା କାରବାରର ଏକ ବଡ଼ ଗୁମର ଖୋଲିଛି। ପ୍ରାୟ ଅଧିକାଂଶ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଶା…
Read More...

କରୋନା ମୁକାବିଲା :  ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକା ପ୍ରସ୍ତୁତ କରିପାରେ ଦୁଇଟି ଟୀକା

ୱାଶିଂଟନ : କରୋନା ମହାମାରୀର ମୁକାବିଲା କେବଳ ଟିକା ଦ୍ୱାରା ହିଁ ସମ୍ଭବ, ଯାହାକୁ ନେଇ ଏବେ  ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି), ଜନସ୍ୱାସ୍ଥ୍ୟ…
Read More...

ଲଇଡା ସୁନାରୀପଡାକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କଲେ ଜିଲ୍ଲାପାଳ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ଗ୍ରାମରେ ଗୋଟିଏ ପରିବାରର ୪ଜଣ କରୋନା ପଜିଟିଭ୍‍ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‍ ସକ୍‍ସେନା  ସୁନାରୀ ପଡାର ବିଭିନ୍ନ ଅଂଶକୁ…
Read More...

ସାମ୍ପ୍ରତିକ ପରିସ୍ଥିତିରେ ବିକାଶ ପାଇଁ ମାନବ କେନ୍ଦ୍ରିତ ମାନସିକତା ଆବଶ୍ୟକ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭାରତ-ଆମେରିକା ଭାଗିଦାରୀ ସଂପର୍କ ଫୋରମ- USISPFର ତୃତୀୟ ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,…
Read More...

ବିରୋଧିଦଳ ନେତାଙ୍କ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ

କଳାପଥର(ବାଙ୍କୀ): ଚଳିତ ବର୍ଷ ମହାନଦୀରେ ବନ୍ୟା ଜଳ ଆସିବାପରେ ବାଙ୍କୀର ବିଭିନ୍ନ ଅଞ୍ଚଳ ବୁଡିଯିବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କଟକ ଜିଲ୍ଲାର ବନ୍ୟାଞ୍ଚଳ ଭାବରେ ପରିଚିତ ବାଙ୍କୀ ଉପଖଣ୍ଡ ଏକ ପ୍ରକାରର…
Read More...

ରାମେଶ୍ୱର ଘାଇ ମନୁଷ୍ୟକୃତ : ପିସିସି ପ୍ରତିନିଧିଦଳ

ଭୁବନେଶ୍ୱର : ଓଡ଼ିଶାରେ ଚଳିତ ମାସରେ ସୃଷ୍ଟି ହୋଇଥିବା ବନ୍ୟାରେ ପ୍ରଭାବିତ ୨୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଯାଜପୁର ଜିଲ୍ଲାକୁ ପ୍ରଦେଶ କଂଗ୍ରେସ କମିଟିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଗୁରୁବାର…
Read More...

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ କରୋନା

ଜୟପୁର : କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗୁରୁବାର ଏ ସମ୍ପର୍କରେ ଜଣାପଡିବା ପରେ ଶୁକ୍ରବାର ଅନୁଷ୍ଠାନକୁ ବନ୍ଦ ଘୋଷଣା…
Read More...

ଆଉ ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୮୭,୩୫୧କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭ ହଜାର ୩୫୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା…
Read More...

ପିସିସିସ ପକ୍ଷରୁ ବନ୍ୟା ତଥ୍ୟ ଅନୁସନ୍ଧାନକାରୀ କମିଟିର ବୈଠକ ଓ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର :ଓଡିଶା ବନ୍ୟା କ୍ଷୟକ୍ଷତି ଅଞ୍ଚଳରେ ରିଲିଫ ଥଇଥାନ କାର୍ଯ୍ୟକୁ ତଦାରଖ କରିବା ପାଇଁ ଏଆଇସିସି ନିର୍ଦେଶ ଅନୁସାରେ ବୁଧବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତା ରେ ଏକ ୯ଜଣିଆ କମିଟି ଗଠନ…
Read More...

କରମର୍ଦ୍ଦନ ବଦଳରେ ନମସ୍କାର, ପ୍ରତିରକ୍ଷା ମନ୍ତ୍ରୀଙ୍କ ଭିଡିଓ ସମସ୍ତଙ୍କ ପସନ୍ଦ

ମସ୍କୋ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତରେ ଅଛନ୍ତି । ବୁଧବାର ମସ୍କୋରେ ପହଞ୍ଚିବା ବେଳେ ରାଜନାଥ ସିଂହ ଏବଂ ଋଷର ଜଣେ ଅଧିକାରୀଙ୍କ…
Read More...

କୋଭିଡ୍‍ ଆରୋଗ୍ୟ ହାର ୭୭.୦୯%; ସାଢେ ୪କୋଟିରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୬୮ ହଜାର ୫୮୪ ଜଣ କୋବିଡ୍‍ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ…
Read More...

ବିଶ୍ୱର ୪୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଇଶା ଓ ଆକାଶ ଅମ୍ବାନୀ

ମୁମ୍ବଇ : ପ୍ରତିଷ୍ଠିତ ଫର୍ଚ୍ୟୁନ ପତ୍ରିକା ପକ୍ଷରୁ ୪୦ ବର୍ଷରୁ କମ ବୟସ ବର୍ଗରେ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରକାଶ କରାଯାଇଥିବା ଉଦୀୟମାନ ନେତୃତ୍ୱ ତାଲିକାରେ ସ୍ଥାନ ପାଇଛନ୍ତି ରିଲାଏନ୍ସ ଜିଓର…
Read More...

୩୨ବର୍ଷ ବୟସରେ ଚୋରି, ୭୦ବର୍ଷରେ ଗିରଫ ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ : ପାପର ପରିଣାମ ନିଶ୍ଚୟ ଭୋଗିବାକୁ ପଡେ। ଚୋର-ପୁଲିସ ଖେଳ ଦିନେ ନା ଦିନେ ଶେଷ ହୋଇଥାଏ। ପୁଲିସ ସବୁବେଳେ ଚୋରର ପିଛା କରି ଚାଲିଥିଲେ ମଧ୍ୟ ଶେଷରେ ତାକୁ ସଫଳତା ମିଳିଥାଏ। ତେବେ ୩୨ ବର୍ଷ ବୟସରେ ଚୋରି…
Read More...

ଶିବସେନାର ପୂର୍ବତନ ରାଜ୍ୟ ମୁଖ୍ୟ ରମେଶ ସାହୁଙ୍କୁ ଗୁଳି କରି ହତ୍ୟା, ବଞ୍ଚାଇବାକୁ ଯାଇ ପତ୍ନୀ ଓ ଝିଅ ଆହତ

ଭୋପାଳ : ଶିବସେନାର ମଧ୍ୟପ୍ରଦେଶ ଶାଖାର ପୂର୍ବତନ ମୁଖ୍ୟ ରମେଶ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଇନ୍ଦୋରରେ ଜଣେ ଅଜ୍ଞାତ ଅପରାଧୀ ଗୁଳି କରି ହତ୍ୟା କରିଛି। ତେବେ ମୃତକଙ୍କ  ପତ୍ନୀ ଏବଂ ଝିଅଙ୍କୁ ମଧ୍ୟ…
Read More...

ପାକ୍ ସେନାର ଅସ୍ତ୍ର ବିରତି ଉଲଂଘନ : ଜଣେ ଜେସିଓ ଶହୀଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାସ୍ଥିତ ନୌସେରା ଅଞ୍ଚଳର ଖେରୀ ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନେ ବୁଧବାର ପୁଣି ଅସ୍ତ୍ର ବିରତି ଉଲଂଘନ କରିଛନ୍ତି। ପାକ୍ ସେନା  ଆଖିବୁଜା ଗୁଳିଗୋଳା ବର୍ଷଣ କରିବା ସହ…
Read More...

ଋଷ ଗସ୍ତରେ ରାଜନାଥ : ଏସ୍‍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର  ୩ ଦିନ ପାଇଁ ଋଷ୍‍ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ସାଂଘାଇ ସହଯୋଗ ସଂଗଠନ-ଏସ୍‍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ। ଏସ୍‍ସିଓର ସମସ୍ତ…
Read More...

୨୬ରେ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବେ ମୋଦୀ, ଏଥର ଭର୍ଚୁଆଲ୍ ଅଧିବେଶନ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୬ ତାରିଖରେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ଉଚ୍ଚସ୍ତରୀୟ ବୈଠକ ପାଇଁ ବିଶ୍ୱ ସଂଗଠନ ଦ୍ୱାରା ପ୍ରକାଶିତ ବକ୍ତା ମାନଙ୍କର ତାଲିକାରୁ…
Read More...

ଅଯୋଧ୍ୟାରେ ରାମ ମନ୍ଦିର ନକ୍ସାକୁ ମିଳିଲା ପ୍ରାଧିକରଣର ମଞ୍ଜୁରୀ

ଅଯୋଧ୍ୟା : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତ ନକ୍ସା ଏବଂ ସମଗ୍ର ଅଞ୍ଚଳର ମାନଚିତ୍ର ସର୍ବସମ୍ମତି କ୍ରମେ ଗୃହିତ ହୋଇଛି। ଏନେଇ ଅଯୋଧ୍ୟା ବିକାଶ ପ୍ରାଧିକରଣର ବୈଠକ ଶେଷ ହୋଇଛି। ପ୍ରାଧିକରଣ…
Read More...

କୋଭିଡ କଟକଣା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ : ରହିବନି ପ୍ରଶ୍ନ କାଳ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି। ୧୪ ତାରିଖଦିନ ପୂର୍ବାହ୍ନ ୯ଟାରେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ…
Read More...

ଆଜିଠାରୁ ୟୁଏସ୍‍ ଓପନ୍‍ ଗ୍ରାଣ୍ଡସ୍ଲାମ୍‍ ଟେନିସ୍‍

ନ୍ୟୁୟର୍କ : ଗ୍ରାଣ୍ଡସ୍ଲାମ ଟେନିସ୍‍ ଟୁର୍ଣ୍ଣାମେଣ୍ଟ ୟୁଏସ୍‍ ଓପନ୍‍ର ୧୪୦ତମ ସଂସ୍କରଣ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଗ୍ରାଣ୍ଡସ୍ଲାମ୍‍ର ୧୪୦ ବର୍ଷ ଇତିହାସରେ ପ୍ରଥମଥର ଏହା ବିନା ଦର୍ଶକରେ ଆୟୋଜନ ହେବାକୁ ଯାଉଛି।…
Read More...

ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ଡାକ୍ତରଖାନାଗୁଡ଼ିକର ଷ୍ଟାର ରେଟିଂ ହେବ

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହ ସାମିଲ ଡାକ୍ତରଖାନାଗୁଡ଼ିକ ତାରକା ମୂଲ୍ୟାୟନ ବା ଷ୍ଟାର ରେଟିଂ ପାଇବେ। ଏଇ ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟ ସୁବିଧା ସ୍ତରରେ ଉନ୍ନତି ଆଣିବା ପାଇଁ…
Read More...