ସଲମାନ ରୁଶଦିଙ୍କୁ ଛୁରାମାଡ଼

ନ୍ୟୁୟର୍କ: ଖ୍ୟାତନାମା ଲେଖକ ସଲମାନ ରୁଶଦିଙ୍କୁ ଛୁରାମାଡ଼। ନ୍ୟୁୟର୍କରେ ହୋଇଛି। ଆକ୍ରମଣର କାରଣ ଜଣାପଡ଼ିନି। ସଲମାନଙ୍କ ବେକରେ ଆଘାତ ଲାଗିଛିଥିବାବେଳେ ତାଙ୍କୁ ହେଲିକପ୍ଟରରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ତାଙ୍କୁ ଛୁରାମାଡ ହୋଇଥିବା ସୂଚନା ମିଳିଛି । ମଞ୍ଚ ଉପରେ ଏହି ଆକ୍ରମଣ କରାଯାଇଛି।

Comments are closed.