ମକରସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ

0

ମକରସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ

ଭାରତରେ ମକରସଂକ୍ରାନ୍ତି ପ୍ରତିବର୍ଷ ଜାନୁଆରୀ ୧୪ କିମ୍ବା ୧୫ରେ ପାଳନ କରାଯାଇଥାଏ।

ଏହି ଦିନର ଶୁଭ ମୁହୂର୍ତ୍ତ :

-ଶୁଭ ମୁହୁର୍ତ୍ତ ୦୭:୧୪ଟା ରୁ ୧୨:୩୬ଟା ମଧ୍ୟରେ ରହିଛି। ଯାହା ସମୁଦାୟ ୫ଘଣ୍ଟା ୨୧ମନିଟ୍‍ ଅଟେ।

– ଏହା ଜାନୁଆରୀ ୧୪ରେ ୨୦.୦୫ରୁ ଆରମ୍ଭ ହେବ।

– ଏହାବ୍ୟତୀତ ମହାପୁଣ୍ୟର ଶୁଭ ମୁହୂର୍ତ୍ତ ୦୭:୧୪ ଟାରୁ ୦୯:୦୧ଟା ମଧ୍ୟରେ ରହିଛି। ଯାହା ୧ଘଣ୍ଟା ୪୭ମିନିଟର।

Leave A Reply