ଯୁବକର ଉନ୍ମତ୍ତ କାଣ୍ଡ ; ନାବାଳିକା ପ୍ରେମିକାକୁ ଆକ୍ରମଣ ଅଭିଯୋଗ

ବାଲେଶ୍ବର : ବାଲିଆପାଳ ବ୍ଲକ ପାକମୁଣ୍ଡି ଗ୍ରାମରେ ଅଭାବନିୟ ଘଟଣା ଘଟିଯାଇଛି । ଘରେ ପଶି ନାବାଳିକା ପ୍ରେମିକାକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ବର ବଡ ମେଡିକାଲକୁ ସ୍ଥାନାନ୍ତର କରା ଯାଇଅଛି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.