ଏସଓଜି-ମାଓବାଦୀ ଗୁଳି ବିନିମୟ ; ମାଓ ଶିବିର ଧ୍ୱସଂ

0

ଜୟପୁର : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ଘାଟି ଅଞ୍ଚଳରେ ରବିବାର ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ତେବେ ମାଓ ନେତା ଓ ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ୧୦ରୁ ୧୫ଜଣ ମାଓବାଦୀ ଥିବା ଏହି ଶିବିର ଧ୍ୱସଂ ହୋଇଯାଇଥିବା ଜଣାପଡିଛି। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନମୟ ହୋଇଛି। ତେବେ ଉପାନ୍ତ ଅଞ୍ଚଳରେ ଏହି ଅଭିଯାନ ଚାଲିଥିବାରୁ ବିସ୍ତୃତ ରିପୋର୍ଟ ମିଳି ପାରିନାହିଁ।

Leave A Reply