ସରସ୍ବତୀ ପୂଜା ଭସାଣ ବେଳେ ଗଣ୍ଡଗୋଳ, ୧୦ ଆହତ

0

ଜଗତସିଂହପୁର : ବାଲିକୁଦା ଥାନା ଅଞ୍ଚଳରେ ସରସ୍ବତୀ ପୂଜା ଭସାଣ ବେଳେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୧୦ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ବୁଧବାର କୁନ୍ଦୁପୁର ଗ୍ରାମରେ ସରସ୍ବତୀ ପୂଜା ଭସାଣ ବେଳେ ଏଭଳି ପରିସ୍ଥିତି ଦେଖାଦେଇଛି। ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ବୃଦ୍ଧ ଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply