ଏଟିଏମ ଭଙ୍ଗାରୁଜା : ପୁଲିସ ତଦନ୍ତ ଆରମ୍ଭ

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ସିମୁଳିଆ ଥାନା ଅନ୍ତରା ସ୍ଥିତ ଏସବିଆଇ ଶାଖା ସମ୍ମୁଖରେ ଥିବା ଏଟିଏମରୁ ଭଙ୍ଗାରୁଜା କରାଯାଇଥିବା ମଙ୍ଗଳବାର ଜଣାପଡ଼ିଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ସେନେଇ କୌଣସି ସ୍ପଷ୍ଟ ଏଯାବତ ମିଳିପାରି ନାହିଁ।

 

Comments are closed.