ନନ୍ଦନକାନନ ପିଏନବି ଏଟିଏମରୁ ଲୁଟ୍

ଭୁବନେଶ୍ବର : ଭୁବନେଶ୍ବରର ନନ୍ଦନକାନନରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଏଟିଏମରୁ ବୁଧବାର ଲୁଟ ହୋଇଥିବା ଜଣାପଡିଛି। ଦୁଇ ଦିନ ପୂର୍ବେ ଏହି ମେସିନ୍‌ରେ ଟଙ୍କା ଭର୍ତ୍ତି କରାଯାଇଥିଲା। ସେଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଚୋରମାନେ ମେସିନ୍‌ ଉଠାଇ ନେଇଥିବା ସୂଚନା ମିଳିଛି।

Comments are closed.