୫ଏଟିଏମ୍‍ ଲୁଟେରା ଗିରଫ

0

ବ୍ର୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବିଗତ କିଛିଦିନ ମଧ୍ୟରେ ଅନେକ ଗୁଡିଏ ଏଟିଏମରୁ ଲୁଟ୍‍ ହୋଇଛି। ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରୀ ରହିଥିଲାବେଳେ ନାଗପୁର ଗ୍ରମୀଣ କ୍ରାଇମ ବ୍ରାଞ୍ଚ୍‍କୁ ମିଳିଛି ଏକ ବଡ ସଫଳତା। କ୍ରାଇମ ବ୍ରାଞ୍ଚ୍‍ ଏଟିଏମ୍‍ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି। ଲୁଟେରାଙ୍କ ମଧ୍ୟରୁ ୩ଜଣ ନାଗପୁର ଜିଲ୍ଲାର ଓ ଜଣେ ବାଲଘାଟର ବୋଲି ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ହୋଇଥିବା ବିଭିନ୍ନ ଏଟିଏମ୍‍ ଲୁଟ୍‍ ଘଟଣାରେ ଏହି ଲୁଟେରାଙ୍କ ହାତ ଥିବା ଗଞ୍ଜାମ ଜିଲ୍ଲା ପୁଲିସ ସନ୍ଦେହ କରୁଛି।

Leave A Reply