ଏଟିଏମରୁ ଲୁଟ ଉଦ୍ୟମ ବିଫଳ

ଜୟପୁର : ଗୁରୁବାର ଜୟପୁରର ଗାନ୍ଧି ଛକରେ ଥିବା ଆଇଡ଼ିବିଆଇ ଏଟିଏମରୁ ଲୁଟ ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି। ସୂଚନାଅନୁଯାୟୀ, ଏଟିଏମର କ୍ୟାସ୍‍ ବକ୍ସ ଲୁଟେରା ଭାଙ୍ଗିବାକୁ ସମର୍ଥ ହୋଇପାରିନଥିଲେ। ଫଳରେ ତାଙ୍କର ଟଙ୍କା ଲୁଟ ଉଦ୍ୟମ ବିଫଳ ହୋଇଥିଲା।

Comments are closed.