ଅପରାହ୍ନ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ, ପୁଣି ୧ ଘଣ୍ଟା ଯାଏଁ ଗୃହ ମୁଲତବି

0

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଆଜି ପୁଣି କଗ୍ରେଂସ ଓ ବିଜେପି ଦଳର ନେତାମାନେ ହଟ୍ଟଗୋଳ କରିଥିଲେ। ଗୃହ​‌ରେ ଅଚଳାବସ୍ଥା ଯୋଗୁଁ ବାଚସ୍ପତି ପ୍ରଥମେ ଗୃହକୁ ସାଢେ ୧୧ଟା ଯାଏଁ ଓ ପରେ ଦିନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । କିନ୍ତୁ ୩ଟା ବେଳେ ଗୃହରେ ସର୍ବଦଳୀୟ ବୈଠକରେ ବିରୋଧୀମାନେ ହୋହାଲ୍ଳା କରିବାରୁ ପୁଣି ଏକ ଘଣ୍ଟା ଯାଏଁ ଗୃହ ମୁଲତବି କରାଯାଇଛି ।

Leave A Reply