ଆସିକା ଏନ୍‌ଏସି ୬ ଦିନ ସଟ୍‌ଡାଉନ୍‌

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ୬ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସିକା ଏନ୍‌ଏସିକୁ ଆସନ୍ତାକାଲିଠାରୁ ୯ ତାରିଖ ଯାଏଁ ସଟ୍‌ଡାଉନ୍‌ ରହିବ। ଏହି ସଟ୍‌ଡାଉନ୍‌ ସମୟରେ ଅଣଅତ୍ୟାବଶ୍ୟକିୟ କାର୍ଯ୍ୟକଳାପ ବନ୍ଦ ରହିବ ଏବଂ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ଆସିକା ତହସିଲଦାର ସୂଚନା ଦେଇଛନ୍ତି।

Comments are closed.