ଆସ୍କାରୁ ବିଜେଡ଼ିର ମଞ୍ଜୁଳା ସ୍ୱାଇଁ ବିଜୟୀ

ଆସ୍କା : ଗଞ୍ଜାମ ଜିଲା ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମହିଳା ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟୀ ହୋଇଛନ୍ତି। ମଞ୍ଜୁଳା ସ୍ୱାଇଁ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୭୬୪୩ ଭୋଟରେ ହରାଇଛନ୍ତି।
‘ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଧ ଭାବେ ଘୋଷଣା କରାଯାଇ ନାହିଁ’।