ଏସୀୟ କ୍ରୀଡ଼ାରେ ଆଜି (ଗୁରୁବାର) ଭାରତ

0

ତୀରନ୍ଦାଜୀ: ପୁରୁଷ ବ୍ୟକ୍ତିଗତ ରିକର୍ଭ; ବିଶ୍ୱାସ ଓ ଅତନୁ ଦାସ। ମହିଳା ବ୍ୟକ୍ତିଗତ ରିକର୍ଭ- ପ୍ରମିଳା ଓ ଦୀପିକା କୁମାରୀ; ସକାଳ ୮.୩୦ରୁ।
ଜିମ୍‍ନାଷ୍ଟିକ୍‍ସ: ମହିଳା ଭଲ୍‍ଟ- ଅରୁଣା ରେଡ୍‍ଡୀ; ଅପରାହ୍ଣ ୩ଟା।
ବ୍ୟାଡ୍‍ମିଣ୍ଟନ: ମହିଳା ସିଙ୍ଗଲ୍‍ସ: ପି.ଭି. ସିନ୍ଧୁ ଓ ସାଇନା ନେହୱାଲ; ମହିଳା ଡବଲ୍‍ସ: ଋତୁପର୍ଣ୍ଣା ପଣ୍ଡା/ଆରତୀ ସାରା ସୁନୀଲ; ଅଶ୍ୱିନୀ ପୋନପ୍ପା/ସିକ୍କି ରେଡ୍‍ଡୀ; ମିକ୍ସଡ ଡବଲ୍‍ସ: ପ୍ରଣବ ଜେରି ଚୋପ୍ରା/ସିକ୍କି ରେଡ୍‍ଡୀ; ଅଶ୍ୱିନୀ ପୋନପ୍ପା/ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍‍ଡୀ; ପୁରୁଷ ଡବଲ୍‍ସ: ରାଙ୍କିରେଡ୍‍ଡୀ/ଚିରାଗ ସେଟ୍ଟି, ମନୁ ଅତ୍ରି/ସୁମିତ ରେଡ୍‍ଡୀ; ସକାଳ ୧୦.୩୦ରୁ।
ବାସ୍କେଟ୍‍ବଲ: (ମହିଳା) ଭାରତ-ଇଣ୍ଡୋନେସିଆ; ସନ୍ଧ୍ୟା ୫ଟା।
ଗଲ୍‍ଫ: (ପୁରୁଷ) ଆଦିଲ ବେଦି, ହରିମୋହନ ସିଂହ, ରେହାନ୍‍ ଥମାସ୍‍, ନବିଦ୍‍ କ୍ଷୀତୀଜ କୌଲ; (ମହିଳା) ସିଫାତ୍‍ ସାଗୁ, ରିଧିମା ଦିଲାୱାରୀ, ଦୀକ୍ଷା ସାଗର; ଭୋର୍‍ ୪.୩୦ରୁ।
ରୋଇଂ: ମହିଳା ପେୟାର ଫାଇନାଲ- ସଂଯୁକ୍ତା ଡୁଙ୍ଗ୍‍ଡୁଙ୍ଗ୍‍ ଓ ହରପ୍ରୀତ କୌର; ପୁରୁଷ ସିଙ୍ଗଲ୍‍ସ ସ୍କଲ ଫାଇନାଲ, ପୁରୁଷ ଡବଲ୍‍ ସ୍କଲ୍‍ ଫାଇନାଲ, ମହିଳା ଡବଲ ସ୍କଲ୍‍ ଫାଇନାଲ, ପୁରୁଷ ପେୟାର ଫାଇନାଲ, ପୁରୁଷ ଲାଇଟ୍‍ୱେଟ୍‍ ଫୋର୍‍ ଫାଇନାଲ; ସକାଳ ୭.୩୦ରୁ।
ସୁଟିଂ: ପୁରୁଷ ଡବଲ୍‍ ଟ୍ରାପ୍‍- ସାର୍ଦ୍ଦୁଳ ବିହାନ ଓ ଅଙ୍କୁର ମିତ୍ତଲ; ସକାଳ ୯ଟା; ମହିଳା ଡବଲ ଟ୍ରାପ୍‍ ଫାଇନାଲ- ବର୍ଷା ବର୍ମନ ଓ ଶ୍ରେୟସୀ ସିଂହ; ସକାଳ ୯.୧୫।
ସ୍କ୍ୱାଶ୍‍: ସୌରଭ ଘୋଷାଲ, ହରିନ୍ଦର ପାଲ ସିଂହ ସାନ୍ଧୁ, ଦୀପିକା ପାଲ୍ଲିକଲ ଓ ଜ୍ୟୋତ୍ସ୍ନା ଚିନ୍ନପ୍ପା; ସକାଳ ୮.୩୦ରୁ।
ସନ୍ତରଣ: ଅଙ୍କୁର କୋଠାରି, ବର୍ଦ୍ଧୱାଲ ଖାଡ଼େ, ଆରୋନ୍‍ ଡି’ସୌଜା, ଶ୍ରୀହରି ନଟରାଜ ଓ ଅଦ୍ୱୈତ; ସକାଳ ୭.୩୦।
ଟେନିସ୍‍: (ମହିଳା ସିଙ୍ଗଲ୍‍ସ ସେମି) ଅଙ୍କିତା ରୈନା; (ମିକ୍ସଡ ଡବଲ୍‍ସ କ୍ୱାର୍ଟରଫାଇନାଲ) ରୋହଣ ବୋପନ୍ନା/ଅଙ୍କିତା ରୈନା; (ପୁରୁଷ ଡବଲ୍‍ସ ସେମିଫାଇନାଲ) ରୋହଣ ବୋପନ୍ନା/ଦିବିଜ ଶରଣ; (ପୁରୁଷ ଡବଲ୍‍ସ କ୍ୱାର୍ଟରଫାଇନାଲ) ପ୍ରାଜେ୍ଞଶ ଗୁଣେଶ୍ୱରନ୍‍; ସକାଳ ୮.୩୦ରୁ।
ଭାରୋତ୍ତୋଳନ: ସତୀଶ ଶିବଲିଙ୍ଗମ୍‍ ଓ ଅଜୟ ସିଂହ; ସକାଳ ୯.୩୦ରୁ।

ଏସୀୟ କ୍ରୀଡ଼ା ପଦକ ତାଲିକା
ସ୍ଥାନ ଦେଶ ସ୍ବର୍ଣ୍ଣ ରୌପ୍ୟ ବ୍ରୋଞ୍ଜ୍ ମୋଟ
୧ ଚୀନ ୩୮ ୩୦ ୧୫ ୮୩
୨ ଜାପାନ ୨୦ ୨୩ ୨୫ ୬୮
୩ ଦ. କୋରିଆ ୧୧ ୧୫ ୨୩ ୪୯
୪ ଇରାନ୍ ୭ ୩ ୬ ୧୬
୫ ଇଣ୍ଡୋନେସିଆ ୬ ୪ ୭ ୧୭
୬ ଉ. କୋରିଆ ୫ ୨ ୩ ୧୦
୭ ଭାରତ ୪ ୩ ୮ ୧୫
୮ ଥାଇଲାଣ୍ଡ ୪ ୨ ୧୦ ୧୬
୯ ଉଜ୍‌ବେକିସ୍ତାନ ୩ ୫ ୬ ୧୪
୧୦ ଚା. ତାଇପେ ୩ ୩ ୮ ୧୪
୧୧ ମଙ୍ଗୋଲିଆ ୩ ୨ ୪ ୯

Leave A Reply