ଏସୀୟ କ୍ରୀଡ଼ାରେ ଆଜି (ଶନିବାର) ଭାରତ

0

ଦୌଡ଼କୁଦ: ପୁରୁଷ ଲଙ୍ଗ୍‍ଜମ୍ପ ଯୋଗ୍ୟତା- ଶ୍ରୀଶଙ୍କର: ସନ୍ଧ୍ୟା ୫.୧୫। ପୁରୁଷ ୪୦୦ମି. ହିଟ୍‍ସ- ରାଜୀବ ଆରୋକିଆ ଓ ମହମ୍ମଦ ଆନାସ୍‍; ସକାଳ ୯.୪୦। ପୁରୁଷ ସଟ୍‍ପୁଟ୍‍ ଯୋଗ୍ୟତା- ତେଜିନ୍ଦର ତୁର୍‍: ସନ୍ଧ୍ୟା ୬.୩୦। ମହିଳା ୧୦୦ମି. ହିଟ୍‍ସ-ଦୁତୀ ଚାନ୍ଦ: ସନ୍ଧ୍ୟା ୬ଟା। ମହିଳା ୪୦୦ମି. ହିଟ୍‍ସ- ନିର୍ମଳା ସେଓରାଁ ଓ ହିମା ଦାସ; ସନ୍ଧ୍ୟା ୭.୦୫। ମହିଳା ହାମ୍ମର ଥ୍ରୋ- ସରିତା ସିଂହ; ସନ୍ଧ୍ୟା ୫.୧୦। ମହିଳା ୧୦୦୦୦ ମି.- ସଞ୍ଜିବନୀ ଯାଦବ ଓ ଏଲ୍‍. ସୁରିୟା; ସନ୍ଧ୍ୟା ୬.୩୦।
ବ୍ୟାଡ୍‍ମିଣ୍ଟନ: ପୁରୁଷ ଡବଲ୍‍ସ- ଚିରାଗ ସେଟ୍ଟି/ଏସ୍‍. ରାଙ୍କିରେଡ୍‍ଡୀ; ମନୁ ଅତ୍ରି/ସୁମିତ ରେଡ୍‍ଡୀ; ମହିଳା ସିଙ୍ଗଲ୍‍ସ- ପି.ଭି. ସିନ୍ଧୁ ଓ ସାଇନା ନେହୱାଲ; ମହିଳା ଡବଲ୍‍ସ: ଅଶ୍ୱିନୀ ପୋନପ୍ପା/ସିକ୍କି ରେଡ୍‍ଡୀ- ପୂର୍ବାହ୍ନ ୧୧.୩୦ରୁ।
ହକି: (ମହିଳା) ଭାରତ-କୋରିଆ: ସନ୍ଧ୍ୟା ୬.୩୦।
ସୁଟିଂ: ମହିଳା ସ୍କିଟ୍‍- ଗନେମତ ସେଖୋଁ ଓ ରଶ୍ମି ରାଠୋର; ସକାଳ ୬.୩୦। ପୁରୁଷ ସ୍କିଟ୍‍- ଅଙ୍ଗର ବୀର ସିଂହ ବାଜ୍‍ୱା, ସିରାଜ୍‍ ଶେଖ୍‍: ସକାଳ ୭ଟା। ପୁରୁଷ ୨୫ମି. ରାପିଡ୍‍ ଫାୟର ପିସ୍ତଲ- ଶିବମ୍‍ ଶୁକ୍ଳା ଓ ଅନିସ ଭାନ୍‍ୱାଲା: ସକାଳ ୭.୩୦।
ସ୍କ୍ୱାଶ୍‍: ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲ- ସୌରଭ ଘୋଷାଲ- ଅପରାହ୍‍ଣ ୩.୩୦ରୁ। ମହିଳା ସିଙ୍ଗଲ୍‍ସ ସେମିଫାଇନାଲ- ଦୀପିକା ପାଲ୍ଲିକଲ ଓ ଜ୍ୟୋତ୍ସ୍ନା ଚିନ୍ନପ୍ପା; ଅପରାହ୍‍ଣ ୨.୩୦।
ଭାରୋତ୍ତୋଳନ: ପୁରୁଷ ୯୪ କେଜି- ବିକାଶ ଠାକୁର- ଅପରାହ୍‍ଣ ୧୨.୩୦।

 

Leave A Reply