ଏସୀୟ କ୍ରୀଡ଼ାରେ ଆଜି (ଗୁରୁବାର) ଭାରତ

0

ଦୌଡ଼କୁଦ: ପୁରୁଷ ୫୦ କି.ମି. ଚାଲି- ସନ୍ଦୀପ କୁମାର (ସକାଳ ୪.୩୦); ମହିଳା ଡିସ୍‍କସ ଥ୍ରୋ ଫାଇନାଲ- ସନ୍ଦୀପ କୁମାରୀ, ସୀମା ପୁନିଆ (ସନ୍ଧ୍ୟା ୫.୧୦); ମହିଳା ୧୫୦୦ ମି. ଫାଇନାଲ- ମୋନିକା ଚୌଧୁରୀ, ପି.ୟୁ. ଚିତ୍ରା; ମହିଳା ୪ ଗୁଣା ୪୦୦ ମି. ରିଲେ (ସନ୍ଧ୍ୟା ୬.୫୦); ପୁରୁଷ ୫୦୦୦ ମି. ଫାଇନାଲ-ଜି. ଲକ୍ଷ୍ମଣନ୍‍; (ସନ୍ଧ୍ୟା ୬.୩୦); ପୁରୁଷ ୧୫୦୦ ମି. ଫାଇନାଲ- ଜିନ୍‍ସନ ଜନ୍‍ସନ ଓ ମନଜିତ ସିଂହ (ସନ୍ଧ୍ୟା ୬.୦୫); ପୁରୁଷ ୪ ଗୁଣା ୪୦୦ ମି. ରିଲେ (ସନ୍ଧ୍ୟା ୭.୧୦)।
ସାଇକେଲ ଚାଳନା: ସକାଳା ୭.୩୦।
ହକି: ପୁରୁଷ ସେମିଫାଇନାଲ (ଭାରତ-ମାଲେସିଆ); ଅପରାହ୍‍ଣ ୪.୦୦।
ସ୍କ୍ୱାଶ୍‍: ମହିଳା ଦଳଗତ- ଅପରାହ୍‍ଣ ୩ଟା।
ଟେବୁଲ ଟେନିସ୍‍: ମହିଳା ଓ ପୁରୁଷ ସିଙ୍ଗଲ୍‍ସ- ମୌମା ଦାସ, ମାନିକା ବାତ୍ରା, ଅଚନ୍ତ ଶରତ କମଲ ଓ ଜି. ସତ୍ୟନ୍‍ (ସକାଳ ୧୦.୪୫ରୁ)।
ଜୁଡୋ: ପୁରୁଷ (ହରଦୀପ ସିଂହ ବ୍ରାର)- ସକାଳ ୭.୩୦। ମହିଳା (ଗରିମା ଚୌଧୁରୀ)- ସକାଳ ୭.୩୦।

Comments
Loading...