ଏସୀୟ କ୍ରୀଡ଼ାରେ ଆଜି (ମଙ୍ଗଳବାର) ଭାରତ

0

ତୀରନ୍ଦାଜୀ: ମହିଳା କମ୍ପାଉଣ୍ଡ ଦଳଗତ ସ୍ୱର୍ଣ୍ଣପଦକ ମ୍ୟାଚ୍‍: ଭାରତ-କୋରିଆ- ପୂର୍ବାହ୍ନ ୧୧.୧୫। କମ୍ପାଉଣ୍ଡ ଦଳଗତ ସ୍ୱର୍ଣ୍ଣପଦକ ମ୍ୟାଚ୍‍: ଭାରତ-କୋରିଆ- ଅପରାହ୍‍ଣ ୧୨.୦୫।
ଦୌଡ଼କୁଦ: ମହିଳା ୨୦୦ ମିଟର ଯୋଗ୍ୟତା ପର୍ଯ୍ୟାୟ- ଦୂତି ଚାନ୍ଦ ଓ ହିମା ଦାସ: ସକାଳ ୮.୧୫। ସେମିଫାଇନାଲ: ସନ୍ଧ୍ୟା ୫.୨୦। ପୁରୁଷ ୨୦୦ ମିଟର ଯୋଗ୍ୟତା ପର୍ଯ୍ୟାୟ- ମହମ୍ମଦ ଅନାସ୍‍: ସକାଳ ୮.୪୫; ସେମିଫାଇନାଲ- ସନ୍ଧ୍ୟା ୫.୪୫। ମହିଳା ୫୦୦୦ମି. ଫାଇନାଲ- ଏଲ୍‍. ସୁରିୟା: ସନ୍ଧ୍ୟା ୬.୧୦। ମିକ୍ସଡ ୪ ଗୁଣା ୪୦୦ ରିଲେ: ସନ୍ଧ୍ୟା ୭.୧୫।
ବ୍ୟାଡ୍‍ମିଣ୍ଟନ: ମହିଳା ସିଙ୍ଗଲ୍‍ସ ଫାଇନାଲ: ପି.ଭି. ସିନ୍ଧୁ-ତାଇ ଜୁ-ୟିଙ୍ଗ୍‍: ସକାଳ ୧୦.୩୦।
ବକ୍ସିଂ: ମହିଳା ୫୭ କେଜି- ସୋନିଆ ଲାଥର: ଅପରାହ୍‍ଣ ୧ଟା; ମହିଳା ୬୦ କେଜି- ପବିତ୍ରା: ଅପରାହ୍‍ଣ ୧.୪୫।
ହକି: (ପୁରୁଷ) ଭାରତ-ଶ୍ରୀଲଙ୍କା: ଅପରାହ୍‍ଣ ୨.୩୦।
ସ୍କ୍ୱାଶ୍‍: (ମହିଳା ଦଳଗତ) ଭାରତ-ଥାଇଲାଣ୍ଡ: ସକାଳ ୮.୩୦। ଭାରତ-ଇଣ୍ଡୋନେସିଆ: ଅପରାହ୍‍ଣ ୪.୩୦। (ପୁରୁଷ ଦଳଗତ) ଭାରତ-କାତାର: ଅପରାହ୍‍ଣ ୨.୩୦।
ଟେବୁଲ ଟେନିସ୍‍: ମହିଳା ଦଳଗତ ଓ ପୁରୁଷ ଦଳଗତ।

Leave A Reply