ଏସୀୟ କ୍ରୀଡ଼ାରେ ଆଜି (ରବିବାର) ଭାରତ

0

ତୀରନ୍ଦାଜୀ: ପୁରୁଷ ଦଳଗତ କମ୍ପାଉଣ୍ଡ: ଭାରତ-କାତାର; ସକାଳ ୯.୨୦। ମହିଳା ଦଳଗତ କମ୍ପାଉଣ୍ଡ- ଅପରାହ୍‍ଣ ୧୨.୧୦।
ଦୌଡ଼କୁଦ: ପୁରୁଷ ୪୦୦ମି. ହର୍ଡଲ୍‍ସ (ଯୋଗ୍ୟତା ପର୍ଯ୍ୟାୟ)- ଆୟାସ୍ୱାମୀ ଧାରୁନ୍‍, ସନ୍ତୋଷ କୁମାର: ସକାଳ ୯.୩୦। ମହିଳା ୪୦୦ମି. ହର୍ଡଲ୍‍ସ (ଯୋଗ୍ୟତା ପର୍ଯ୍ୟାୟ)- ଜଉନା ମୁର୍ମୁ, ଅନୁ ରାଘବନ୍‍; ସକାଳ ୯ଟା।
ବ୍ୟାଡ୍‍ମିଣ୍ଟନ: ମହିଳା ସିଙ୍ଗଲ୍‍ସ କ୍ୱାର୍ଟରଫାଇନାଲ- ପି.ଭି. ସିନ୍ଧୁ-ନିଚାଓନ୍‍ ଜିନ୍ଦାପଲ; ସାଇନା ନେହୱାଲ-ରାଚାନକ୍‍ ଇଣ୍ଟାନନ୍‍; ପୂର୍ବାହ୍ନ ୧୧.୩୦।
ବକ୍ସିଂ: ପୁରୁଷ ୬୦ କେଜି- ଶିବ ଥାପ୍ପା; ୬୯ କେଜି- ମନୋଜ କୁମାର, ମହିଳା ୫୧ କେଜି- ସରଜୁବାଳା ଦେବୀ; ଅପରାହ୍‍ଣ ୨.୧୫ରୁ।
ବ୍ରିଜ୍‍: ପୁରୁଷ ଓ ମିକ୍ସଡ ସେମିଫାଇନାଲ; ସକାଳ ୮ଟା।
ଅଶ୍ୱଚାଳନା: ପୂର୍ବାହ୍ନ ୧୧.୩୦ରୁ।
ହକି: (ପୁରୁଷ) ଭାରତ-ଦକ୍ଷିଣ କୋରିଆ; ଅପରାହ୍‍ଣ ୪.୩୦।
ସୁଟିଂ: ମହିଳା ସ୍କିଟ୍‍- ରଶ୍ମି ରାଠୋର, ଜେନାମତ ଶେଖୋଁ- ସକାଳ ୬.୩୦। ପୁରୁଷ ସ୍କିଟ୍‍- ଅଙ୍ଗଦ ବୀର ସିଂହ ବାଜ୍‍ୱା ଓ ସିରାଜ୍‍ ଶେଖ୍‍- ସକାଳ ୭.୩୦।
ଟେବୁଲ ଟେନିସ୍‍: ପୁରୁଷ ଦଳଗତ ପ୍ରଥମ ରାଉଣ୍ଡ ଭାରତ-କାତାର- ସକାଳ ୮.୩୦; ମହିଳା ଦଳଗତ ପ୍ରଥମ ରାଉଣ୍ଡ- ଭାରତ-ୟୁଏଇ; ଅପରାହ୍‍ଣ ୨.୩୦।

Leave A Reply