ବୁଧବାରରେ ଏସୀୟ କ୍ରୀଡା ଆଥଲେଟିକସ୍‌ରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ

0

ଜାକାର୍ତ୍ତା.- ବୁଧବାରରେ ଏସୀୟ କ୍ରୀଡାରେ ଭାରତକୁ ଆଥଲେଟିକସ୍‌ରେ ଦୁଇଟି ସ୍ୱର୍ଣ୍ଣ ମିଳିଛି । କ୍ରୀଡା ଇତିହାସରେ ପ୍ରଥମଥର ପାଇଁ ହେପ୍ଟାଥଲନ୍‌ରେ   ଭାରତର  ସପ୍ନା ବର୍ମନ ସ୍ୱର୍ଣ୍ଣ ଜିତିଛନ୍ତି । ସେହିପରି  ଟ୍ରିପଲ୍‌ ଜମ୍ପ୍‌ରେ ଅର୍ପିନ୍ଦର ସିଂ ସ୍ୱର୍ଣ୍ଣ ଜିତିଛନ୍ତି । ୪୮ ବର୍ଷ ପରେ ଟ୍ରିପଲ ଜମ୍ପ୍‌ରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ୧୯୭୦ ମସିହାରେ ମୋହିନ୍ଦର ସିଂ ଗିଲ୍‌ ଏଥିରେ ସ୍ୱର୍ଣ୍ଣ ଜିତିଥିଲେ ।

ଏହା ସହ ଭାରତର ସ୍ୱର୍ଣ୍ଣ ପଦକସଂଖ୍ୟା ୧୧ରେ ପହଞ୍ଚିଛି ।

Leave A Reply