ଆଶାକର୍ମୀଙ୍କ ପାଇଁ ବଡ ଘୋଷଣା       

0

ଭୁବନେଶ୍ବର: ଶୁକ୍ରବାର ରାଜ୍ୟ ସରକାର ଆଶାକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସରକାରୀ ଘୋଷଣା ଅନୁଯାୟୀ, ଛତା, ଚପଲ, ସାଇକେଲ, ଆଲମିରା ଓ ଟର୍ଚ୍ଚ ବାବଦ ଖର୍ଚ୍ଚ ପାଇଁ  ଆଶାକର୍ମୀମାନଙ୍କୁ ବର୍ଷିକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ୧୦ ବର୍ଷ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଅବସର ନେଲେ ସେମାନଙ୍କୁ ୨୦ ହଜାର ଟଙ୍କା ମିଳିବ। ଆଶାକର୍ମୀଙ୍କ ଆର୍ଥିକ ସହାୟତା ରାଶି ଏଣିକି ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୪୭ ହଜାର ଆଶାକର୍ମୀ ଉପକୃତ ହେବେ ବୋଲି ସୂଚନା ମିଳିଛି ।

Leave A Reply