ଆର୍ଯ୍ୟନଙ୍କ ବିରୋଧରେ ଷଡ଼ଯନ୍ତ୍ରର ପ୍ରମାଣ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବଇ: ଡ୍ରଗ୍ଧପାର୍ଟି ମାମଲା: ଜାରି ହେଲା ବମ୍ବେ ହାଇକୋର୍ଟଙ୍କ ବେଲ ଅର୍ଡର। ଆର୍ଯ୍ୟ କୌଣସି ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଥିବାର ପ୍ରମାଣ ନ ଥିବା ଉଲ୍ଲେଖ। ଆର୍ଯ୍ୟନ, ଅର୍ବାଜ, ମୁନମୁନ ଅପରାଧରେ ଜଡ଼ିତଥିବା ପ୍ରମାଣ ନାହିଁ। ଆର୍ଯ୍ୟନଙ୍କ ନିକଟରୁ ମଧ୍ୟ ନିଶା ଦ୍ରବ୍ୟ ମିଳିନଥିବା ବେଲ ଅର୍ଡରେ ଉଲ୍ଲେଖ। ହ୍ବାଟସଆପ ଚାଟ୍‌ରେ ଆଦୌ ଆପତ୍ତିଜନକ ତଥ୍ୟ ନଥିବା ସ୍ପଷ୍ଟ କରିଛନ୍ତି କୋର୍ଟ। କେବଳ କ୍ରୁଜରେ ଉପସ୍ଥିତି ଅପରାଧର ଆଧାର ହୋଇପାରିବ ନାହିଁ-କୋର୍ଟ।

Comments are closed.