କୁଖ୍ୟାତ ବଜ୍ରକାପ୍ତା ମାଫିଆ ମାଧବ ଗିରଫ

ଭୁବନେଶ୍ବର: କୁଖ୍ୟାତ ବଜ୍ରକାପ୍ତା ମାଫିଆ ମାଧବ ପାତ୍ର ଗିରଫ ହୋଇଛି। ମାଧବର ଘର ନରସିଂହପୁର ହୋଇଥିବା ବେଳେ ବନ ବିଭାଗ ତାକୁ ଗୋଡିସାହିରୁ ଗିରଫ କରିଛି। ମାଧବ ନାମରେ ବଜ୍ରକାପ୍ତାର ଚୋରା ଚାଲାଣ ଭିଡିଓ ଜାରି ହୋଇଥିଲା। ଗିରଫ ପରେ ମାଧବ ଠାରୁ ଅନେକ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ପୂର୍ବରୁ ଏହି ମାମଲାରେ ଅନେକ ଗିରଫ ହୋଇଥିଲେ।

Comments are closed.