୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ପିପିଲି : ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରୁ ଗୁରୁବାର ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛନ୍ତି। ପୁଲିସ ଗିରଫ କରି ସେମାନଙ୍କଠାରୁ ୫୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଓ ନଗଦ ତିନି ଲକ୍ଷ ଟଙ୍କା ଜବତ କରିଛି। ଏମାନେ ପିପିଲି, ଡେଲାଙ୍ଗ, କଣାସ ଓ ସତ୍ୟବାଦୀ ଅଞ୍ଚଳରୁ ଲୁଟ୍ କରୁଥିଲେ ବୋଲି ପିପିଲି ଏସଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି।

Comments are closed.