ଛାତ୍ରୀଙ୍କୁ ଅସଦାଚରଣ କରି ଯୁବକ ଅଭିଯୁକ୍ତ ଗିରଫ

0

ଖନ୍ତାପଡା: ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।  ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ବାରିଙ୍ଗିଆ ଗାଁର ଚକ୍ରଧର ସାହୁ ପୁଅ ଜୋଗେନ୍ଦ୍ର ସାହୁକୁ ପୁଲିସ ଗିରଫ କରିଛି ।

Leave A Reply