ମାରଣାସ୍ତ୍ର ସହ ୨ ଯୁବକ ଗିରଫ

0

ବ୍ରହ୍ମପୁର: ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ପୁଲିସକୁ ଏକ ସଫଳତା ମିଳିଛି। ସଦର ଥାନା ପୁଲିସ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ୨ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅନ୍ୟ ୪ଜଣ ଯୁବକଙ୍କୁ ରାତିର ଅନ୍ଧକାରରେ ଖସି ପଳାଇଛନ୍ତି। ସେମାନଙ୍କ ନିକଟରୁ ୨ଟି ବୋମା, ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି ଓ ଦୁଇଟି ବାଇକ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ବାଲିପଦାର ଉମା ବିଶୋଇ ଓ ହିଞ୍ଜିଳିର ଜମୀର ଖାନ।

Leave A Reply