ନକଲି ଏମଭିଆଇ ଗିରଫ

0

ବଡବିଲ: ବଡବିଲ ଟାଉନ ଅନ୍ତର୍ଗନ୍ତ ତହସିଲ ଛିକ ନିକଟରେ ନକଲି ଏମଭିଆଇ ସାଜି ଲୋକଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଇମ୍ରାନ୍ ଖାନ୍ ଓ ତାଙ୍କ ଘର ବଡବିଲ ଟାଉନରେ ବୋଲି ପୁଲିସ କହିଛି । ପୁଲିସ ଅଭିଯୁକ୍ତଠାରୁ ୧୪୫୦ ଟଙ୍କା ସହ ନକଲି ରିସିପ୍ଟ ବୁକ୍ ଜବତ କରିଛି।

Leave A Reply