୨୭ ଜୁଆଡ଼ି ଗିରଫ, ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ପାରଳାଖେମୁଣ୍ଡି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପୁଲିସ ବିଭିନ୍ନ ଜୁଆ ଆଡ୍ଡାରେ ଶନିବାର ରାତିରେ ଚଢାଉ କରି ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ୧ଲକ୍ଷ ୩୧ହଜାର ୨୦୦ ଟଙ୍କା , ୧୫ଟି ମୋବାଇଲ ଫୋନ, ୫ଟି ମୋଟର ସାଇକେଲ ଜବତ କରିଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଠାକୁର ପାତ୍ର ଏହି ସୂଚନା ଦେଇଛନ୍ତି।

Comments are closed.