ଠକେଇ ଅଭିଯୋଗରେ ୩ ଗିରଫ

ନୀଳଗିରି : ବହ୍ମପୁର ଥାନା ଅଞ୍ଚଳରୁ ନୀଳଗିରି ପୁଲିସ ଗୁରୁବାର ଠକେଇ ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।  ସଫ୍ଟଓ୍ବେୟାର କମ୍ପାନୀର ଏଜେଣ୍ଟ କହି ଠକୁଥିବା ଅଭିଯୋଗରେ ପୁଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିଛି । 

ସୂଚନା ଅନୁଯାୟୀ, ଦିଲ୍ଲୀ ନୋଏଡ଼ା ସ୍ଥିତି ଏକ ସଫ୍ଟଓ୍ବେୟାର କମ୍ପାନୀର ଏଜେଣ୍ଟ କହି ଅଭିଯୁକ୍ତମାନେ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ ।  ଏମାମଙ୍କ ନାଁରେ ୮ଲକ୍ଷ ଟାଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗପରେ ନୀଳଗିରି ପୁଲିସ ଗରୁବାର ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Comments are closed.