ବଜେଡ଼ି ନେତା ଶମ୍ଭୁ ମହାନ୍ତି ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବିଜେଡ଼ି ଉପ ସଭାପତି ଶମ୍ଭୁ ମହାନ୍ତିଙ୍କୁ ବେଲପାହାଡ଼ ପୁଲିସ ବୁଧବାର ଗିରଫ କରିଛି। ପୁଲିସକୁ ଗାଳିଗୁଳଜ ମାମଲାରେ ଶମ୍ଭୁ ମହାନ୍ତିଙ୍କୁ ଗିରଫ କରାଯାଇଛି । ବିଧାୟକ କିଶୋର ମହାନ୍ତିଙ୍କ ଗାଡ଼ିକୁ ପୁଲିସ ଅଟକାଇବାରୁ ଶମ୍ଭୁ ପୁଲିସକୁ ଗାଳିଗୁଳଜ କରିଥିଲେ । ପରେ ଗାଳିଗୁଳଜ କରୁଥିବାର ଭିଡିଓଟି ଭାଇରାଲ ହୋଇଥିଲା ।

Comments are closed.