ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ଯାଜପୁର : ଯାଜପୁର ଅନ୍ତର୍ଗତ ଟମ୍‍କା ଥାନା ଜହ୍ନିଦାପାଳ ବ୍ୟବସାୟୀ (ଡ଼ମ୍ପର ମାଲିକ)ଙ୍କୁ ହତ୍ୟା ଘଟଣାରେ ରବିବାର ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ସହ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ତା’ର ସହଯୋଗୀ ବୋଲି ଜଣାପଡିଛି। ପୁଲିସ ସେ ଦୁହିଁଙ୍କ ଠାରୁ ବନ୍ଧୁକ, ୨ଟି ଛୁରୀ, ବାଇକ ଓ ୯ଟି ମୋବାଇଲ ଜବତ କରିଛି। ସୂଚନାଯୋଗ୍ୟ, ଗତ ୬ରେ ବ୍ୟବସାୟିକ ଶତ୍ରୁତାରୁ ଡ଼ମ୍ପର ମାଲିକଙ୍କୁ ଗଳା କାଟି ହତ୍ୟା କରିଥିଲେ।

Comments are closed.