ବାଇକ ଚୋର ଗ୍ୟାଙ୍ଗ ଠାବ , ୧୪ ଗିରଫ

0

ସୁନ୍ଦରଗଡ : ବାଇକ ଚୋର ଗ୍ୟାଙ୍ଗ ଠାବ କରାଯାଇଛି। ସୁନ୍ଦରଗଡ ପୁଲିସ ଚଢାଉ କରି ୧୪ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସେମାନଙ୍କ ନିକଟରୁ ୧୩ଟି ବାଇକ ଜବତ କରାଯାଇଛି। ଅଭିଯୁକ୍ତମାନେ ଓଡିଶା ସମେତ ବାହାର ରାଜ୍ୟକୁ ବାଇକଗୁଡିକ ଚାଲାଣ କରୁଥିବା ଜଣାପଡିଛି।

 

 

Leave A Reply