୩ ଲୁଟେରା ଗିରଫ

0

କେନ୍ଦ୍ରାପଡା : ସଦର ଥାନା ପୁଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ନଗଦ ୮ହଜାର ଟଙ୍କା ଜବତ କରିଛି। ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦୁହୁରିଆ ଛକରେ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗରେ ଏମାନେ ଗିରଫ ହୋଇଛନ୍ତି।

Leave A Reply