ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର : ପାତ୍ରପଡ଼ା ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ବାବୁ ନାଏକଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଫେରାର ଥିବା ଅନ୍ୟ ୨ ଜଣଙ୍କୁ ପୁଲିସ ତଲାସ କରୁଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ପାତ୍ରପଡ଼ାର ଜଣେ ବ୍ୟକ୍ତିଙ୍କ ଘରକୁ ବୋମାମାଡ଼ କରିଥିଲେ। ସିସିଟିଭିରେ ଅଭିଯୁକ୍ତଙ୍କ ଫଟୋ କଏଦ ହୋଇଥିଲା।

Leave A Reply