ପାରା ହତ୍ୟାକାଣ୍ଡରେ ୪ ଗିରଫ

0

ପୁରୀ : ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ପାରା ହତ୍ୟାକାଣ୍ଡ ଘଟଣାରେ କୁମ୍ଭାରପଡ଼ା ଥାନା ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବାର ଜଣାପଡ଼ିଛି। ଏଥି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲକୁ ପୁଲିସ ଜବତ କରିଛି। ଏହିି ହତ୍ୟାକାଣ୍ଡରେ ଷଡଯନ୍ତ୍ରକାରୀ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଭାଗିରଥି ପ୍ରଧାନକୁ ମଧ୍ୟ ପୁଲିସ ଗିରଫ କରିଛି।

Leave A Reply