ପୁଲିସ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ ତପୁ

0

ଭୁବନେଶ୍ବର : ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ତପୁକୁ ଧରିବାରେ ସଫଳ ହୋଇଛି। ସହିଦ ନଗର ପୁଲିସ ତପୁକୁ ଉଠାଇ ନେଇଛି। ତା ନାମରେ ଟେଣ୍ଡର ଫିକ୍ସିଂ, ଦାଦାବଟି ଭଳି ଅନେକ ଅପରାଧିକ ମାମଲା ରହିଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply