ଜୁଆ ଆଡ୍ଡା ଉପରେ ଚଢଉ, ୧୪ ଗିରଫ

0

ଯାଜପୁର : ଜୁଆ ଆଡ୍ଡା ଉପରେ ଚଢଉ କରାଯାଇଛି। ଏଥିରେ ୧୪ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨ଟି କାର, ୯ଟି ବାଇକ ସମେତ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି। ଯାଜପୁର ଜିଲା କଳିଙ୍ଗନଗର ଥାନା ବାରହାଗାଡିଆରେ ପୁଲିସ ଚଢଉ କରିଥିଲା। ଚଢଉ ବେଳେ ୧୪ଜଣଙ୍କୁ ଗିରଫ କରିଛି।

Leave A Reply