କୋଭିଡ-୧୯ ବିରୋଧରେ ଲଢ଼େଇ : ଆରୋଗ୍ୟ ସେତୁ

ନୂଆଦିଲ୍ଲୀ : କୋଭିଡ-୧୯ ବିରୋଧରେ ଲଢ଼େଇ କରିବା ନିମନ୍ତେ ଦେଶର ଜନସାଧାରଣଙ୍କୁ ଏକତ୍ରିତ କରିବା ଲାଗି ଏକ ମୋବାଇଲ ଆପ ବିକଶିତ କରାଯାଇଛି । ‘ଆରୋଗ୍ୟ ସେତୁ’ ନାମକ ଏହି ଆପ ଜରିଆରେ ଜନସାଧାରଣ କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ । ଅତ୍ୟାଧୁନିକ ବ୍ଲୁ ଟୁଥ ପ୍ରଯୁକ୍ତି, ଆଲଗୋରିଦିମ ଏବଂ କୃତ୍ରିମ ବୁଦ୍ଧିମତାର ଉପଯୋଗ କରି ଏହା ବ୍ୟବହାରକାରୀଙ୍କୁ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେବ ।

Comments are closed.