‘ଫ୍ରିଡମ’ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଆରଡି:ଚଳିତ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି ଓ ଓଳଗ ପଞ୍ଚାୟତରେ ଫ୍ରିଡମ କମ୍ପାନୀ ପକ୍ଷରୁ ଶତାଧିକ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା। ଫ୍ରିଡମ କମ୍ପାନୀର ମାର୍କେଟିଂଙ୍ଗ ମ୍ୟାନେଜର ଅମୀୟ କୁମାର ଧଳ ଓ ଅନ୍ୟ କର୍ମଚାରୀମାନେ ୨ଟି ପଞ୍ଚାୟତର ବନ୍ୟାଞ୍ଚଳ ବୁଲି ବିପନ୍ନମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ।

Comments are closed.