ରାସ ପୂର୍ଣ୍ଣିମାରେ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଆରଡ଼ି : ପବିତ୍ର ରାସ ପୂର୍ଣ୍ଣିମା (କାର୍ତ୍ତିକ)ରେ ପ୍ରଭୁ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ମଙ୍ଗଳବାର ପୀଠରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ଭୋର ୩ଟାରେ ଦ୍ୱାର ଫିଟା ହେବା ପରେ ସମସ୍ତ ସ୍ୱତନ୍ତ୍ର ନୀତିକାନ୍ତି ହୋଇଥିଲା। ବୋଇତ ବନ୍ଦାଣ ଓ ପୂଜାନୀତି ଚାଲୁ ରହିଛି। ଅପରାହ୍ନରେ ମଣିବାବା ହରଗୌରୀ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ।

Comments are closed.