ଗୋପବନ୍ଧୁ ସାହିତ୍ୟ ମନ୍ଦିରକୁ ଉଦଘାଟନ କଲେ ଜିଲାପାଳ

ଅନୁଗୁଳ : ଅନୁଗୁଳ ଜିଲା ମହୋତ୍ସବ ଅବସରରେ ଗୋପବନ୍ଧୁ ସାହିତ୍ୟ ମନ୍ଦିରକୁ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପ ଜିଲ୍ଲାପାଳ ବାସୁଦେବ ଶତପଥୀ ସୋମବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। ମଙ୍ଗଳବାର ଠାରୁ ଜିଲା ମହୋତ୍ସବ ଆରମ୍ଭ ହେବ। ଗତ ୭ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା।

Comments are closed.