ନାଳରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁ ନିକଟରେ ଲିଙ୍ଗରା ନାଳରେ ଭାସି ଯାଇ ଶୁକ୍ରବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଉଛନ୍ତି ସମ୍ପେଇ ଦାସ। ସେ ଶୌଚ ପାଇଁ ଯାଇଥିବା ବେଳେ ନାଳରେ ଭାସି ଯାଇଥିଲେ। ୩ କିଲୋମିଟର ଦୂର ଓସ୍ତପାଳ ଗାଁ ନିକଟରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

Leave A Reply