୮ମ ଅନୁଗୁଳ ଜିଲା ମହୋତ୍ସବ ଉଦଘାଟିତ

ଅନୁଗୁଳ : ୮ମ ଅନୁଗୋଳ ଜିଲା ମହୋତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଉପ ବାଚସ୍ପତି ରଜନୀକାନ୍ତ ସିଂହ ଏଠାରେ ଉପସ୍ଥିତ ରହି ମହୋତ୍ସବକୁ ଉଦଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି ଅନୁଷ୍ଠିତ ସଭାକୁ ପରିଚାଳନା କରିଥିଲେ । ଏଥିରେ ଜିଲାର ସମସ୍ତ ବିଧାୟକ ଅତିଥି ଭାବେ ଯୋଗ ଦେଇଥିଲେ।

 

Comments are closed.