ଅନୁଗୁଳରେ ସଡକ ଦୁର୍ଘଟଣା ଜଣେ ମୃତ, ୨ ଆହତ

0

ଅନୁଗୁଳ : ଅନୁଗୁଳ ଥାନା ଚଣ୍ଡୀବଜାର ନିକଟରେ ସଡକ ଦୃଘଟଣାରେ ୧ ମୃତ ୨ ଆହତ ହୋଇଛନ୍ତି । ବୀପରିତ ଦିଗରେ ଯାଉଥିବା ସମୟରେ ଅଭିମୁଖେ ଅନ୍ୟଏକ ବାଇକ ସହ ମୁହାଁ ମୁହିଁ ଧକା ହେଇଥିଲା ।ବାଇକରେ ଥିବା ୩ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଅନୁଗୁଳ ମେଡିକାଲରେ ଭର୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ଘଟିଥିଲା ,ମୃତକ ହେଲେ ସାକସିଂଘାର ସଂଜୀବ ବିଶ୍ୱାଳ ।

Leave A Reply