ଲାବୋଟାରି ଡେମୋଷ୍ଟେଟର ଲାଞ୍ଚ ନେଇ ହେଲେ ଗିରଫ

0

ଅନୁଗୁଳ: ଛେଣ୍ଡିପଦା ଥାନା ଅଞ୍ଚଳରେ ଲାବୋଟାରି ଡେମୋଷ୍ଟେଟର ଭିଜିଲାନ୍ସ ଜାଲରେ ଫସିଛନ୍ତି । ଶନିବାର ସକାଳ ୧୧ଟା ସମୟରେ ବାପୁଜି ମହାବିଦ୍ୟାଳୟର ଲାବୋଟାରି ଡେମୋଷ୍ଟେଟର ମାନସ ସାହୁ ପ୍ରାକ୍ଟିକାଲ ଦେବାପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Leave A Reply