ଖମାରରେ ବିଜେପିର ୨୪ ଘଣ୍ଟିଆ ବନ୍ଦ ଡାକରା

0

ଅନୁଗୁଳ: ରାଜ୍ୟ ସରକାର ଖମାର ଅଞ୍ଚଳରକୁ ମରୁଡି ଘୋଷଣା କରିବା ସହ କ୍ଷୟକ୍ଷତି ଦାବିରେ ବିଜେପି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପାଲଲହଡା ବ୍ଲକ ଖମାର ୨୪୯ ନଂ ଜାତୀୟ ରାଜପଥ ବନ୍ଦ ରହିଛି। ସ୍ଥାନୀୟଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ସହ ସରକାରୀ ଓ ବେସରକାରୀ କାର୍ଯ୍ୟାନୁ​‌ଷ୍ଠାନ ବନ୍ଦ ରହିଛି । ବନ୍ଦ ପ୍ରଭାବରେ ଗାଡି ଚଲାଚଳ ବନ୍ଦ ରହିଛି । ଖମାର ମେଡିକାଲରେ ୮ ଜଣ ଡାକ୍ତର ସ୍ଥାନରେ ଜଣେ ଡାକ୍ତର ଅଛନ୍ତି ।

Leave A Reply