ସୁସ୍ଥ ହେଲେ ଆଉ ୩୪୬୪ କରୋନା ଅକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୪୬୭କୁ ବୃଦ୍ଧି
ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୩୪୬୪ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୪୬୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Another 3464 Covid patients have recovered and are being discharged on 24.04.2021
629 from Sundargarh
441 from Khordha
339 from Nuapada
259 from Kalahandi
209 from Cuttack
172 from Nabarangpur
151 from Sambalpur
137 from Bargarh
132 from Bolangir
131 from Keonjhar
114 from Puri— H & FW Dept Odisha (@HFWOdisha) April 24, 2021
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୨୯, ଖୋର୍ଦ୍ଧାରୁ ୪୪୧, ନୂଆପଡ଼ାରୁ ୩୩୯, କଳାହାଣ୍ଡିରୁ ୨୫୯, କଟକରୁ ୨୦୯, ନବରଙ୍ଗପୁରରୁ ୧୭୨, ସମ୍ବଲପୁରରୁ ୧୫୧, ବରଗଡ଼ରୁ ୧୩୭, ବଲାଙ୍ଗୀରରୁ ୧୩୨, କେନ୍ଦୁଝରରୁ ୧୩୧ ଓ ପୁରୀରୁ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
106 from Jharsuguda
71 from Mayurbhanj
66 from Baleswar
56 from Ganjam
44 from Anugul
43 from Jajapur
37 from Rayagada
33 from Bhadrak
33 from Gajapati
23 from Jagatsinghpur
21 from Dhenkanal
21 from Nayagarh
19 from Sonepur
16 from Kandhamal
15 from Deogarh
15 from Malkangiri— H & FW Dept Odisha (@HFWOdisha) April 24, 2021
ସେହିପରି ଝାରସୁଗୁଡ଼ାରୁ ୧୦୬, ମୟୂରଭଞ୍ଜରୁ ୭୧, ବାଲେଶ୍ବରରୁ ୬୬, ଗଞ୍ଜାମରୁ ୫୬, ଅନୁଗୋଳରୁ ୪୪, ଯାଜପୁରରୁ ୪୩, ରାୟଗଡାରୁ ୩୭, ଭଦ୍ରକ ଓ ଗଜପତିରୁ ୩୩ ଜଣ ଲେଖାଁଏ, ଜଗତସିଂହପୁରରୁ ୨୩, ଢେଙ୍କାନାଳ ଓ ନୟାଗଡରୁ ୨୧ ଜଣ ଲେଖାଁଏ, ସୁବର୍ଣ୍ଣପୁରରୁ ୧୯, କନ୍ଧମାଳରୁ ୧୬, ଦେବଗଡ ଓ ମାଲକାନଗିରିରୁ ୧୫ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।
13 from Boudh
13 from Koraput
11 from Kendrapara
94 from State PoolThe total recovered cases of Odisha now stand at 359467
— H & FW Dept Odisha (@HFWOdisha) April 24, 2021
ଅନ୍ୟ ପକ୍ଷରେ ବୌଦ୍ଧ ଓ କୋରାପୁଟରୁ ୧୩ ଜଣ ଲେଖାଁଏ, କେନ୍ଦ୍ରାପଡାରୁ ୧୧ ଏବଂ ଷ୍ଟେଟ ପୁଲରୁ ୯୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ୍ୟ ୫୯ ହଜାର ୪୬୭ରେ ପହଞ୍ଚିଛି।
Comments are closed.