ସୁସ୍ଥ ହେଲେ ଆଉ ୨୦୦୯ କରୋନା ଅକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୮୬କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୨୦୦୯ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୮୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Another 2009 Covid patients have recovered and are being discharged on 21.04.2021
274 from Nuapada
266 from Sundargarh
206 from Khordha
152 from Keonjhar
121 from Sambalpur
113 from Kalahandi
108 from Bargarh
107 from Puri
88 from Bolangir
80 from Baleswar
64 from Jharsuguda— H & FW Dept Odisha (@HFWOdisha) April 21, 2021
ଆଜି ନୂଆପଡ଼ାରୁ ସର୍ବାଧିକ ୨୭୪, ସୁନ୍ଦରଗଡ଼ରୁ ୨୬୬, ଖୋର୍ଦ୍ଧାରୁ ୨୦୬, କେନ୍ଦୁଝରରୁ ୧୫୨, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୩, ବରଗଡ଼ରୁ ୧୦୮, ପୁରୀରୁ ୧୦୭, ବଲାଙ୍ଗୀରରୁ ୮୮, ବାଲେଶ୍ବରରୁ ୮୦ ଏବଂ ଝାରସୁଗୁଡ଼ାରୁ ୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
57 from Cuttack
52 from Nabarangpur
42 from Ganjam
33 from Jajapur
31 from Deogarh
28 from Rayagada
26 from Mayurbhanj
20 from Anugul
19 from Gajapati
15 from Kandhamal
14 from Sonepur
13 from Jagatsinghpur
11 from Bhadrak
9 from Koraput
8 from Nayagarh
3 from Dhenkanal— H & FW Dept Odisha (@HFWOdisha) April 21, 2021
ସେହିପରି କଟକରୁ ୫୭, ନବରଙ୍ଗପୁରରୁ ୫୨, ଗଞ୍ଜାମରୁ ୪୨, ଯାଜପୁରରୁ ୩୩, ଦେବଗଡରୁ ୩୧, ରାୟଗଡାରୁ ୨୮, ମୟୂରଭଞ୍ଜରୁ ୨୬, ଅନୁଗୋଳରୁ ୨୦, ଗଜପତିରୁ ୧୯, କନ୍ଧମାଳରୁ ୧୫, ସୁବର୍ଣ୍ଣପୁରରୁ ୧୪, ଜଗତସିଂହପୁରରୁ ୧୩, ଭଦ୍ରକରୁ ୧୧, କୋରାପୁଟରୁ ୯, ନୟାଗଡରୁ ୮ ଏବଂ ଢେଙ୍କାନାଳରୁ ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।
2 from Kendrapara
1 from Malkangiri
46 from State PoolThe total recovered cases of Odisha now stand at 351386
— H & FW Dept Odisha (@HFWOdisha) April 21, 2021
ଅନ୍ୟ ପକ୍ଷରେ କେନ୍ଦ୍ରାପଡାରୁ ୨, ମାଲକାନଗିରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୪୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ୍ୟ ୫୧ ହଜାର ୩୮୬ରେ ପହଞ୍ଚିଛି।
Comments are closed.